‘ମହାରାଷ୍ଟ୍ର ରାଜନୀତି’, ସିନ୍ଦେଙ୍କୁ ହଟାଇବାକୁ ବାଟ ଖୋଜୁଛି ବିଜେପି!
ଭୁବନେଶ୍ୱର: ମହାରାଷ୍ଟ୍ରରେ ବଢୁଛି ବିଜେପି ଅଡୁଆ। ଆସନ୍ନ ଲୋକସଭା ନିର୍ବାଚନକୁ ନେଇ ବିଜେପି ଓ ଏକନାଥ ସିନ୍ଦେ ଗୋଷ୍ଠୀ ମଧ୍ୟରେ ଭିତିରିଆ ଲଢେଇ ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି।
ଲୋକସଭା ନିର୍ବାଚନ ଆଉ ଅଧିକ ଦିନ ନ ଥିବା ବେଳେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ତା ପୂର୍ବରୁ ହୋଇପାରେ।…