Latest Odisha News

BREAKING NEWS

କର୍ଣ୍ଣାଟକରେ ପ୍ରତିଶୋଧ ନେଉଛି କଂଗ୍ରେସ!

ଭୁବନେଶ୍ୱର: ନିର୍ବାଚନ ପରେ କର୍ଣ୍ଣାଟକରେ ସରକାର ଓ ବିରୋଧୀଙ୍କ ମଧ୍ୟରେ ଆକ୍ଷେପ ପ୍ରତିଆକ୍ଷେପ ତୀଵ୍ର ହୋଇଛି। ପୂର୍ଣ୍ଣ ବହୁମତ ସହ କ୍ଷମତାକୁ ଆସିଥିବା କଂଗ୍ରେସ ଉପରେ ବିଜେପି ନେତାମାନେ ବିଭିନ୍ନ ପ୍ରସଙ୍ଗକୁ ନେଇ ଲଗାତର ଆକ୍ରମଣ କରୁଛନ୍ତି। କଂଗ୍ରେସ ସରକାର ମଧ୍ୟ ଏହାର କଡା ଜବାଵ ଦେବା…

‘ମଧ୍ୟପ୍ରଦେଶ ରାଜନୀତି’, ବିଜେପି ଭୋଗିବ କଂଗ୍ରେସ ଦଶା !

ଭୁବନେଶ୍ୱର: ଭାଙ୍ଗିଯିବ କି ମଧ୍ୟପ୍ରଦେଶର ବିଜେପି ସରକାର ? ତିନି ବର୍ଷ ତଳେ ମଧ୍ୟପ୍ରଦେଶରେ କଂଗ୍ରେସର କମଲନାଥ ସରକାରର ଯେଉଁ ଅବସ୍ଥା ହୋଇଥିଲା ଏବେ ବିଜେପିର ଶିବରାଜ ସିଂ ଚୌହାନଙ୍କ ସେହି ଅବସ୍ଥା ହେବ କି ? ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବାତାବରଣ ସରଗରମ ହୋଇଥିବା ବେଳେ…

୬୦ ବର୍ଷରେ ଦ୍ୱିତୀୟ ଇନିଂସ ଆରମ୍ଭ କଲେ ଆଶୀଷ ବିଦ୍ୟାର୍ଥୀ

କୋଲକାତା: ବଲିଉଡ ଅଭିନେତା ଆଶିଷ ବିଦ୍ୟାର୍ଥୀ ଦ୍ୱିତୀୟ ବିବାହ କରିଛନ୍ତି । ୬୦ ବର୍ଷୀୟ ଆଶିଷ ଆସାମର ରୂପାଲୀ ବରୁଆଙ୍କ ସହ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କରିଛନ୍ତି । ପରିବାରବର୍ଗ ଓ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ କୋଲକାତାର ଏକ କ୍ଲବରେ ସେମାନଙ୍କ ବିବାହ ହୋଇଥିଲା । ମୁଁ ଖୁସି ।…

ବେଆଇନ୍ ମାଙ୍କଡ଼ା ପଥର ଖନନ, ନିଲମ୍ବିତ ହେଲେ ୬ ସରକାରୀ ଅଧିକାରୀ

ନୟାଗଡ଼: ବେଆଇନ୍ ମାଙ୍କଡ଼ା ଖଣି ପଥର ଖନନରେ ଭୂମିକା ଥିବା ୬ ସରକାରୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ରଣପୁର ତହସିଲର ମୟୂରଝଲିଆ ଅଞ୍ଚଳରେ ଚାଲିଥିବା ମାଙ୍କଡ଼ା ପଥର ଖଣି ମାମଲାରେ ୬ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନୟାଗଡ଼ ଜିଲ୍ଲାପାଳ । ନିଲମ୍ବିତ ହୋଇଥିବା…

ବିଦେଶ ଗଲେ ଖୋଲିଦେବେ ପୋଲ, ରାହୁଲଙ୍କୁ ପାସପୋର୍ଟ ମନା !

ଭୁବନେଶ୍ୱର: ରାହୁଲଙ୍କ ପାସପୋର୍ଟକୁ ନେଇ ବିବାଦ। ବିଭିନ୍ନ ବିବାଦକୁ ନେଇ ଚର୍ଚ୍ଚାରେ ଥିବା କଂଗ୍ରେସ ନେତା ଏବେ ପାସପୋର୍ଟ ପ୍ରସଙ୍ଗକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଦିଲ୍ଲୀର ରାଉଜ ଆଭିନିୟୁ କୋର୍ଟରେ ନୂଆ ପାସପୋର୍ଟ ଆବେଦନର ଏନଓସି ପାଇଁ ରାହୁଲ ଆବେଦନ କରିଛନ୍ତି। କିନ୍ତୁ ବିଜେପି ନେତା…

ଜାସନ ରାୟଙ୍କ ପାଇଁ ଦେଶଠାରୁ ବଡ ହେଲା ଅର୍ଥ

ଲଣ୍ଡନ:ଇଂଲଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଜାସନ ରାୟଙ୍କ ଏକ ନିଷ୍ପତି ସମସ୍ତଙ୍କୁ ଚକିତ କରି ଦେଇଛି । ୩୨ ବର୍ଷୀୟ ଜାସନ ରାଷ୍ଟ୍ରୀୟ ଟିମ କଂଟ୍ରାକ୍ଟ ଛାଡି ଫ୍ରାଂଚାଇଜ କ୍ରିକେଟ ଖେଳିବା ପାଇଁ ନିଷ୍ପତି ନେଇଛନ୍ତି । ଦିନିକିଆ କ୍ରିକେଟରେ ଜାସନ ଇଂଲଣ୍ଡ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି…

ଓଡିଶା କୋଚ ତାଲିକାରେ ସାମିଲ ହେଲେ ବସନ୍ତ ମହାନ୍ତି

ଭୁବନେଶ୍ୱର: ନିକଟରେ କ୍ରିକେଟରୁ ଅବସର ଘୋଷଣା କରିଥିବା ଓଡିଶାର ପେସ ବୋଲର ବସନ୍ତ ମହାନ୍ତିଙ୍କୁ ଓଡିଶା କ୍ରିକେଟ ଆସୋସିଏଶନ କୋଚ ତାଲିକାରେ ସାମିଲ କରିଛି । ବସନ୍ତ ପ୍ରଥମ ଶ୍ରେଣୀ କ୍ରିକେଟରେ ୧୦୫ ମ୍ୟାଚରେ ୪୦୩ ୱିକେଟ ଅକ୍ତିଆର କରିଛନ୍ତି । ବସନ୍ତଙ୍କ ସମେତ ନଟରାଜ ବେହେରା, ରଶ୍ମିରଞ୍ଜନ…

ଦୁର୍ବଳ ହେଉଛି ବ୍ରିଜଭୂଷଣଙ୍କ ବିରୋଧରେ ଧାରଣା, ହାତ ଛାଡୁଛନ୍ତି ସାଥୀ ରେସଲର

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ରେସଲରମାନେ ଯନ୍ତରମନ୍ତରରେ ଧାରଣା ଦେଇଛନ୍ତି । ବଜରଙ୍ଗ ପୁନିଆ, ବିନେଶ ଫୋଗଟ ଓ ସାକ୍ଷୀ ମଲିକଙ୍କ ପରି ଏକ ମାସ ହେବ ବ୍ରିଜଭୂଷଣଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ୭ ମାସ ତଳେ ସେମାନେ ଏହି…

ବିଲରେ ୧୧ କେଭି ତାର ଲାଗି ଆଖି ବୁଜିଲେ ଚାଷୀ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ପାରାଦୀପ: ବିଲରେ ବିଦ୍ୟୁତ୍ ନେଲା ଜୀବନ । ଏଭଳି ଅଘଟଣ ଘଟିଛି ଜଗତସିଂହପୁର ଜିଲ୍ଲାର ପିପ୍ପଳ ବରେଇ ଗାଁରେ । ଗାଁର କଣ୍ଡୁରୀ ରାଉତ ବିଲକୁ ଯାଇଥିବା ବେଳେ ସେଠାରେ କମ୍ ଉଚ୍ଚତାରେ ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ । କଣ୍ଡୁରୀଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା…

କେବେ ଆବାସ ହିତାଧିକାରୀଙ୍କ ତାଲିକା ଘୋଷଣା ହେବ: ବିଜେପି

ଭୁବନେଶ୍ୱର: ଆବାସ ପ୍ରସଙ୍ଗରେ ପୁଣି ଘେରିଲା ବିଜେପି। କେବେ ଆବାସ ହିତାଧିକାରୀ ତାଲିକାଙ୍କ ନାମ ଘୋଷଣା ହେବ ବିରୋଧୀ ବିଜେପି ପ୍ରଶ୍ନ କରି ସରକାରଙ୍କଠୁ ଜବାବ ଲୋଡ଼ିଛି। ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, କେନ୍ଦ୍ର ସରକାର ଯେତେ ଆବଶ୍ୟକ ଘର ଦେଇଛନ୍ତି।…