ପୁଣି ନକ୍ସଲ- ସୁରକ୍ଷାକର୍ମୀ ମୁହାଁମୁହିଁ, ଏନକାଉଣ୍ଟରେ ମାଓ କ୍ୟାମ୍ପ ଧ୍ଵଂସ
ଛଡିଶଗଡ: ଛତିଶଗଡ କାଙ୍କେର ଜିଲ୍ଲାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ । ବର୍ତ୍ତମାନ ପୁରା ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଥିବା ବେଳେ ଗୁଳି ବିନିମୟରେ ସେଠାରେ ଥିବା ମାଓ କ୍ୟାମ୍ପ ସମ୍ପୁର୍ଣ୍ଣ ଧ୍ଵଂସ ହୋଇଯାଇଥିବା ସୂଚନା ମିଳିଛି ।
ଛତିଶଗଡ କାଙ୍କେର ଜିଲ୍ଲା…