Latest Odisha News

BREAKING NEWS

ସକାଳୁ ସକାଳୁ କଲବଲ କଲା ତାତି; ସାଢେ ୧୧ଟା ସୁଦ୍ଧା ରାଜଧାନୀ ତାପମାତ୍ର ୩୯ ଟପିଲା

ଭୁବନେଶ୍ୱର: ତାତିରୁ ନିସ୍ତାର ନାହିଁ । ସକାଳୁ ସକାଳୁ ଖରା ଆଉ ତାତି  ସାଙ୍ଗକୁ ଝାଞ୍ଜି ଅସ୍ତବ୍ୟସ୍ତ କରି ଦେଉଛି ଜୀବନ । ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ସକାଳ ସାଢେ ୮ଟା ସୁଦ୍ଧା  ୩୨.୮ ଡିଗ୍ରୀ ଛୁଇଁଥିଲା । ଦିନ ଯେତେ ବଢୁଥିଲା, ପାରଦ ସେତେ ଉପରକୁ  ଉଠୁଥିଲା । ପୂର୍ବାହ୍ନ ସାଢେ…

ଖେଳ ହେଲା କାଳ; କାର ଭିତରେ ପଶି ଡୋର ଲକ କରିଦେଲା ୩ ବର୍ଷର ଶିଶୁ, ଆଉ ତା’ ପରେ..

ବରେଲି: ବାପା-ମା’ଙ୍କର ସାମାନ୍ୟ ଭୁଲ କେତେ ବଡ ବିପର୍ଯ୍ୟୟ ଆଣି ନ ଦେଲା ! ଜୀବନଠୁ ଅଧିକ ଭଲ ପାଉଥିବା କୁନି ଝିଅକୁ ପାଦେ ପାଦେ ଜଗିଥିଲେ । ଆଖିରୁ ଗୋଟିଏ ମୁହୂର୍ତ୍ତ ବି ଛାଡିବାକୁ ଦେଉ ନ ଥିଲେ । ହେଲେ କେମିତି ଏତେ ବଡ ଭୁଲ ହୋଇଗଲା  ଯେ ଚାଲିଗଲ ଝିଅର ଜୀବନ ! ସାମାନ୍ୟ ଅନ୍ୟମନସ୍କତାର…

ପୁଣି ୬ ହଜାର କର୍ମଚାରୀ ଛଟେଇ କଲା ମେଟା

ନୂଆଦିଲ୍ଲୀ: ପୁଣି ୬ ହଜାର କର୍ମଚାରୀ ଛଟେଇ କଲା ଫେସ୍‌ବୁକ ପ୍ୟାରେଣ୍ଟ କମ୍ପାନୀ ମେଟା। ବିଶ୍ୱସ୍ତରରେ ୬ ହଜାର କର୍ମଚାରୀଙ୍କୁ ଛଟେଇ କରାଯାଇଛି। ମାର୍ଚ୍ଚ ମାସରେ କମ୍ପାନୀ ୧୦ ହଜାର ଛଟେଇ କରିବ ବୋଲି ଘୋଷଣା କରିଥିଲା। କାଲି ଠାରୁ ଛଟେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଛଟେଇ ପରେ ପୀଡ଼ିତ…

ନୂଆ ସଂସଦ ଭବନ ଉଦ୍‌ଘାଟନକୁ ଆସିବେ ଏହି ୧୫ ଦଳ, କାଲି ବୟକଟ କରିଥିଲେ ୧୯

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦ୍‌ଘାଟନକୁ ନେଇ ରାଜନୀତି ଜୋର୍  ଧରିଥିବା ବେଳେ ୧୯ ବିରୋଧୀ ଦଳ ଏହାକୁ ବୟକଟ୍ କରିଛନ୍ତି। ସେହିପରି ୧୫ଟି ଦଳ ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବେ ବୋଲି ସୂଚନା ମିଳିଛି। ଯୋଗ ଦେବାକୁ ଆସୁଥିବା ଏହି ୧୫ ଦଳ ମଧ୍ୟରେ ଅଧିକାଂଶ ବିଜେପି ସହଯୋଗୀ ଦଳ ହୋଇଥିବା ବେଳେ କିଛି…

ସାମାନ୍ୟ ବଚସାରୁ ପତ୍ନୀଙ୍କୁ ହତ୍ୟା କରିବା ପରେ କଟା ମୁଣ୍ଡ ଧରି ଘରକୁ ଫେରିଲା ସ୍ୱାମୀ

ପାରଳାଖେମୁଣ୍ଡି:କ୍ରୋଧ ମଣିଷକୁ କେତେ ବର୍ବର କରି ଦେଇପାରେ ! ମଣିଷକୁ ରାକ୍ଷସ କରିଦିଏ ଏ କ୍ରୋଧ । କ୍ରୋଧାଗ୍ନିରେ ଜଳିଯାଏ ମଣିଷପଣିଆ, ସହୃଦୟତା, ଭଲପାଇବା । କ୍ରୋଧ ନିଆଁରେ ଜଣେ ସ୍ୱାମୀ ଏମିତି ପାଲଟିଗଲା ରାକ୍ଷସ । ଘର ସଂସାର ଗଢିବ ବୋଲି ଯାହାର ହାତଧରି ଘରକୁ ଆଣିଥିଲା ସାମାନ୍ୟ…

ଆମ୍ବ ଗୋଟାଉଥିବା ବେଳେ ମହିଳାଙ୍କୁ ଦଳିଦେଲା ଦନ୍ତା

କେନ୍ଦୁଝର : ଥମୁନି ହାତୀ ଉପଦ୍ରବ । ତୋଲକୋଇ ବନାଞ୍ଚଳରେ ମାତିଛନ୍ତି ହାତୀ । ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲା ତୋଲକୋଇ ବନାଞ୍ଚଳରେ ହାତୀ ଆକ୍ରମଣରେ ଆଜି ପୁଣି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଗତକାଲି ରାତିରେ ଝଡ଼ ତୋଫାନ…

ଜେଲ୍‌ରେ ଚେତାଶୂନ୍ୟ ହୋଇ ପଡ଼ିଯିବା ପରେ ସତ୍ୟୈନ୍ଦ୍ର ଜୈନ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟୈନ୍ଦ୍ର ଜୈନଙ୍କ ସ୍ୱାସ୍ଥ୍ୟାବସ୍ଥା ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି। ଗୁରୁବାର ସେ ହଠାତ୍ ଚେତାଶୂନ୍ୟ ହୋଇଯିବାରୁ ତାଙ୍କୁ ଦିଲ୍ଲୀ ଦୀନ ଦୟାଲ ଉପାଧ୍ୟୟା ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ଗୁରତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ପ୍ରଖ୍ୟାତ ଉର୍ଦ୍ଦୁ କବି ମୁନୱର ରାଣା

ଲକ୍ଷ୍ନୌ: ପ୍ରଖ୍ୟାତ ଉର୍ଦ୍ଦୁ କବି ତଥା ଲେଖକ ମୁନୱର ରାଣା(୭୦)ଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗଡ଼ିବାରୁ ତାଙ୍କୁ ଲକ୍ଷ୍ନୌର ଅପୋଲୋ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଗୁରୁବାର ଭୋର ସମୟରେ ହଟାତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଥିଲା। ଏହାପରେ ତାଙ୍କୁ ତୁରନ୍ତ ଅପୋଲୋ…

ଭିମ୍‌ସାର୍‌ରେ ପୁଣି ଜୁନିଅର ଛାତ୍ରଙ୍କୁ ରାଗିଂ; ଅଶ୍ରାବ୍ୟ ଭାଷାରେ ଗାଳି ସହ ଦେଲେ ମାନସିକ ନିର୍ଯାତନା

ବୁର୍ଲା:  ଯେତେ କଡ଼ା ନିୟମ ଓ ତାଗିଦ୍ କଲେ ବି ଭିମ୍‌ସାର୍‌ରେ(ବୀର ସୁରେନ୍ଦ୍ର ସାଏ  ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ) ରାଗିଂ ଥମୁନି। ଏବେ ପୁଣି ଏକ ରାଗିଂ ଅଭିଯୋଗ ସାମ୍ନାକୁ ଆସିଛି। ଦୁଇ ଜଣ ବରିଷ୍ଠ ଛାତ୍ରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପ୍ରଥମ ବର୍ଷର…

ମାଛ ଧରୁଥିବା ବେଳେ ଡଙ୍ଗା ବୁଡି ଜଣେ ନିଖୋଜ; ୨ ଉଦ୍ଧାର

ମାଲକାନଗିରି : ସ୍ୱାଭିମାନ ଅଞ୍ଚଳ ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ମାଛ ଧରୁଥିବା ବେଳେ ବୁଡ଼ିଗଲା ଡଙ୍ଗା । ଡଙ୍ଗା ବୁଡି ୩ ଜଣ ନିଖୋଜ । ୩ ଜଣ ସିଙ୍ଗାରାମ ନିକଟରେ ଜଳଭଣ୍ଡାର ମଧ୍ୟରେ ଡଙ୍ଗାରେ ମାଛ ଧରୁଥିଲେ । ମାଛ ଧରୁଥିବା ବେଳେ ହଠାତ୍‌ ବର୍ଷା, ପବନ ମାଡ଼ି ଆସିବାରୁ ଡଙ୍ଗାଟି ଭାରସାମ୍ୟ…