ଅଧିକ ପରିମାଣରେ ପିଉଛନ୍ତି କି ନଡିଆ ପାଣି , ହୋଇପାରେ ଏସବୁ ସମସ୍ୟା…
ନୂଆଦିଲ୍ଲୀ : ସାଧାରଣତଃ ନଡ଼ିଆ ପାଣି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହାକୁ ପିଇବା ଦ୍ୱାରା ଆମ ସ୍ୱାସ୍ଥ୍ୟକୁ ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ମିଳିଥାଏ । ନଡ଼ିଆ ପାଣିରେ କାର୍ବୋହାଇଡ୍ରେଟ୍ ଏବଂ ପୋଟାସିୟମ୍, ସୋଡିୟମ୍ ଏବଂ ମ୍ୟାଗ୍ନେସିୟମ୍ ପରି…