ଅଭୁଲା ଗୀତ : ରାଧିକା ମୋହନ
ଗାୟନ : ସନ୍ଧ୍ୟା ମୁଖାର୍ଜୀ
ସଙ୍ଗୀତ : ଶ୍ରୀକୁମାର
ଗୀତ : ପାର୍ଥସାରଥୀ ମହାପାତ୍ର
ଚଳଚ୍ଚିତ୍ର : ପରିଣାମ, ୧୯୬୦
ରାଧିକା ମୋହନ
ରାଧିକା ମୋହନ ଏବେ
ପଦ ତଳେ ନିଅ ଡାକି
ଆଉ କେତେ କନ୍ଦାଇବ
ନୟନ ଗଲାଣି ଶୁଖି
ରାଧିକା ମୋହନ ଏବେ
ପଦ ତଳେ ନିଅ ଡାକି…