Latest Odisha News

BREAKING NEWS

ହୁତ ହୁତ ଜଳୁଥିଲା ପାଇପ ଗୋଦାମ; ସମଗ୍ର ଅଞ୍ଚଳ ଧୂଆଁମୟ

ସମ୍ବଲପୁର: ସମ୍ବଲପୁରରେ ଭୟାଙ୍କର ଅଗ୍ନିକାଣ୍ଡ । ଜଳୁଛି ପ୍ଲାଷ୍ଟିକ ଗୋଦମ । ବିପୁଳ ମାତ୍ରରେ ଥିବା ପିଭିସି ପାଇପ  ହୁତୁହୁତୁ ହୋଇ ଜଳିଛି । ସମ୍ବଲପୁର ଜିଲ୍ଲା ଗୁଣ୍ଡେରପୁରରେ ଥିବା ପାଇପ ଗୋଦାମ ସୋମବାର ସକାଳ ୯ଟା ୩୦ରେ ହଠାତ୍  ଲାଗି ଯାଇଛି ନିଆଁ  ।  ଚାହୁଁ ଚାହୁଁ ଏହି ନିଆଁ ପୂରା…

ରକ୍ତାକ୍ତ ଶରୀରରେ କାନ୍ସ ରେଡ କାର୍ପେଟରେ କାହିଁକି ଚାଲିଲେ ଯୁବତୀ

ନୂଆଦିଲ୍ଲୀ: ଆଜିକାଲି କାନ୍ସ ଫେଷ୍ଟିଭାଲକୁ ନେଇ ଚାରିଆଡେ ଚର୍ଚ୍ଚା । ମେ’ ୧୬ ତାରିଖରୁ ଫ୍ରାନ୍ସର ଫ୍ରେଞ୍ଚ ରିବେରାରେ ଆରମ୍ଭ ହୋଇଛି ଏଇ ଏହି ଅନ୍ତର୍ଜାତୀୟ ଉତ୍ସବ  । ସାରା ବିଶ୍ୱରୁ ଆସିଥିବା ଲୋକ କାନ୍ସ ମଞ୍ଚରେ ଦେଖାଉଛନ୍ତି ନିଜ ନିଜର ଫ୍ୟାଶନ  ଜଲୱା  । ତେବେ ହଠାତ ଏହି ମଞ୍ଚକୁ…

ଆଇପିଏଲ ପ୍ଲେଅଫ ଲାଇନ ଅଫ ଚୂଡାନ୍ତ

କୋଲକାତା: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗର ପ୍ଲେ ଅଫ ଲାଇନ ଅପ ଚୂଡାନ୍ତ ହୋଇଯାଇଛି । ଗୁଜରାଟ ଟାଇଟନ୍ସ, ଚେନ୍ନାଇ ସୁପର କିଙ୍ଗସ, ଲକ୍ଷ୍ନୌ ସୁପର ଜ୍ୟାଂଟସ ଓ ମୁମ୍ବାଇ ଇଣ୍ଡିଆନ୍ସ ୪ଟି ଦଳ ଭାବେ ପ୍ଲେ ଅଫରେ ପ୍ରବେଶ କରିଛନ୍ତି । ମେ ୨୩ରେ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ…

ଆଜି ଗଡ଼ିବନି ପୁରୀ –ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର: ଆଜି ଗଡିବନି ପୁରୀ –ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ । ଯାନ୍ତ୍ରିକ ତ୍ରୁଟି ଯୋଗୁ  ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସକୁ ସୋମବାର ବାତିଲ କରାଯାଇଛି । ଗତକାଲି କାଳବୈଶାଖୀ ବର୍ଷା ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ୍ ଅଧା ବାଟରେ ଅଟକି ରହିଥିଲା । ଯାଜପୁର ଜିଲ୍ଲା ବୈତରଣୀ ରୋଡ୍…

ତିନି ନୂଆ କ୍ୟାବିନେଟ ମନ୍ତ୍ରୀଙ୍କୁ ମିଳିଲା ବିଭାଗ

ଭୁବନେଶ୍ୱର: ଶପଥ ନେବାର କିଛି ଘଣ୍ଟା ପରେ ନୂଆ ମନ୍ତ୍ରୀଙ୍କୁ ମିଳିଲା ବିଭାଗ  । ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ  ବିଭାଗ ଦାୟିତ୍ବ ।  ସୁଦାମ ମାର୍ଣ୍ଡି ହେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ  ଏବଂ ଶାରଦା ନାୟକଙ୍କୁ ମିଳିଲା ଶ୍ରମ ବିଭାଗ ଦାୟିତ୍ୱ । ଆଜି  ସକାଳ ୯ଟା ୫୦ରେ ତିନି ନୂଆ…

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପପୁଆ ନ୍ୟୁଗିନି ଓ ଫିଜିରେ ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଦେଶର ସର୍ବୋଚ୍ଚ ସମ୍ମାନ। ପପୁଆ ନ୍ୟୁଗିନି ଓ ଫିଜି ନିଜ ଦେଶର ସର୍ବୋଚ୍ଚ ସମ୍ମାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମ୍ମାନିତ କରିଛନ୍ତି। ଫିଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ “କମ୍ପାନିୟନ ଅଫ୍‌ ଦ ଅର୍ଡର ଅଫ୍ ଫିଜି” ସମ୍ମାନରେ ସମ୍ମାନିତ…

କୋରିଆରେ ନିର୍ମିତ ହେବ ଅଜୟ ଦେବଗାନଙ୍କ ଦୃଶ୍ୟମ ରିମେକ

ମୁମ୍ବାଇ: ଅଜୟ ଦେବଗାନ ଓ ତବୁ ଅଭିନୀତ ଦୃଶ୍ୟମ ମୁଭିଜର ରିମେକ କୋରିଆ ଭାଷାରେ ହେବ । ଦୃଶ୍ୟମର ଦ୍ୱିତୀୟ ସଂସ୍କରଣ ମଧ୍ୟ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛ । ୨୦୨୦ର ଓସ୍କାର ପୁରସ୍କାର ବିଜେତା ପାରାସାଇଟ ଫିଲ୍ମର ଅଭିନେତା ସଙ୍ଗ କଙ୍ଗ ଏଥିନେଇ ଆଗ୍ରହ ପ୍ରକାଶ କରିଛନ୍ତି । ଏହା ପ୍ରଥମ…

ୟୁପିରେ ବଡ ଦୁର୍ଘଟଣା, ଗଙ୍ଗାରେ ବୁଡିଲା ଯାତ୍ରୀବାହୀ ଡଙ୍ଗା: ୪ ମୃତ ୨୦ରୁ ଅଧିକ ନିଖୋଜ

ବାଲିଆ: ଉତ୍ତର ପ୍ରଦେଶ ବାଲିଆ ଜିଲ୍ଲାରେ ବଡ଼ ଦୁର୍ଘଟଣା ଘଟିଛି। ଗଙ୍ଗା ନଦୀରେ ଏକ ଡଙ୍ଗାବୁଡ଼ି ୨୦-୨୫ ଜଣ ନିଖୋଜ ହୋଇଯାଇଛନ୍ତି। ପାଖାପାଖି ୪୦ ଯାତ୍ରୀଙ୍କୁ ନେଇଯାଉଥିବା ଡଙ୍ଗାଟି ମଝି ନଈରେ ବୁଡ଼ିଯାଇଥିଲା। ଆଖପାଖରେ ଥିବା ଲୋକମାନଙ୍କୁ ସଂଗେ ସଂଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ।…

ଆଇପିଏଲ୍‌ରେ କ୍ରିସ୍‌ ଗେଲ୍‌କୁ ପଛରେ ପକାଇ ନମ୍ବର ୱାନ୍ ହେଲେ ବିରାଟ କୋହଲି

ମୁମ୍ବାଇ: ଗତକାଲି ଗୁଜରାଟ ଟାଇନ୍ସ ବିପକ୍ଷରେ ଶତକ ହାସଲ କରି ଆଇପିଏଲ୍‌ରେ ରେକର୍ଡ କରିଛନ୍ତି ବିରାଟ କୋହଲି। କ୍ରିସ୍‌ ଗେଲ୍‌ଙ୍କୁ ପଛରେ ପକାଇ ହେଲେ ନମ୍ବର ୱାନ୍ ବ୍ୟାଟର। ଗତ ଦୁଇ ଦିନ ହେଲା ଲାଗତର ଦୁଇଟି ଶତକ ମାରିଛନ୍ତି ବିରାଟ। ଏହା ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୬୪…

ଆଜିଠୁ ହାଇକୋର୍ଟର ଗ୍ରୀଷ୍ମକାଳୀନ ଅବକାଶ; ଚାଲିବ ଜରୁରୀ କାଳୀନ ମାମଲାର ଶୁଣାଣି

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଲା ହାଇକୋର୍ଟର ଗ୍ରୀଷ୍ମକାଳୀନ ଅବକାଶ  । ଆଜିଠୁ ଅର୍ଥାତ ମେ’ ୨୨ରୁ  ଜୁନ ୨୦ ତାରିଖ ପର୍ଯ୍ୟନ୍ତ ଛୁଟି ରହିବ ଓଡ଼ିଶା ହାଇକୋର୍ଟ ।   ତେବେ ଛୁଟି ମଧ୍ୟରେ ଜରୁରୀ ମାମଲାର ଶୁଣାଣି କରାଯିବ ।  ହାଇକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ ଜରୁରୀ କାଳୀନ ମାମଲାର ଶୁଣାଣି…