Latest Odisha News

BREAKING NEWS

ଏଥର ପୂଜାରେ ତିନି ହିରୋଇନଙ୍କ ସହ ଧମାଲ୍ ମଚାଇବେ ବାବୁସାନ୍

ଭୁବନେଶ୍ୱର: ଗୋଟିଏ ନୁହେଁ କି ଦୁଇଟି । ଏକାଥରେ ତିନି ତିନିଟା ହିରୋଇନଙ୍କ ସହ ଚକଲେଟ୍ ବୟ ବାବୁସାନ୍ ପରଦାକୁ ଆସୁଛନ୍ତି । ଚକଲେଟ୍ ବୟ ଦର୍ଶକଙ୍କ ସହ ଆଉ ଏକ ସମ୍ପର୍କ ଯୋଡିବା ଉଦ୍ଦେଶ୍ୟରେ ପରଦାରେ ନିଜର କମାଲ ଦେଖାଇବେ । ସେଥିପାଇଁ ଚଳିତବର୍ଷ ରିଲିଜ୍ ହେବାକୁ ଯାଉଛି ‘ମିଷ୍ଟର ମଜନୁ’ ।…

ଏଥର ଆକର୍ଷକ ସାଜିବ ବମିଖାଲର ‘କାଶ୍ମୀର ପ୍ରାସାଦ’

ଭୁବନେଶ୍ୱର: ଆଉ ଦିନ କେଇଟା ପରେ ଧରାବତରଣ କରିବେ ମା । ସେଥିପାଇଁ ଚଳଚଞ୍ଚଳ ସାରା ରାଜଧାନୀ । କେଉଁଠି ଲାଇଟରେ ସଜା ହେଲାଣି ତ ଆଉ କେଉଁଠି ତୋରଣ ଆକର୍ଷଣ ପାଲଟିବ । ସେଥିପାଇଁ ପୂଜା ମଣ୍ଡପ ଗୁଡ଼ିକର ପ୍ରସ୍ତୁତି ଶେଷ ହେବା ଉପରେ । ମା’ଙ୍କ ପାଇଁ ମଣ୍ଡପକୁ ଆକର୍ଷଣୀୟ କରିବା ଦୌଡ଼ରେ ଆଗରେ ଅଛି…

ମୋନାକୋରେ ଉନ୍ମୋଚିତ ହେବ ମହାତ୍ମା ଗାନ୍ଧୀଙ୍କ ଡ଼ାକ ଟିକଟ

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ଜୟନ୍ତ୍ରୀ ଅବସରରେ ୟୁରୋପର ଏକ କ୍ଷଦ୍ରତମ ଦେଶ ମୋନାକୋରେ ଡ଼ାକ ଟିକଟ ଅକ୍ଟୋବର ୨ ତାରିଖରେ ଉନ୍ମୋଚିତ ହେବାକୁ ଯାଉଛି । ଗଣମାଧ୍ୟମର ସୂଚନାନୁଯାୟୀ, ଅକ୍ଟୋବର ୨ ତାରିଖରୁ ୪୦,୦୦୦ ଷ୍ଟାମ୍ପ ୨.୧୦ ୟୁରୋରେ ବିକ୍ରି ହେବ ବୋଲି ସୂଚନା…

ଦୁଇମାସରେ ସର୍ବାଧିକ କମିଲା ସୁନାଦର; ଜାଣନ୍ତୁ କେତେ ରହିଛି ଆଜିର ବଜାର ମୂଲ୍ୟ

ନୂଆଦିଲ୍ଲୀ: ଲଗାଦାର ସୁନାଦର ବଢ଼ି ଆକାଶଛୁଆଁ ହେବାପରେ ଧୀରେଧୀରେ ଏହାର ଚାହିଦା କମିଥିବା ପାରିଲିଖିତ ହୋଇଛି । ଯେଉଁକାରଣରୁ ବର୍ତ୍ତମାନ ସୁନାଦର କ୍ରମାଗତ ଭାବେ କମିବାରେ ଲାଗିଛି । ଆଗକୁ ଦଶହରା ପରି ଏକ ବଡ଼ ପର୍ବ ଆସୁଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ସୁନା ଦର କମିବା ଖବର…

ଦୁର୍ଗାପୂଜା ଲାଗି ଟ୍ୱିନସିଟିରେ ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ୱର: ଆଗକୁ ଦୁର୍ଗାପୂଜା ଆସୁଥିବା ବେଳେ ଟ୍ୱିନସିଟି ଭୁବନେଶ୍ୱର ଓ କଟକରେ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡକଡି କରାଯାଉଥିବା ନେଇ ପୋଲିସ ଡିଜି ସୁଧାଂଶୁ ଷଡଙ୍ଗି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି । ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ଏହି ୨ଟି ସହରରେ ୬୩…

ଯବାନଙ୍କ ଗୁଳିରେ ପ୍ରାଣ ହରାଇଲେ ୨ ଆତଙ୍କବାଦୀ

ଜାମ୍ମୁକାଶ୍ମୀରର ଗାନ୍ଦେରବଲ ଅଞ୍ଚଳରେ ଆଜି ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ମୃତ ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଛି । Jammu and…

ଆଗାମୀ ୧୨ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ସାଇକ୍ଲୋନିକ୍ ସର୍କୁଲେସନ୍ ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଓଡିଶାର ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ମଙ୍ଗଳବାର ଦିନ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବିଭାଗ ପକ୍ଷରୁ ଜାରି ବୁଲେଟିନ୍…

କାଲିଠାରୁ ପ୍ଲାଷ୍ଟିକ ବ୍ୟବହାର ସମ୍ପୂର୍ଣ୍ଣ ବ୍ୟାନ; ନମାନିଲେ ଦେବେ ମୋଟାଅଙ୍କର ଜୋରିମାନା !

ଭୁବନେଶ୍ୱର: ଆସନ୍ତାକାଲିଠାରୁ ସାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଲାଗିବ । ବିଶେଷ କରି 'ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ'ର ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ସରକାରଙ୍କ ନିୟମ ଅନୁସାରେ, ଗାନ୍ଧିଜୟନ୍ତି ଅର୍ଥାତ୍ ଆସନ୍ତାକାଲି ଠାରୁ…

ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱରରେ ବର୍ଜ୍ୟବସ୍ତୁ ଉର୍ଜା ସଂରକ୍ଷଣ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର: ସ୍ଵଛ ଭାରତ ଅଭିଯାନ ର ଏକ ଅଂଶ ଭାବେ ପୂର୍ବତଟ ରେଳପଥ ଭୁବନେଶ୍ୱର ର ମଞ୍ଚେଶ୍ୱର ସ୍ଥିତ ରେଳଡବା ମରାମତି କାରଖାନା ଠାରେ ବର୍ଜ୍ୟବସ୍ତୁ ରୁ ଉର୍ଜା ସଂରକ୍ଷଣ ପାଇଁ ଏକ ପ୍ଲାଣ୍ଟ ସ୍ଥାପନ କରିବାକୁ ଯାଉଅଛି । ଏହା ଭାରତୀୟ ରେଳବାଇରେ ପ୍ରଥମ ଓ ଦେଶରେ ତୃତୀୟ ପ୍ଲାଣ୍ଟ ହେବ ।…

ଦଲାଲ ବିରୋଧୀ ଅଭିଯାନ: ଉଚ୍ଛେଦ ହେଲା ଭୁବନେଶ୍ୱର ଆରଟିଓ-୨ ଅଫିସ୍ ନିକଟସ୍ଥ ଅସ୍ଥାୟୀ ସେଡ୍

ଭୁବନେଶ୍ୱର: ଦଲାଲରାଜ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଗତକାଲି ପରେ ଲଗାଦାର ଦ୍ଵିତୀୟ ଦିନରେ ପହଞ୍ଚିଛି ଉଚ୍ଛେଦ ପକ୍ରିୟା । ବିଏମସି ଓ ବିଡିଓର ଜଏଣ୍ଟ ଇନଫୋର୍ସମେଣ୍ଟ ସ୍କ୍ୱାଡ୍ ପକ୍ଷରୁ ମଙ୍ଗଳବାର ଦିନ ଚନ୍ଦ୍ରଶେଖରପୁର ସ୍ଥିତ ପରିବହନ କାର୍ଯ୍ୟାଳୟ(ଆରଟିଓ)-୨…