ଛତିଶଗଡ ନିର୍ବାଚନ ପୂର୍ବରୁ ରକ୍ତମୁଖା ଲାଲବାହିନୀ: ପୋଲିସ ଇନଫର୍ମର ସନ୍ଦେହରେ ୩ ଜଣଙ୍କୁ ନିର୍ମମ ହତ୍ୟା
ମାଲକାନଗିରି: ଦୀର୍ଘଦିନର ବ୍ୟବଧାନ ପରେ ପୁଣି ନିଜର ସ୍ଥିତି ଜାହିର କଲେ ଲାଲବାହିନୀ । ଛତିଶଗଡ ସୀମାନ୍ତ ବସ୍ତର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ବର୍ବରକାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ୩ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ୪ ଦିନ ପୂର୍ବରୁ ମୁର୍ଖେଣ୍ଡି ଗାଁର…