ବିରୋଧୀ ଏକତାକୁ ଝଟକା! ସିଦ୍ଦରମୈୟାଙ୍କ ଶପଥକୁ ଆସିଲେନି ମମତା, ଉଦ୍ଧବ
ବେଙ୍ଗାଲୁରୁ: କର୍ଣ୍ଣାଟକରେ ନୂଆ ସରକାରରେ ସିଦ୍ଦରମୈୟା ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଡି.କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ମୋଦୀ ବିରୋଧୀ ଦଳର ପ୍ରମୁଖ ନେତା ନୀତୀଶ କୁମାର (ଜେଡିୟୁ), ତେଜସ୍ୱୀ…