ମହେଶ୍ବର ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଲେ ପୁଅ ; କହିଲେ ଅବସ୍ଥା ସ୍ଥିର ରହିଛି , ଜଗନ୍ନାଥଙ୍କ…
ଭୁବନେଶ୍ୱର : ମହେଶ୍ବର ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏନେଇ ତାଙ୍କ ପୁଅ ସୁନୀଲ ମହାନ୍ତି ସୂଚନା ଦେଇଛନ୍ତି । ଜଗନ୍ନାଥଙ୍କ ଆଶୀର୍ବାଦରୁ ଖୁବ୍ ଶୀଘ୍ର ବାପାଙ୍କ ଦେହ ଭଲ ହୋଇଯିବ । ମହେଶ୍ବରଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ହସ୍ପିଟାଲ ପକ୍ଷରୁ ମଧ୍ୟ ବୁଲେଟିନ୍ ଜାରି ହୋଇଛି…