Latest Odisha News

BREAKING NEWS

ମହଙ୍ଗା ପଡିଲା ଚଢା ଦରରେ ମଦ ବିକ୍ରି: ଦୋକାନୀଙ୍କୁ ୨୦ ଲକ୍ଷର ଫାଇନ୍

ବାରଙ୍ଗ: ମହଙ୍ଗା ପଡିଲା ଚଢା ଦରରେ ମଦ ବିକ୍ରି । ଏବେ ଗ୍ରାହକଙ୍କ ପାଇଁ ତଣ୍ତ ଗଣିବେ ମଦ ଦୋକାନୀ । ୧୦ଟଙ୍କା ବଢେଇକି ନେଉଥିଲେ ଏବେ ୨୦ଲକ୍ଷ ଫାଇନ୍ ଦେବେ । ଏଭଳି ଏକ ଘଟଣା ଘଟିଛି ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ନିକଟସ୍ତ ରାମଦାସପୁରରେ ଥିବା ଏକ ମଦ କାଉଣ୍ଟରରେ। ସୂଚନା ଅନୁସାରେ,…

୫୮ ବର୍ଷରେ କିଙ୍ଗଖାନ୍ : ଅଧରାତିରେ ଛାତ ଉପରକୁ ଆସି ଫ୍ୟାନ୍ସଙ୍କୁ ଜଣାଇଲେ ଅଭିବାଦନ

ମୁମ୍ବାଇ : ଆଜି ବଲିଉଡର କିଙ୍ଗଖାନ୍ ଶାହରୁଖ ଖାନଙ୍କ ଜନ୍ମଦିନ । ୫୮ ବର୍ଷ ବୟସରେ ପାଦ ଥାପିଛନ୍ତି  ବାଦଶାହ । ୧୯୬୫ ମସିହା ଆଜିର ଦିନରେ ଦିଲ୍ଲୀର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଶାହରୁଖ୍ । ଜୀବନରେ ଅନେକ ସଂଘର୍ଷର ପାହାଡ ଅତିକ୍ରମ କରି ସେ ଆଜି ସଫଳତାର ଶୀର୍ଘରେ…

ଆଜି ଇଡିରେ ହାଜର ହେବେନି ମୁଖ୍ୟମନ୍ତ୍ରୀ କେଜରିୱାଲ; ମଧ୍ୟପ୍ରଦେଶରେ କରିବେ ରୋଡ ଶୋ

ନୂଆଦିଲ୍ଲୀ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେନି । ମିଳିଥିବା ସୂଚନା ଅନୁସାରେ କେଜ୍ରିୱାଲ ଆଜି କିଛି ସମୟ ମଧ୍ୟରେ ମଧ୍ୟପ୍ରଦେଶ ସିଙ୍ଗରୋଲୀ ଗସ୍ତରେ ବାହାରିବେ । ସେଠାରେ ଏକ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ଭାଗ…

ଆପ୍ ମନ୍ତ୍ରୀ ରାଜକୁମାର ଆନନ୍ଦଙ୍କ ଘରେ ଇଡି ରେଡ୍ : ଘର ସମେତ ମୋଟ୍ ୯ଟି ସ୍ଥାନରେ ଚଢାଉ

ନୂଆଦିଲ୍ଲୀ : ଆଉ ଜଣେ ଦିଲ୍ଲୀ ମନ୍ତ୍ରୀଙ୍କ ଘରେ ରେଡ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ସକାଳୁ ଆପ୍ ମନ୍ତ୍ରୀ ରାଜକୁମାର ଆନନ୍ଦଙ୍କ ଘରେ ଇଡି ରେଡ୍ କରିଛି । ଆନନ୍ଦଙ୍କ ଘର ସମେତ ମୋଟ୍ ୯ଟି ସ୍ଥାନରେ ଚଢାଉ ହୋଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଇଡିରେ ହାଜର…

ଇଡିରେ ହାଜର ପୂର୍ବରୁ ‘ନୋଟିସ୍’ ରାଜନୈତିକ ପ୍ରଣୋଦିତ କହିଲେ ଅରବିନ୍ଦ କେଜ୍ରିଓ୍ବାଲ୍

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜି ଇଡିରେ ହାଜର ହେବା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ତାଙ୍କୁ ଇଡି ଦ୍ୱାରା ହୋଇଥିବା ନୋଟିସ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଆଜି ଏହି ମାମଲାରେ  ତାଙ୍କୁ ପଚରାଉଚରା କରାଯିବା ସହ ତାଙ୍କର ବୟାନ ରେକର୍ଡ…

ଥରିଲା ଇଣ୍ଡୋନେସିଆ : ତିମୋର ଦ୍ବୀପରେ ୬.୧ ତୀବ୍ରତାର ଭୂକମ୍ପ ଝଟକା, କେହି ମୃତାହତ ହୋଇନଥିବା ସୂଚନା

ଜାକର୍ତା: ଆଜି ଇଣ୍ଡୋନେସିଆର ତିମୋର ଦ୍ବୀପରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି  । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୬.୧ ରେକର୍ଡ ହୋଇଛି  । ଭୂକମ୍ପ ଅନୁଭୂତ ହେବା ମାତ୍ରେ ଭୟରେ ଲୋକମାନେ ଘରୁ ବାହାରି ଆସିଥିଲେ । ଏହି ଭୂମିକମ୍ପ ଯୋଗୁଁ କେହି ମୃତାହତ ହୋଇନଥିବା ସୂଚନା ମିଳିଛି…

ଭାଷା ଭାଗବତ : ଦିଶୁନାହାଂତି ଚିହ୍ନାମୁହଁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଯେଉଁ ଦ୍ବାରରେ କରାଘାତ କରି ବଥାଏ ମୋର ହାତ ସେଠାରୁ ଆସେଁ ଶୀଘ୍ର ଫେରି ନୁହେଁ ସେଠାରେ ଦରକାରୀ ପୁଣି ପହଂଚି ଅନ୍ୟ ଠାବେ ଠିଆ ହୋଇ, ଟିକିଏ ଭାବେଁ 'ଅଛ କି ? ' ବୋଲି ଛାଡ଼େଁ ଡାକ ଉତ୍ତର ଦିଅଂତିନି ଲୋକ ସହର ସାରା ବୁଲି ବୁଲି…

ପିଆଜ ହେଉଛି ଓୗଷଧିୟ ଗୁଣର ଖଣି: କେବଳ ରୋଷେଇରେ ନୁହେଁ , ଏଥିରେ ରହିଛି ଅନେକ ସ୍ବାସ୍ଥ୍ୟଗତ ଫାଇଦା

ନୂଆଦିଲ୍ଲୀ : ସାଧାରଣତଃ ପିଆଜ ହେଉଛି ଆମର ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ  । ଯାହାକି ସମସ୍ତଙ୍କ ରୋଷେଇ ଘରେ ଉପଲବ୍ଧ ରହିଥାଏ  । ବର୍ତ୍ତମାନ ପିଆଜ ଦର ଆକାଶ ଛୁଆଁ ହୋଇବା ସତ୍ତ୍ବେ ବି ଲୋକ ପିଆଜ କିଣିବାକୁ ବାଧ୍ୟ ହେଉଛନ୍ତି  । କାରଣ ଆପଣ ଯେକୌଣସି ବି ତରକାରୀ ପ୍ରସ୍ତୁତ କରନ୍ତୁ ,…

ଅମରେଶ ବିଶ୍ୱାଳ ପାଇବେ ‘ପ୍ରଫେସର ଭୁବନେଶ୍ୱର ବେହେରା ସାହିତ୍ୟ ସମ୍ମାନ’

ଭୁବନେଶ୍ୱର : ମହାବୀର ସାଂସ୍କୃତିକ ଅନୁଷ୍ଠାନ, ଭବାନୀପାଟଣା ଦ୍ୱାରା ପ୍ରଦାନ କରାଯାଉଥିବା ରାଜ୍ୟସ୍ତରୀୟ ଭୁବନେଶ୍ୱର ବେହେରା ସମ୍ମାନ ପାଇବା ପାଇଁ ଲେଖକ ଅମରେଶ ବିଶ୍ୱାଳ ମନୋନୀତ ହୋଇଛନ୍ତି। ଆଗାମୀ ୧୪ ତାରିଖରେ ମହାବୀର ଅନୁଷ୍ଠାନ ତରଫରୁ ଭବାନୀପାଟଣାରେ ଅନୁଷ୍ଠିତ ଦେବାକୁ ଥିବା…

କେନ୍ଦୁଝର ମଣ୍ଡୁଆ ବ୍ରିଜ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା : ଦୁଇ ମୃତ ,ଜଣେ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ମଣ୍ଡୁଆ ବ୍ରିଜ୍ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା  ।  ଏକ ବୁଲେଟ୍ ଏବଂ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହୋଇଛି  । ଫଳରେ ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମୃତକ ମାନେ ଘଟଗାଁର  ଜେ୍ୟାତିରଞ୍ଜନ…