Latest Odisha News

BREAKING NEWS

ଆଜି ବିଶ୍ଵ ଅଣ୍ଡା ଦିବସ,ଏକ ସୁସ୍ଥ ଭବିଷ୍ୟତ ପାଇଁ ଅଣ୍ଡା

ଭୁବନେଶ୍ଵର: ଅଣ୍ଡା ମଣିଷ ଜୀବନରେ କେତେ ଦରକାରୀ, ତାକୁ ବୁଝାଇବା ପାଇଁ ପ୍ରତିବର୍ଷ ଅକ୍ଟୋବର ମାସର ଦ୍ୱିତୀୟ ଶୁକ୍ରବାରକୁ ବିଶ୍ୱ ଅଣ୍ଡା ଦିବସ ରୂପେ ପାଳନ କରାଯାଏ । ୧୯୯୬ ମସିହାରେ ରେ ଆନ୍ତର୍ଜାତୀୟ ଅଣ୍ଡା ଆୟୋଗର ଭିଏନା ସମ୍ମିଳନୀରେ ଏହି ଦିନକୁ ପ୍ରଥମ ଥର ପାଇଁ ପାଳନ କରାଯାଇଥିଲା ।…

ପୂର୍ବତନ ଡିଜିଙ୍କୁ ଛାଡିଲେନି ଲୁଟେରା: ଘରେ ପଶି ଲୁଟିନେଲେ ଟଙ୍କା ଓ ଅନ୍ୟ ଆସବାବପତ୍ର

ଭୁବନେଶ୍ୱର:ଲୁଟେରାଙ୍କ କବଜାରେ ରାଜଧାନୀ । ଲୁଟେରାଙ୍କୁ କବଳରୁ ଏଠି କେହି ବି ବାଦ ପଡୁନାହାନ୍ତି । ଏପରିକି ପୋଲିସ ଅଫିସର ବି ନୁହେଁ । ପୋଲିସକୁ ଚକମା ଦେଇ ପୋଲିସଙ୍କ ଘରୁ  ଲୁଟ !  CRPFର ପୂର୍ବତନ ଡିଜି ବ୍ରଜ ବିହାରୀ ମିଶ୍ରଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୁରୁଣା…

ଲାଞ୍ଚୁଆ ଡାକ୍ତରଙ୍କୁ ବାନ୍ଧିଲା ପୋଲିସ; ବିଛଣା ତଳୁ ଓ ଗାଧୁଆଘରୁ ଜବତ କଲା ପୁଳା ପୁଳା ଟଙ୍କା

ପାରାଦୀପ: ଡାକ୍ତରଙ୍କ ଘରୁ ବାହାରିଲା ପୁଳା ପୁଳା ଟଙ୍କା । ସିବିଆଇ ଦେଖି ଟେରା । ବିଛଣା ତଳେ, ଗାଧୁଆଘର ଭିତରେ ଥିଲା ବିଡା ବିଡା  ଟଙ୍କା ସହ ଡଲାର । ଏଥିସହିତ ଦାମୀ ବିଦେଶୀ ମଦ, ବିଦେଶୀ ସିଗାରେଟ…ଏମିତି କେତେ କ’ଣ  । ପାରାଦୀପ ବନ୍ଦର  ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ ଡାକ୍ତର ରାଜେନ୍ଦ୍ର…

ସାମ୍ନାକୁ ଆସିଲା ପ୍ରଭାସ-ଅନୁଷ୍କାଙ୍କ ସୁନ୍ଦର ଫଟୋ, ବିବାହ ଠାରୁ ପିତା-ମାତା ହେବା ପର୍ଯ୍ୟନ୍ତ ସମସ୍ତ ଫଟୋ ଭାଇରାଲ

ମୁମ୍ବାଇ: ସୁପରହିଟ ସିନେମା ‘ବାହୁବଳୀ’ର ଅଭିନେତା ଓ ଅଭିନେତ୍ରୀ ପ୍ରଭାସ ଓ ଅନୁଷ୍କା ସେଟ୍ଟୀଙ୍କ ଯୋଡ଼ି ପ୍ରାୟ ସମସ୍ତଙ୍କର ପସନ୍ଦ । ଦିନେ ଏହି ଯୋଡିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଏହି ଯୋଡିଙ୍କ ଫ୍ୟାନ୍ସମାନେ ମଧ୍ୟ ପ୍ରଭାସ ଓ ଅନୁଷ୍କା ବିବାହ କରନ୍ତୁ…

ଆସନ୍ତାକାଲି ବର୍ଷର ଶେଷ ସୂର୍ଯ୍ୟପରାଗ: କେତେବେଳେ ଲାଗିବ ଓ କେତେବେଳେ ଛାଡିବ ? ଜାଣନ୍ତୁ ପୂରା ବିବରଣୀ

ନୂଆଦିଲ୍ଲୀ:ଆସନ୍ତାକାଲି ସୂର୍ଯ୍ୟପରାଗ । ୨୦୨୩ ଅକ୍ଟୋବର ୧୪ ତାରିଖ ସୂର୍ଯ୍ୟପରାଗ । ବର୍ଷର ଶେଷ ସୂର୍ଯ୍ୟପରାଗ । ଏଥିସହିତ ଆସନ୍ତାକାଲି ମହାଳୟା ଅମାବାସ୍ୟା  । ତେଣୁ ସୂର୍ଯ୍ୟପରାଗ କେବେ ହେବ ଓ ହାଣ୍ଡିଛାଡ କେବେ ହେବ ଓ ଶ୍ରାଦ୍ଧ ଓ ତର୍ପଣ କେବେ ହେବ ଜାଣନ୍ତୁ । ଆସନ୍ତା କାଲି ଭାରତୀୟ…

ଡଙ୍କିର ରିଲିଜ ଘୁଂଚିପାରେ, ସାଲାର ପ୍ରତି ଦର୍ଶକଙ୍କ ଉତ୍କଣ୍ଠା ବଢ଼ୁଛି

ମୁମ୍ବାଇ: ଚଳିତ ବର୍ଷ ଖ୍ରୀଷ୍ଟମାସରେ ଶାହାରୁଖ ଖାଁଙ୍କ ଡଙ୍କି ଓ ପ୍ରଭାସଙ୍କ ସାଲାର ମଧ୍ୟରେ ବକ୍ସ ଅଫିସ ମୁକାବିଲା ହେବ ବୋଲି ସ୍ଥିର ହୋଇଛି । ନବଭାରତ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ ଡଙ୍କି ଏବେ ଏହି ମୁକାବିଲାରୁ ଓହରିଯିବା ପାଇଁ ନିଷ୍ପତି ନେଇଛି । ରାଜକୁମାର ହୀରାନୀ ଓ…

ନଭେମ୍ବର ୫ରୁ ଝାରସୁଗୁଡା ବିମାନ ବନ୍ଦରରୁ କୋଲକାତା ଓ ବାଙ୍ଗାଲୁରୁକୁ ଉଡ଼ିବ ଇଣ୍ଡିଗୋ

ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଉଡିବ ଇଣ୍ଡିଗୋ । ଦୈନିକ ଝାରସୁଗୁଡାରୁ କୋଲକାତା ଓ ବେଙ୍ଗାଲୁରୁକୁ ଉଡ଼ିବ ବିମାନ । ନଭେମ୍ବର ୫ ତାରିଖରୁ  କୋଲକାତା ଓ ନଭେମ୍ବର ୧୫ ତାରିଖରୁ ବାଙ୍ଗାଲୁରୁକୁ ଉଡିବ ଇଣ୍ଡିଗୋ ।  ଝାରସୁଗୁଡା ଏୟାରପୋର୍ଟ ଅଥରିଟି ବିମାନ…

ମହାପ୍ରଭୁଙ୍କୁ ନେଇ ଚାଲିଛି ବେପାର, ଶାଢୀରେ ଅଙ୍କାଯାଉଛି ଶ୍ରୀବିଗ୍ରହଙ୍କ ଚିତ୍ର

ଭୁବନେଶ୍ଵର: ପୁଣି ଜଗନ୍ନାଥ ସଂସ୍କୃତିକୁ ଅପମାନ । ବ୍ୟବସାୟ ବୃଦ୍ଧି ଆଳରେ ମହାପ୍ରଭୁଙ୍କୁ ନେଇ ଚାଲିଛି ବେପାର । ଶାଢୀରେ ଶ୍ରୀବିଗ୍ରହଙ୍କ ଚିତ୍ର ସହ ରଥଯାତ୍ରାର ଦୃଶ୍ୟକୁ ଦିଆଯାଇଛି ସ୍ଥାନ । ଯାହାକୁ ନେଇ ଉପୁଜିଛି ବିବାଦ । ଅନ୍ୟପଟେ ଜଗନ୍ନାଥ ସଂସ୍କୃତିକୁ ଅସମ୍ମାନ କରାଯାଇଥିବା ଅଭିଯୋଗ…

ଶ୍ରୀଜିଉଙ୍କ ଦର୍ଶନ କଲେ ଅଭିନେତା କିରଣ କୁମାର, ଭଗବାନଙ୍କ ନିକଟରେ ଆମେ ସାଧାରଣ ମନୁଷ୍ୟ ବୋଲି କହିଲେ କିରଣ

ପୁରୀ: ଓଡିଶା ଗସ୍ତରେ ଆସିଛନ୍ତି ବଲିଉଡ ଅଭିନେତା କିରଣ କୁମାର । ଗତକାଲି ରାତିରେ ପୁରୀ ଗସ୍ତରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି ଅଭିନେତା କିରଣ । ପ୍ରଥମେ ପତିତପାବନ ଓ ପରେ ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥିଲେ…

ପ୍ରକୃତ ବନ୍ଧୁ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ଯିଏ କି କିଛି ନବୁଝି ନଶୁଝି ଆପଣଙ୍କର ଯେ କୌଣସି ପରିସ୍ଥିତିରେ ସାଥିରେ ରହିଥାଏ ସେ ବନ୍ଧୁ ପଦବାଚ୍ୟ । ପ୍ରକୃତ ବନ୍ଧୁ କେବେ ବି ଭଲ ମନ୍ଦ ବିଚାର କରେନାହିଁ । ଯେ ମିତ୍ରର ସୁବିଧା ଅସୁବିଧାରେ ପ୍ରଥମେ ଆସି ଉପସ୍ଥିତ ହୁଏ ସେ…