ଡିସେମ୍ବର ୬ରେ ‘ଇଣ୍ଡିଆ’ ମେଣ୍ଟ ବୈଠକ ଡାକିଲା କଂଗ୍ରେସ
ନୂଆଦିଲ୍ଲୀ: ଏପଟେ ୪ ରାଜ୍ୟର ଫଳାଫଳ ସାମ୍ନାକୁ ଆସିବା ପରେ ହତାଶ ହୋଇଛି କଂଗ୍ରେସ । ଯଦିଓ ସମ୍ପୂର୍ଣ ଚିତ୍ର ଏ ଯାଏ ସ୍ପଷ୍ଟ ହୋଇନାହିଁ ତଥାପି ତେଲେଙ୍ଗାନାକୁ ଛାଡିଦେଲେ ଅନ୍ୟ ସବୁଠାରେ ପଛରେ ପଡିଛି କଂଗ୍ରେସ । ଏପରି ସ୍ଥିତିରେ ଡିସେମ୍ବର ୬ ତାରିଖରେ ବିପକ୍ଷ ମେଣ୍ଟ ‘ଇଣ୍ଡିଆ’ର ବୈଠକ…