ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ‘ଅରବିନ୍ଦ’ ଗିରଫ
ନୂଆଦିଲ୍ଲୀ: 'ଇଣ୍ଡିଆ ଏହିଦ ନ୍ୟୁଜ୍' (India Ahead News)ର କମର୍ସିଆଲ ବା ବ୍ୟବସାୟିକ ମୁଖ୍ୟ ତଥା ପ୍ରଡକ୍ସନ କଣ୍ଚ୍ରୋଲର ଅରବିନ୍ଦ କୁମାର ସିଂହ ଗିରଫ। ସିବିଆଇ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାର ତଦନ୍ତ କରୁଥିବାବେଳେ ଗିରଫ କରିଛି। ଗୋଆ ନିର୍ବାଚନ ସମୟରେ ଆମ୍ ଆଦମୀ ପାର୍ଟି (ଆପ୍)ର…