ପର୍ଯ୍ୟାପ୍ତ ପଦକ୍ଷେପ ନଥିବାରୁ ଆକୃତିହୀନ ପଥର ସ୍ତୁପରେ ପରିଣତ ହୋଇପାରେ କୋଣାର୍କ
ଭୁବନେଶ୍ୱର: ଓଡ଼ିଶାରେ ଏକ ବିଶ୍ୱ ସୂର୍ଯ୍ୟ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ଇନଟାକ (INTACH) ଏବଂ କେପିଏଚ୍ ଟ୍ରଷ୍ଟ (KHPT)ର ମିଳିତରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତ ଦଶନ୍ଧିରେ ଉଭୟ ଇନଟାକ ଏବଂ କେଏଚପିଟି କୋଣାର୍କ ଓ ଏହାର ସଂରକ୍ଷଣ ପ୍ରସଙ୍ଗରେ ଅନେକ ବୈଠକ ଏବଂ ସେମିନାର କରାଯାଇଛି।…