ଅରବାଜଙ୍କ ସହ ବ୍ରେକ ଅପ ନେଇ ମୁହଁ ଖୋଲିଲେ ଜର୍ଜିୟା
ମୁମ୍ବାଇ: ବଲିଉଡ ଅଭିନେତା ତଥା ସଲମାନ ଖାଁଙ୍କ ଭାଇ ଅରବାଜ ଖାଁଙ୍କ ବ୍ୟକ୍ତିଗତ ଜୀବନ ସର୍ବଦା ଚର୍ଚ୍ଚାରେ ରହି ଆସିଛି । ୧୯୯୮ରେ ସେ ମଲାଇକା ଆରୋରାକୁ ବିବାହ କରିଥିଲେ । ୧୯ ବର୍ଷ ପରେ ଉଭୟ ଅଲଗା ହୋଇଥିଲେ । ମଲାଇକା ଜୀବନରେ ଅର୍ଜୁନ କାପୁରଙ୍କ ଏଂଟ୍ରି କରିଥିବା ବେଳେ ଅରବାଜଙ୍କ ଜର୍ଜିୟା…