ଅନ୍ ଲାଇନ ଠକେଇ ରୋକିବାକୁ ନୂଆ ପଦକ୍ଷେପ ଉପରେ ବିଚାର କରୁଛନ୍ତି ସରକାର
ନୂଆଦିଲ୍ଲୀ: ଅନ୍ ଲାଇନ ପେମେଣ୍ଟ ବ୍ୟବସ୍ଥା ଯେପରିକି ଫୋନ୍ ପେ, ଗୁଗୁଲ ପେ ଆଦିରେ ସାଇବର ଠକେଇ ବଢିବାରେ ଲାଗିଛି। ଇଂଟରନେଟ ବାବଦରେ ଅଜ୍ଞଥିବା ଲୋକଙ୍କ ପକେଟ କାଟି ମାଲାମାଲ ହେଉଛନ୍ତି ସାଇବର ଠକ । ଏବେ ଏହାଉପରେ ବିଚାର କରି ସାଇବପ ଠକେଇ ରୋକିବାକୁ ସରକାର ନୂଆ ପଦକ୍ଷେପ ନେବାକୁ…