ଭୁଶୁଡି ପଡ଼ିଲା ୩ ମହଲା କୋଠା: ୧୫ ଜଣ ଫସି ରହିଥିବା ଆଶଙ୍କା
ମୁମ୍ବଇ: ଭୁଶୁଡି ପଡିଲା ତିନିମହଲା କୋଠା । ଶନିବାର ମଧ୍ୟାହ୍ନ ପ୍ରାୟ ୧.୪୫ ମିନିଟରେ ଏହି କୋଠା ଭୁଶୁଡି ପଡିଛି । ଏହି କୋଠାରେ ୨ୟ ମହଲାରେ ୩ରୁ ୪ଟି ପରିବାର ରହୁଥିଲେ । ସେହିପରି କୋଠାର ତଳ ମହଲାରେ ଶ୍ରମିକମାନେ କାମ କରୁଥିଲେ । ଏହି ଘଟଣା ଘଟିଛି ମୁମ୍ବାଇର ଭିବଣ୍ଡି ନିକଟ…