ହେଟ ସ୍ପିଚ ମାମଲାରେ ସୁପ୍ରିମକୋର୍ଟଙ୍କ କଡା ତାଗିଦ: ଧର୍ମକୁ ନ ଦେଖି ତୁରନ୍ତ ମାମଲା ରୁଜୁ କର
ନୂଆଦିଲ୍ଲୀ: ହେଟ ସ୍ପିଚ ମାମଲାରେ ଧର୍ମକୁ ନ ଦେଖି ତୁରନ୍ତ ଅଭିଯୁକ୍ତଙ୍କ ନାଁରେ ଏଫଆଇଆର ରୁଜୁ କର । ଯାହା ଫଳରେ ସମ୍ବିଧାନର ପ୍ରସ୍ତାବନା ଅନୁସାରେ ଭାରତର ଧର୍ମନିରପେକ୍ଷତାକୁ ସୁରକ୍ଷିତ ରଖାଯାଇ ପାରିବ । ଶୁକ୍ରବାର ଏପରି ଟିପ୍ପଣୀ କରି ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ…