Latest Odisha News

BREAKING NEWS

ଭୁନେଶ୍ୱରରେ ଜି-୨୦ ସମ୍ମିଳନୀର ଶୁଭାରମ୍ଭ, ଉଦଘାଟନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱରରେ ଜି-୨୦ ସମ୍ମିଳନୀର ଶୁଭାରମ୍ଭ ହୋଇଛି ଓ ଏହାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଛନ୍ତି। ଭୁବନେଶ୍ୱରଠାରେ ଜି-୨୦ ‘ଶିକ୍ଷା ୱାର୍କିଂ ଗ୍ରୁପ୍’ର ତୃତୀୟ ବୈଠକର ଅବ୍ୟବହିତ ପୂର୍ବରୁ ରବିବାର ଆଇଏମଏମଟି ପରିସରରେ ଆୟୋଜିତ ଜି-୨୦ ଭାରତ ‘ଭବିଷ୍ୟତର…

ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଚାଷୀ ଭାଇଙ୍କୁ ଜଣାଇଲେ ଶୁଭେଚ୍ଛା

ଭୁୂୂବନେଶ୍ବର : ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମାଟି ମା’କୁ ପୂଜା କରି ଚଷା ପୁଅ ଅଖିମୁଠି ଅନୁକୂଳ କରିଥାଏ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ସଭିଙ୍କୁ…

ଆଜି ଅକ୍ଷୟ ତୃତୀୟା, ଜମିବ ସୁନା ବେପାର

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଚଳିତବର୍ଷ ସୁନା ବେପାର ପୂର୍ବାପେକ୍ଷା ଜମିବ। ଅର୍ଥାତ୍ ବେପାର ଭଲ ରହିବ ବୋଲି ରାଜ୍ୟର ସୁନା ବ୍ୟବସାୟୀମାନେ ଆଶା ରଖିଛନ୍ତି । ସକାଳୁ ସକାଳୁ ଜୁଏଲାରୀ ଦୋକାନରେ ଲୋକଙ୍କର ଭିଡ଼ ଦେଖିବାକୁ ମିଳିଛି । ଲୋକମାନେ ମଧ୍ୟ ନିଜ ପସନ୍ଦର…

ସାମାନ୍ୟ ଆଶ୍ୱସ୍ତି; ଦୈନିକ କରୋନା ସଂକ୍ରମଣରେ ବଡ ହ୍ରାସ, କେତେ ଚିହ୍ନଟ ହେଲେ ଜାଣନ୍ତୁ

ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ରବିବାର ସାମାନ୍ୟ ଆଶ୍ୱସ୍ତି ମିଳିଛି। ଆଜି ୩ ହଜାରରୁ ଅଧିକ ଦୈନିକ ସଂକ୍ରଣ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ୧୦,୧୧୨ କରୋନା ରୋଗୀ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ସକ୍ରିୟ ସଂଖ୍ୟା ୬୭,୮୦୬ ହୋଇଛି। ନୂଆ…

ସମ୍ବଲପୁରରେ ସ୍ୱାଭାବିକ୍‌ ଇଣ୍ଟରନେଟ୍‌ ସେବା, କୋହଳ ହେଲା କର୍ଫ୍ୟୁ

ସମ୍ବଲପୁର: ସୁଧୁରିଲା ସମ୍ବଲପୁର ସ୍ଥିତି । ସଚଳ ହେଲା ଇଣ୍ଟରନେଟ୍ ସେବା  । ଆଜି ସକାଳ ୬ଟାରୁ ସମ୍ବଲପୁରରେ ମୋବାଇଲରେ ଇଣ୍ଟରନେଟ୍ ସେବା ସଚଳ ହୋଇଛି । ଫଳରେ ଲୋକଙ୍କ ଭିତରେ ଆନନ୍ଦର ଲହରୀ ଖେଳିଯାଇଛି। ଦୀର୍ଘ ୧୦ ଦିନ ପରେ ଜିଲ୍ଲାରେ ଇଣ୍ଟରନେଟ୍ ସେବା ସ୍ୱାଭାବିକ ହୋଇଛି । ସେହିପରି ଆଜି…

ୟର୍କର ମାରି ୨୪ ଲକ୍ଷ ଟଙ୍କାର ଷ୍ଟମ୍ପ ଭାଙ୍ଗିଲେ ଅର୍ଶଦୀପ ସିଂହ; ପଞ୍ଜାବର ଜବରଦସ୍ତ ପ୍ରତ୍ୟାବର୍ତ୍ତନ

ମୁମ୍ବାଇ: ଗତକାଲି ଆଇପିଏଲ୍‌ରେ ୩୧ ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି ପଞ୍ଜାବ କିଙ୍ଗ୍ସ। ମ୍ୟାଚ୍‌ରେ ମୁମ୍ବାଇ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିଥିଲେ ବି ଦଳ ୧୩ ରନ୍‌ରେ ପରାଜିତ ହୋଇଥିଲା। ଗତକାଲିର ମ୍ୟାଚରେ ପଞ୍ଜାବର ଅର୍ଶଦୀପ ସିଂହ ସବୁଠାରୁ ଭୟଙ୍କର ବୋଲର ସାବ୍ୟସ୍ତ…

ସୁପ୍ରିମକୋର୍ଟଙ୍କ ୪ ବିଚାରପତି କରୋନା ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ସୁପ୍ରିମକୋର୍ଟର ୪ ବିଚାରପତି କରୋନା ସଂକ୍ରମିତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଜଷ୍ଟିସ୍‌ ଅନିରୁଦ୍ଧ ବୋସ, ଏସ୍ ରବିନ୍ଦ୍ର ଭଟ, ଜେବି ପାର୍ଡିୱାଲା ଏବଂ ମନୋଜ ମିଶ୍ର କରୋନା ପଜିଟିଭ୍ ହୋଇଛନ୍ତି। ସଂକ୍ରମିତ…

ଆଜିଠୁ ଚନ୍ଦନଯାତ୍ରା, ଶୁଭ ଅନୁକୂଳ ହେବ ରଥକାମ

ପୁରୀ : ଆଜି ପବିତ୍ର ଅକ୍ଷୟ ତୃତୀୟା । ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ସହିତ ଘୋଷଯାତ୍ରା ପାଇଁ ରଥ ନିର୍ମାଣର ଶୁଭ ଅନୁକୂଳ ହେବ । ସେଥିପାଇଁ ସଜେଇ ହୋଇଛି ନରେନ୍ଦ୍ର ପୁଷ୍କରିଣୀ । ତେବେ ରଥଖଳାକୁ ଆଜ୍ଞାମାଳ ବିଜେ କରିବା ପରେ ୩ ଖଣ୍ଡ ଧଉରା କାଠରେ ରଥ ନିର୍ମାଣ ଅନୁକୂଳ କରାଯିବ । ବୈଶାଖ…

ରାଜ୍ୟରେ କାଳବୈଶାଖୀ ପ୍ରଭାବ, ୮ ଜିଲ୍ଲାରେ କୂଆପଥର ବର୍ଷା

ଭୁବନେଶ୍ୱର : ବଦଳିଛି ପାଣିପାଗ । ଗ୍ରୀଷ୍ମକୋପରୁ ଆଶ୍ୱସ୍ତି ଆଣିଦେଇଛି କାଳବୈଶାଖୀ। କିଛି ଦିନର ଅସହ୍ୟ ତାତି ପରେ କାଳବୈଶାଖୀ ଆଶ୍ୱସ୍ତି ଆଣିଦେଇଛି । ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ସହ ବର୍ଷା ହୋଇଛି । ଗତ ଦୁଇ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ…

ଅଭୁଲା ଗୀତ : ଦିଲ୍ ଦେବି

ସଙ୍ଗୀତ : ବାଳକୃଷ୍ଣ ଦାଶ ଗୀତ : ନାରାୟଣ ପ୍ରସାଦ ସିଂହ ଗାୟନ : ମହମ୍ମଦ୍ ସିକନ୍ଦର ଆଲାମ୍ ଓ ସିପ୍ରା ବୋଷ ଚଳଚ୍ଚିତ୍ର : ନୂଆବୋଉ, ୧୯୬୨ ଦିଲ୍ ଦେବି ଦିଲ୍ ଦେବି ଦିଲ୍ ଦେବିରେ ବସାଇବି ନେଇ ତୋତେ ଦିଲ୍‌ର ମଞ୍ଜିଲ୍‌ରେ ଦିଲ୍ ଦେବି ଦିଲ୍ ଦେବି ଦିଲ୍‌ଟା ଦେବି ମୋର କାଟିରେ…