Latest Odisha News

BREAKING NEWS

ଗଳ୍ପ : ପରିଚୟ

ନିହାରିକା ମହାନ୍ତି  ଗୋଧୂଳି ସମୟର କେଳାହଳ ପରିବେଶ। ସମୁଦ୍ର ସାମ୍ନାରେ ମୁଁ । ଦିନସାରା ସଂସାରକୁ ଆଲୋକିତ କରି ଥକି ପଡ଼ିଲେଣି ସୂର୍ଯ୍ୟ ଦେବ । ଜହ୍ନ ଉଇଁବ ଉଇଁବ ହେଉଛି । ତାର ସ୍ନିଗ୍ଧ ଆଲୁଅ ଧିରେ ଧିରେ ମୋ ଦେହକୁ ସ୍ପର୍ଶ କରୁଛି। ଆଉ ମନେ ପକେଇ ଦେଉଛି ଅତୀତର ଅଭୁଲା ସ୍ମୃତିକୁ। ସେଇ…

ବଢିଲା କମର୍ସିଆଲ ଗ୍ୟାସ୍ ଦର : ୧୯କେଜି ସିଲିଣ୍ଡର ୨୦୯ ଟଙ୍କା ମହଙ୍ଗା , ଆଜିଠୁ ନୂଆ ଦର ଲାଗୁ

ନୂଆଦିଲ୍ଲୀ: ପାର୍ବଣ ଋତୁ ଆରମ୍ଭରୁ ତୈଳ କମ୍ପାନୀ ଗୁଡିକ ଗ୍ରାହକଙ୍କୁ ଏକ ବଡ ଝଟକା ଦେଇଛନ୍ତି  । ଆଜିଠାରୁ ୧୯ କେଜି ସିଲିଣ୍ଡରର ହାର ୨୦୯ ଟଙ୍କାକୁ ବୃଦ୍ଧି କରାଯାଇଛି । ନୂଆ ଦର ଆଜିଠାରୁ ଲାଗୁ ହୋଇଛି । ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ୍ ଏଲପିଜି ସିଲିଣ୍ଡର  ୧୭୩୧…

ଜଗନ୍ନାଥ ମନ୍ଦିର ୬୦ ହଜାର ଏକରରୁ ଊର୍ଦ୍ଧ୍ୱ ସମ୍ପତ୍ତିର ମାଲିକ

ଭୁବନେଶ୍ୱର: ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ୬୦ ହଜାର ୮୨୨ ଏକରରୁ ଊର୍ଦ୍ଧ୍ୱ ସମ୍ପତ୍ତିର ମାଲିକ। ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଶନିବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ଓଡ଼ିଶା ସମେତ ଅନ୍ୟ ଛଅଟି ରାଜ୍ୟରେ ଏହି ସବୁ ସମ୍ପତ୍ତି ରହିଛି। ସାରାକା କହିଛନ୍ତି, ଓଡ଼ିଶାରେ ୩୮ ହଜାର ଏକରରୁ ଅଧିକ…

ପ୍ରତିବାଦ ପାଇଁ ଟ୍ରେନରେ ଯିବାକୁ ମିଳିଲାନି ଅନୁମତି, ୫୦ଟି ବସରେ ଦିଲ୍ଲୀ ଅଭିମୁଖେ ଟିଏମସି ସମର୍ଥକ

କୋଲକାତା: ଶନିବାର ତୃଣମୂଳ କଂଗ୍ରେସର ଶତାଧିକ ସମର୍ଥକ ଓ ମନରେଗା ଜବ୍ କାର୍ଡଧାରୀମାନେ ୫୦ଟି ବସ୍ ଯୋଗେ କୋଲକାତାରୁ ଦିଲ୍ଲୀ ଅଭିମୁଖେ ଯାଉଛନ୍ତି। ଦିଲ୍ଲୀରେ ଦୁଇଟି ପ୍ରତିବାଦ ରାଲିରେ ଯୋଗଦେବା ପାଇଁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ଶତାଧିକ ଟିଏମସି ସମର୍ଥକ। ଏହି ବସ ଗୁଡିକ…

ମାଟ୍ରିକ ପରୀକ୍ଷା ଫର୍ମ ପୂରଣ ତାରିଖ ଅବଧି ବଢ଼ାଇଲା ବୋର୍ଡ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣର ଶେଷ ତାରିଖ ଅକ୍ଟୋବର ୫ ତାରିଖକୁ ଘୁଞ୍ଚାଇ ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ। ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ମଧ୍ୟମା ପରୀକ୍ଷା ପାଇଁ ମଧ୍ୟ ଏହି ସମ୍ପ୍ରସାରଣ ଲାଗୁ ହୋଇଛି। ଛାତ୍ରଛାତ୍ରୀମାନେ ନିର୍ଦ୍ଧାରିତ ତାରିଖ ସୁଦ୍ଧା ଫର୍ମ…

ବ୍ରହ୍ମପୁରରୁ ଜବତ ହେଲା ନାମିଦାମୀ ବ୍ରାଣ୍ଡର ନକଲି ଲିପିଷ୍ଟିକ ସହିତ ଅନ୍ୟାନ୍ୟ ପ୍ରସାଧାନ ସାମଗ୍ରୀ

ବ୍ରହ୍ମପୁର: ଟାଉନ ପୋଲିସ ଓ ବଡବଜାର ପୋଲିସର ମିଳିତ ଉଦ୍ୟମରେ ଶନିବାର ସହରର ବିଭିନ୍ନ ଦୋକାନରୁ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ନକଲି କସମେଟିକ୍ ସାମଗ୍ରୀ ବା ପ୍ରସାଧାନ ସାମଗ୍ରୀ ଜବତ କରାଯାଇଛି। ଏଫ୍ଏମସିଜି କମ୍ପାନୀ ହିନ୍ଦୁସ୍ତାନ ୟୁନିଲିଭର ଅଭିଯୋଗ ପାଇବା ପରେ ଏହି ଚଢ଼ଉ…

ସୁନ୍ଦରଗଡରେ ଚିନ୍ତା ବଢାଇଲା ସ୍କ୍ରବ୍ ଟାଇଫସ୍ : ୨୪ ଘଣ୍ଟାରେ ପୁଣି ୩ ପଜିଟିଭ ଚିହ୍ନଟ

ସୁନ୍ଦରଗଡ:  ସୁନ୍ଦରଗଡ ଜିଲ୍ଲାର ପିଛା ଛାଡୁନି  ସ୍କ୍ରବ୍ ଟାଇଫସ୍  । ଦିନକୁ ଦିନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି  । ଏହାରି ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୩ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି  । ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୨୯୫କୁ ବୃଦ୍ଧି…

ଭାଷା ଭାଗବତ : ପାରସ୍ପରିକ ସଂଶୋଧନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯେ କହେ ' ଏହା ମୋର ଶୈଳୀ ମୁଁ ସଦା ଲେଖେଁ ଏହି ଭଳି : ' ସମାସ୍ୟା, ସଚ୍ଚିତ୍ର, ଗାରିମା ତୃଟୀ ଥେଲେ କରୀବେ ଖ୍ୟମା ' ତାହାର ହୁଏ ଯାହା ଇଚ୍ଛା ସେ ଯଦି ଲେଖିବ ଅଇଛା କିପରି ହେବ ସଂଶୋଧନ କେ କରିପାରେ ଅନୁମାନ ?…

ବଢ଼ି ଚାଲିଛି ଧଳାଜହର କାରବାର, ମନ୍ତ୍ରୀ କହିଲେ ୪ ବର୍ଷରେ ୮ ଗୁଣ ଅଧିକ ଜବତ

ଭୁବନେଶ୍ୱର: ବ୍ରାଉନ୍ସୁଗାର ଜବତ ପରିମାଣ ୪ ବର୍ଷ ମଧ୍ୟରେ ୮ ଗୁଣ ବୃଦ୍ଧି ପାଇଛି ବୋଲି ଶନିବାର ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଦେଇଥିବା ତଥ୍ୟରୁ ଜଣାପଡ଼ିଛି। ମନ୍ତ୍ରୀଙ୍କ ତଥ୍ୟରୁ ସ୍ପଷ୍ଟ ହୋଇଛି ଯେ ଅବକାରୀ ବିଭାଗଠୁ ଆରମ୍ଭ କରି ଏନସିବି ଟିମ୍ ଉପସ୍ଥିତ ଥିବା ସତ୍ବେ…

ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସାରା ବୁଲିବ ୩୪ଟି ସାଇବର ସୁରକ୍ଷା ରଥ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶନିବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମରେ ସାଇବର ସୁରକ୍ଷା ଅଭିଯାନର ଶୁଭାରମ୍ଭ କରିଛନ୍ତି। ୩୪ଟି ସାଇବର ସୁରକ୍ଷା ରଥ ସାରା ରାଜ୍ୟର ବିଭିନ୍ନ ସ୍କୁଲ, କଲେଜ ଓ ପଞ୍ଚାୟତ ଆଦି ଭ୍ରମଣ କରି ସାଇବର ସୁରକ୍ଷା ସଂପର୍କରେ ସଚେତନାର ବାର୍ତ୍ତା ପ୍ରଦାନ…