Latest Odisha News

BREAKING NEWS

ଭୁବନେଶ୍ୱରରେ ଆଜି ବନ୍ଦ ରହିବ ବିଦ୍ୟୁତ ସେବା, ଜାଣନ୍ତୁ କେଉଁଠି

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିସିଡିଡି-୧ ଅନ୍ତର୍ଗତ ନୟାପଲ୍ଲୀ-ନୂଆସାହି, ୟୁନିଟ୍-୮ ଡିଏଭି, ୟୁନିଟ୍-୫, ରାଜ୍ୟ ଅତିଥି ଭବନ ଓ ଆଖପାଖ ଅଞ୍ଚଳରେ ରବିବାର ଦିନ ବିଦ୍ୟୁତ୍ ସରାବରାହ ବନ୍ଦ ରହିବ । ଆଜି ସକାଳ ୮ଟାରୁ ଦିନ ୧ଟା ଯାଏଁ ଜରୁରୀକାଳୀନ ମରାମତି କାର୍ଯ୍ୟ ଲାଗି ଏହିସବୁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୦୩-୧୧-୨୦୧୯ ରବିବାର ଜ୍ୟୋତିର୍ବିଦ ଡ଼ଃ ନିରଞ୍ଜନ ମହାପାତ୍ର ମୋବାଇଲ: 9437225434 ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ନଭେମ୍ବର ମାସ ତା ୦୩ ରିଖ ରବିବାର ତୁଳା ୧୭ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥି ଉତ୍ତରାଷାଢା ନକ୍ଷତ୍ର ମକର ଚନ୍ଦ୍ର ଘାତ…

ଭାରତୀୟ ପୁରୁଷ ହକି ଦଳକୁ ମିଳିଲା ଟୋକିଓ ଅଲିମ୍ପିକ୍ସ ଟିକଟ; ୭-୧ରେ ଗୋଲରେ ରୁଷିଆ ପରାସ୍ତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମରେ କିଛି ସମୟ ପୂର୍ବରୁ ମହିଳା ଭାରତୀୟ ହକି ଦଳକୁ ଅଲିମ୍ପିକ୍ସ ଟିକଟ ମିଳିଯିବା ପରେ ଏବେ ଭାରତୀୟ ପୁରୁଷ ଦଳ ମଧ୍ୟ ଅଲିମ୍ପିକ୍ସ ଖେଳିବାକୁ ଯୋଗ୍ୟତା ଅର୍ଜନ କରିପାରିଛି । କଳିଙ୍ଗ ଷ୍ଟାଡ଼ିୟମରେ ଭରପୁର ଦର୍ଶକଙ୍କ ସାମ୍ନାରେ ଭାରତ ରୁଷିଆକୁ ୭-୧ ଗୋଲ୍…

ପ୍ରକାଶିତ ହେଲା ୧୯୫୭-୨୦୧୦ ମ୍ୟାଟ୍ରିକ ଟପ୍ପର୍ ତାଲିକା

ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ପକ୍ଷରୁ ୧୯୫୭ ବ୍ୟାଚରୁ ଆରମ୍ଭ କରି ୨୦୧୦ ପର୍ଯ୍ୟନ୍ତ ମ୍ୟାଟ୍ରିକ ପରୀକ୍ଷାରେ ଟପ୍ପର୍ ହୋଇଥିବା ଶିକ୍ଷାର୍ଥୀଙ୍କ ଏକ ତାଲିକା ପ୍ରକାଶିତ ହୋଇଛି । ଏହି ତାଲିକାରେ ୫୫ ଜଣ ଟପ୍ପରଙ୍କ ନାମ ରହିଛି । ସମୁଦାୟ ୬୪ ଜଣ ଟପ୍ପର ରହିଛନ୍ତି…

ମାର୍ଚ୍ଚ ୨ରୁ ଆରମ୍ଭ ହେବ ସିବିଏସଇ ବୋର୍ଡ଼ ପରୀକ୍ଷା !

ନୂଆଦିଲ୍ଲୀ: ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ସିବିଏସଇ ୨୦୨୦ ବୋର୍ଡ଼ ପରୀକ୍ଷା ଆସନ୍ତା ମାର୍ଚ୍ଚ ୨ ତାରିଖରୁ ଆରମ୍ଭ ହୋଇପାରେ ବୋଲି ସୂଚନା ମିଳିଛି । ସିବିଏସଇ ପକ୍ଷରୁ ଶନିବାର ଦିନ ପ୍ରକାଶିତ ହୋଇଥିବା ବାର୍ଷିକ ୨୦୧୯-୨୦ କ୍ୟାଲେଣ୍ଡରରୁ ଏହା ଜଣାପଡ଼ିଛି । ମାର୍ଚ୍ଚ ୧ମ ସପ୍ତାହରେ ପରୀକ୍ଷା…

ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍: ଡ଼ିସେମ୍ବର ୧୪ରୁ ଏକମାସ ଧରି ଅନୁଷ୍ଠିତ ହେବ

ଭୁବନେଶ୍ୱର: ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭରେ କୋଣାର୍କଠାରୁ ୮ କିଲୋମିଟର୍ ଦୂରରେ ୧୪ ଡ଼ିସେମ୍ବରରୁ ୧୪ ଜାନୁଆରୀ ପର୍ଯ୍ୟନ୍ତ ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍ ଫେଷ୍ଟିଭାଲ୍ ଅନୁଷ୍ଠିତ ହେବାକୁ ଯାଉଛି । ଶନିବାର ଦିନ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ…

ଡ଼ିସେମ୍ବର ୩୧ରୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆରମ୍ଭ

ବରଗଡ଼: ବରଗଡ଼ ସହରରେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଆସନ୍ତା ଡ଼ିସେମ୍ବର ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏନେଇ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଶନିବାର ଦିନ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବିଶ୍ୱପ୍ରସିଦ୍ଧ ଖୋଲାମଞ୍ଚ ଧନୁଯାତ୍ରା ଜାନୁଆରୀ ୧୧ ତାରିଖ…

ଭାରତୀୟ ମହିଳା ହକି ଦଳକୁ ମିଳିଲା ଟୋକିଓ ଅଲିମ୍ପିକ୍ସ ଟିକଟ; ଉନ୍ନତ ଗୋଲ ବ୍ୟବଧାନରେ ଯୋଗ୍ୟତା ଅର୍ଜନ

ଭୁବନେଶ୍ୱର: ଏଫଆଇଏଚ ଅଲିମ୍ପିକ୍ସ କ୍ୱାଲିଫାୟାର୍ସ ହକି ମ୍ୟାଚରେ ଆଜି ଭାରତୀୟ ମହିଳା ହକି ଦଳ ଆମେରିକା ଟିମଠୁ ୧-୪ ଗୋଲ ବ୍ୟବଧାନରେ ପରାଜୟ ବରଣ କରି ମଧ୍ୟ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିପାରିଛି । କଳିଙ୍ଗ ଷ୍ଟାଡ଼ିୟମରେ ଗତକାଲି ଖେଳାଯାଇଥିବା ଆମେରିକା ବିପକ୍ଷ ମ୍ୟାଚରେ ଭାରତ ୫-୧…

ଭାରତ-ଆମେରିକା ହକି ମ୍ୟାଚ: କେଉଁ ଖେଳାଳି ହେବେ ‘ପ୍ଲେୟାର୍ ଅଫ ଦି ମ୍ୟାଚ’? ସଠିକ୍ ଉତ୍ତର ଦେଇ ଜିତନ୍ତୁ ଆକର୍ଷଣୀୟ…

ଭୁବନେଶ୍ୱର: ଆଜି ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ସନ୍ଧ୍ୟା ୬ଟାରେ ଅନୁଷ୍ଠିତ ହେଉଛି ଭାରତ ଓ ଆମେରିକା ମହିଳା ହକି ଟିମ୍ ମଧ୍ୟରେ ମ୍ୟାଚ୍ । ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଯୋଗ୍ୟତା ଅର୍ଜନ ଲାଗି ଭାରତୀୟ ମହିଳା ଦଳ ନଭେମ୍ବର ୧ ଏବଂ ୨ ତାରିଖରେ ଦୁଇଟି ମ୍ୟାଚ ଖେଳୁଛି । ପ୍ରଥମ ଦିନର ମ୍ୟାଚରେ…