Latest Odisha News

BREAKING NEWS

ଉପସ୍ଥାନ କମ୍ ଥିବା ଦର୍ଶାଇ ବନ୍ଦ ହେଲା ସ୍କୁଲ୍ , ୫-ଟି ପଦକ୍ଷେପ ଉପରେ ଉଠିଲା ପ୍ରଶ୍ନ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମ୍ ଥିବା ଦର୍ଶାଇ ଗୋଟିଏ  ୫-ଟି ସ୍କୁଲ ବନ୍ଦ କରିଛନ୍ତି ସରକାର। ରାଜଧାନୀର ୟୁନିଟ୍-୨ସ୍ଥିତ ଏହି ସରକାରୀ ଉଚ୍ଚ ବିଦ୍ୟାଳୟର ନବୀକରଣ କରାଯାଇ ୪୫ ଲକ୍ଷ ଟଙ୍କା ବ୍ୟୟରେ ସ୍ମାର୍ଟ ସ୍କୁଲରେ ପରିଣତ କରାଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩୫କୁ…

ବଦଳି ନୀତିରେ ଉଲ୍ଲଂଘନ ଅଭିଯୋଗ, ଶାସକ ଦଳକୁ ଘେରିଲେ ବିଜେପି ଓ କଂଗ୍ରେସ

ଭୁବନେଶ୍ୱର: ତିନି ବର୍ଷ ପରେ ବଦଳି ହେବା ନିୟମକୁ ବେଖାତିର କରି ଓଡିଶାର ରାଜସ୍ୱ ବିଭାଗ ଅନେକ ବର୍ଷ ଧରି ଗୋଟିଏ ସ୍ଥାନରେ ଅଧିକାରୀ ଓ କର୍ମଚାରୀକୁ ପଦବୀରେ ବସାଇଥିବା ଅଭିଯୋଗ ହୋଇଛି। ବରିଷ୍ଠ ଅଧିକାରୀ, କିରାଣୀ ଓ ସହାୟକଙ୍କ ବଦଳି ନୀତିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଯୁଗ୍ମ ସଚିବ ଏକ…

ଜେଲରୁ ମୁକୁଳିବା ପରେ ଯୁବମୋର୍ଚ୍ଚାର ନେତାଙ୍କୁ ରାଲି କରି ପାଛୋଟି ନେଲା ବିଜେପି

ଭୁବନେଶ୍ୱର: ରାଜ୍ୟ ବିଜେପିର ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ, ଏବଂ ଅନ୍ୟ ୨୧ ଜଣ ଜେଲରୁ ମୁକୁଳିଛନ୍ତି । ଶନିବାର ଝାରପଡ଼ା ଜେଲ ପାଖରୁ ବିଜେପି ପାର୍ଟି ଅଫିସ୍ ଯାଏଁ ରାଲିରେ ଆସିଥିଲେ। ଏହାପରେ ସମସ୍ତଙ୍କୁ  ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସ୍ବାଗତ କରିଥିଲେ। ନବ ଦାସ…

ଆଲିଆଙ୍କ ଚପଲ ଉଠାଇଲେ ରଣବୀର, ଭାଇରାଲ ହେଲା ଭିଡିଓ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଚପଲ ଉଠାଇ ଏବେ ଚର୍ଚ୍ଚାରେ ଅଭିନେତା ରଣବୀର କପୁର । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ନିକଟରେ ମୃତ୍ୟୁବରଣ କରିଥିବା ଗାୟକ, ନିର୍ମାତା ପାମେଲା ଚୋପ୍ରାଙ୍କୁ ଶ୍ରଦ୍ଧାଞ୍ଜଳି…

ଇଦ୍‌ରେ କମାଲ କଲାନି ସଲମାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’

ମୁମ୍ବାଇ: ବଲିଉଡ଼ର ଭାଇଜାନ ସଲମାନ ଖାନ୍ ପ୍ରତିବର୍ଷ ଇଦ୍ ଅବସରରେ ତାଙ୍କ ପ୍ରଶଂସକମାନଙ୍କୁ ନୂଆ ଫିଲ୍ମ ଉପହାର ଦେଇଥାନ୍ତି । ଏଥର ମଧ୍ୟ ସଲମାନ ତାଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି । ଦୀର୍ଘଦିନ ଧରି ପ୍ରଶଂସକମାନେ ଅପେକ୍ଷା କରିଥିବା ଫିଲ୍ମ ‘କିସି କା ଭାଇ କିସି କି ଜାନ' ଶୁକ୍ରବାର…

ହଜିଗଲା ଝିଅର ଟେଡ଼ି ବିୟର: ଦୋକାନ ବାହାରେ ପୋଷ୍ଟର ଲଗାଇଲେ ବାପା

ବ୍ରିଟେନ୍‌:ପିଲାମାନେ ଯାହା କରନ୍ତି ସେଥିରେ ସବୁ ବାପାମାଆ ଖୁସି ହୁଅନ୍ତି । ପିଲାମାନଙ୍କର ସବୁକିଛି ଜିନିଷକୁ ସୁରକ୍ଷିତ ରଖିବାକୁ ଚାହାଁନ୍ତି ପ୍ରତ୍ୟେକ ବାପାମାଆ । ଯଦି ପିଲାଙ୍କର କୌଣସି ପ୍ରିୟ ଜିନିଷ ହଜିଗଲେ ପ୍ରତ୍ୟେକ ବାପାମାଆ ବ୍ୟସ୍ତ ହୋଇପଡ଼ନ୍ତି । ବ୍ରିଟେନ୍‌ର ଜଣେ ବ୍ୟକ୍ତି ନିଜ…

ସ୍କଟ୍ ପିନ୍ଧି ଷ୍ଟେସନରେ ବୁଲିଲେ ଦୁଇ ଯୁବକ, ଯିଏ ଗଲା ସେ ଚାହିଁଲା

ନୂଆଦିଲ୍ଲୀ: ଆଜିକାଲି ଯୁବକମାନେ ସୋସିଆଲ ମିଡ଼ିଆରେ ପରିଚିତ ହେବା ପାଇଁ କିଛି ବି କରିବାକୁ ପଛାଉନାହାନ୍ତି । ଏମିତି କିଛିି କଣ୍ଟେଣ୍ଟ୍ ବାଛୁଛନ୍ତି, ଯେଉଁଥିରେ ବେଶୀ ଭିୟୁଅର୍ସ ମିଳିପାରିବ । ଏବେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି ,ଯେଉଁଥିରେ ଦୁଇ ଜଣ ଯୁବକ ଝିଅଙ୍କ ପରି ସ୍କଟ୍ ପିନ୍ଧି…

ସୁପର କପ ଫାଇନାଲରେ ଓଡିଶା ଏଫସି

ଭୁବନେଶ୍ୱର : କେରଳର ମଞ୍ଜେରୀରେ ଚାଲିଥିବା ସୁପର କପ ଫୁଟବଲର ଫାଇନାଲରେ ଓଡିଶା ଏଫସି ପ୍ରବେଶ କରିଛି । ଶନିବାର ଓଡିଶା ସେମିଫାଇନାଲରେ ୩-୧ ଗୋଲରେ ନର୍ଥଇଷ୍ଟ ୟୁନାଇଟେଡକୁ ପରାସ୍ତ କରିଥିଲା । ଏପ୍ରିଲ ୨୫ରେ ହେବାକୁ ଥିବା ଫାଇନାଲରେ ଦଳ ବେଙ୍ଗାଲୁରୁ ଏଫସିକୁ ଭେଟିବ । ବେଙ୍ଗାଲୁରୁ ୨-୦…

ମୁମ୍ବାଇ ସମ୍ମୁଖରେ ୨୧୫ ରନର ଲକ୍ଷ୍ୟ ରଖିଲା ପଞ୍ଜାବ

ୱାଙ୍ଖେଡ: ଏଠାରେ ଶନିବାର ଅନୁଷ୍ଠିତ ଆଇପିଏଲର ଦ୍ୱିତୀୟ ମ୍ୟାଚରେ ପଞ୍ଜାବ କିଙ୍ଗସ ୨୧୫ ରନର ବିଜୟ ଲକ୍ଷ୍ୟ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ଦଳଗତ ପ୍ରଦର୍ଶନ ମାଧ୍ୟମରେ ବଡ ସ୍କୋର କରିପାରିଥିଲା । ସାମ କୁରାନ ୫୫, ହରପ୍ରୀତ ସିଂ ୪୧ ଓ ଅଥର୍ବ ଟେଡ ୨୯…

ଗିରଫ ହେଲା କୁଖ୍ୟାତ ବକ୍ସର ଦୀପକ, ୧୦ ହତ୍ୟାକାଣ୍ଡର ଅଭିଯୁକ୍ତ

ସୋନପତ: ହରିୟାଣାର ସୋନପତର କୁଖ୍ୟାତ ବକ୍ସର ତଥା ଗ୍ୟାଙ୍ଗଷ୍ଟାର ଦୀପକ ଶେଷରେ ପୋଲିସ ହାତରେ ଧରାପଡିଛି । ଦୀପକ ୧୦ ହତ୍ୟାକାଣ୍ଡର ଅଭିଯୁକ୍ତ । ୧୫ ବର୍ଷ ବୟସରେ ଦୀପକ ୫୭କିଗ୍ରା ବିଭାଗରେ ଜାତୀୟ ଜୁନିୟର ଚାମ୍ପିୟନ ହୋଇଥିଲେ । ତାଙ୍କ ପ୍ରଦର୍ଶନ ଦେଖି ସମସ୍ତେ ଆଶା ବାନ୍ଧିଥିଲେ ଯେ, ଏହି ଯୁବ…