Latest Odisha News

BREAKING NEWS

ସାହିତ୍ୟ ସର୍ଜନା ମୋ ପାଇଁ ଜୀବନ ବଞ୍ଚିବାର ଶୈଳୀ : ଜ୍ଞାନ ରଞ୍ଜନ କର

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଜ୍ଞାନ ରଞ୍ଜନ କରଙ୍କ ସହ ‘ସ୍ୱଳ୍ପ ଆଳାପ’…

ଦେଶ ପାଳୁଛି ସ୍ୱଚ୍ଛତା ହିଁ ସେବା ଅଭିଯାନ: ଶ୍ରମଦାନ ଅଭିଯାନରେ ସାମିଲ ହୋଇଛନ୍ତି ଲକ୍ଷାଧିକ ଲୋକ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧିଙ୍କ ୧୫୪ତମ ଜନ୍ମ ଜୟନ୍ତୀ ପୂର୍ବରୁ ଆଜି ଦେଶ ସାରା ସ୍ଚଚ୍ଛତା ହିଁ ସେବା ଅଭିଯାନ ଅନୁସାରେ ଶ୍ରମଦାନ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଆଦେଶ କ୍ରମେ ଆଜି ସକାଳ ୧୦ରୁ ପ୍ରାୟ ଏକ ଘଣ୍ଟା ଧରି ଏହି ଅଭିଯାନ ଚାଲିଥିଲା । ସ୍ୱଚ୍ଛ ଭାରତ ଅଭିଯାନର ୯ ବର୍ଷ ପୂର୍ତ୍ତି…

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଘଟଣା: ଆଜି ମା ଓ ଶିଶୁର ହେବ ଡିଏନଏ ଟେଷ୍ଟ

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଘଟଣା । ଆଜି ମାଆ ଏବଂ ଶିଶୁର ଡିଏନଏ ଟେଷ୍ଟ କରାଯିବ  । ଗତ କିଛି ଦିନ ତଳେ ହସ୍ପିଟାଲରେ ଶିଶୁ ଅଦଳବଦଳ ହୋଇଥିବା ନେଇ ଅଭିଯୋଗ ହୋଇଥିଲା  ।  ପୁଅ ହୋଇଛି କହି ଝିଅ ଧରାଇବା ଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ରାଜକନିକା ଅଞ୍ଚଳର…

ସଂସଦରେ ବାଇଡେନ୍ ଆଣିଲେ ବିଲ୍, ଆମେରିକାରେ ଶଟଡାଉନ ନିଷ୍ପତ୍ତି ସ୍ଥଗିତ

ନ୍ୟୁୟର୍କ: ଆଜିଠାରୁ ଆମେରିକାରେ ଶଟଡାଉନ୍ ହେବାର ଆଶଙ୍କା ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ଆଜିଠାରୁ ଏଠାରେ କୌଣସି କାମ ବନ୍ଦ ହେବ ନାହିଁ। ସରକାରୀ କାର୍ଯ୍ୟ ଜାରି ରହିବ। ଏଥିପାଇଁ ଆମେରିକାର ଲୋକସଭାରେ ଏକ ବିଲ୍ ପାରିତ ହୋଇଛି। ଲୋକସଭାରେ ଏହି ବିଲ୍ ଅନୁମୋଦନ ହୋଇଛି। ଏହାର ସପକ୍ଷରେ ୩୩୫…

ତାମିଲନାଡୁରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଘାଟିକୁ ବସ ଖସି ୮ମୃତ

ଚେନ୍ନାଇ: ତାମିଲନାଡୁର କୁନୁର ମାରାପଲମ ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ୫୯ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଟୁରିଷ୍ଟ ବସ ଘାଟିରେ ଖସିପାଡିବାରୁ ୮ଜଣଙ୍କର ମୃତ୍ୟୁ ହୋଇଛି । ଉଦ୍ଧାର କରାଯଇଥିବା ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସଟି ଓଟିରୁ…

ନିଯୁକ୍ତି ପ୍ରକ୍ରିୟାରେ ଓପିଏସସିର ଭେଦଭାବ ନୀତି, ବର୍ଷିଲେ ହାଇକୋର୍ଟ

କଟକ: ଓଡ଼ିଶା ସିଭିଲ୍ ସର୍ଭିସ୍ ନିଯୁକ୍ତି ସମୟରେ ସରକାରୀ କର୍ମଚାରୀ ଓ ପୂର୍ବତନ ସେନା ଅଧିକାରୀଙ୍କ ଏନ୍ଓସି ଓ ଡିସଚାର୍ଜ ସାର୍ଟିଫିକେଟ୍ ଦାଖଲ ମାମଲାରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ଭିନ୍ନ ଭିନ୍ନ ନିୟମ ରହିପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଓଡ଼ିଶା ସିଭିଲ ସର୍ଭିସ…

ରସୁଣଠୁ ବି ଅଧିକ ଉପଯୋଗୀ ଏହାର ଚୋପା: ଫିଙ୍ଗି ଦେଉଥିଲେ ସାଇତି ରଖନ୍ତୁ

ନୂଆଦିଲ୍ଲୀ: ପ୍ରତ୍ୟେକ ଘରେ ରୋଷେଇରେ ବ୍ୟବହୃତ ହୁଏ ରସୁଣ  । କିନ୍ତୁ ଏହି ରସୁଣରେ କେତେ ଔଷଧୀୟ ଉପାଦାନ ରହିଛି ଆପଣ ମାନେ ଜାଣିଛନ୍ତି କି ଆସନ୍ତୁ ଜାଣିବା  । ରସୁଣ ଖାଇବା ଦ୍ବାରା ଆମର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ  ।  ଯଦିଓ ଏଥିରେ କମ୍  କ୍ୟାଲୋରୀ ଥାଏ  । କିନ୍ତୁ  ଏଥିରେ…

ଏମ୍ସ ଭୁବନେଶ୍ବରରେ ଶିଶୁ କ୍ୟାନସର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ବଢ଼ାଇଲା ଚିନ୍ତା

ଭୁବନେଶ୍ୱର: ରାଜ୍ୟରେ ଏମ୍ସ ଏକମାତ୍ର ସରକାରୀ ହସ୍ପିଟାଲ ଯେଉଁଠି କର୍କଟ ରୋଗରେ ଆକ୍ରାନ୍ତ ଶିଶୁଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ତେବେ ଆଶାଠାରୁ ଅଧିକ ବେଗରେ କ୍ୟାନସର ରୋଗୀ ଏହି ଅନୁଷ୍ଠାନକୁ ଆସୁଛନ୍ତି ଯାହା ଏବେ ଚିନ୍ତାଜନକ ଏବଂ କେବଳ ପ୍ରାପ୍ତ ବୟସ୍କ ନୁହେଁ ଛୋଟ ଛୁଆ ବି ଧୀରେ…

ପାଖରେ ଫାଣ୍ଡି ଥାଇ ବି ଏଟିଏମ୍ ଭାଙ୍ଗି ଲୁଟିନେଲେ ଟଙ୍କା

ବାଲେଶ୍ବର :ବାଲେଶ୍ବର ଜିଲ୍ଲା ସକ୍ରିୟ ଲୁଟେରା ଗ୍ୟାଙ୍ଗ୍  । ଏଟିଏମ୍ ଠାରୁ ୩୦ କିଲୋମିଟର ଦୂରରେ ଏକ ଫାଣ୍ଡି ରହିଛି  । ତଥାପି ନିର୍ଭୟରେ ଆସି ଗ୍ୟାସ୍ କଟରରେ ଏଟିଏମ କାଟିଲେ ଏବଂ ଟଙ୍କା ଲୁଟି ନେଇଗଲେ  । ଏଭଳି କିଛି ଘଟଣା ଦେଖିବାକୁ ମିଳିଛି  ବାଲେଶ୍ବର ଜିଲ୍ଲା ରେମୁଣା କ୍ଷୀରଚୋରା…

କବିତା : ମୋ ଅବର୍ତ୍ତମାନରେ

ମିରୀନା ମହାନ୍ତି ମୋ ଅବର୍ତ୍ତମାନରେ ଖୋଜିବ ନିଶ୍ଚୟ ମୋତେ। ଅନେକ ଦିନ ହେଲା ପଛ କରିଦେଇଛ, ଆସ, ଏଇ ମୁହୂର୍ତ୍ତକୁ ମୁଠାଇ ନିଅ ହାତ ପାପୁଲିରେ। । ମନେ ପଡୁଥିବ ମିଠାସ୍ମୃତି ସବୁ ହୃଦୟ ବି ଭାଙ୍ଗୁଥିବ ଚୁନା ଚୁନା ହୋଇ ଦେଖିବାକୁ ମୁଁ ତ ନଥିବି ଆସ, ବରଂ ବାଣ୍ଟିନେବା…