Latest Odisha News

BREAKING NEWS

ବିଲ୍‌କିସ୍‌ଙ୍କ ଦୁଷ୍କର୍ମକାରୀଙ୍କୁ ସଜା ପୂର୍ବରୁ ଛାଡି ଦେବା ଘଟଣା: ଗୁଜରାଟ ସରକାଙ୍କୁ ସୁପ୍ରିମକୋର୍ଟଙ୍କ ଚେତାବନୀ

ନୂଆଦିଲ୍ଲୀ: ଗୁଜରାଟ ଦଙ୍ଗା ମାମଲାରେ ରାଜ୍ୟ ସରକାର ୧୧ ଜଣଙ୍କୁ ସଜା ପୂର୍ବରୁ ଛାଡି ଦେବା ଘଟଣାକୁ ସୁପ୍ରିମକୋର୍ଟରେ ଗତବର୍ଷ ନଭେମ୍ବର ମାସରେ ଚ୍ୟାଲେଞ୍ଜ କରିଥିଲେ ପୀଡ଼ିତା ବିଲକିସନ ବାନୁ। ଗତକାଲି (ଏପ୍ରିଲ ୧୮) କୋର୍ଟ ଏହାର ଶୁଣାଣି କରି ଗୁଜରାଟ ସରକାରଙ୍କୁ ତାଗିଦ୍ କରିଛନ୍ତି। କେଉଁ…

ଅତିଷ୍ଠ କରୁଛି ତାତି; ଦୁଇ ଦିନ ପାଇଁ ବନ୍ଦ ହେଲା ସ୍କୁଲ, ଅଙ୍ଗନବାଡି କେନ୍ଦ୍ର

ଭୁବନେଶ୍ୱର: କଲବଲ କରୁଛି ତାତି । ପ୍ରବଳ ଗ୍ରୀଷ୍ମପ୍ରବାହରେ ଅତିଷ୍ଠ ରାଜ୍ୟବାସୀ । ଗତକାଲି ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ତାପମାତ୍ର ୪୦ ଉପରେ ଥିଲା । ଟ୍ୱିନ ସିଟିରେ ୪୨ ଅତିକ୍ରମ କରିଥିଲା । ଭୁବନେଶ୍ୱର ତାପମାତ୍ରା ୪୨.୭ ଡିଗ୍ରୀ ସେଲସିୟସ ଥିବାବେଳେ କଟକରେ ୪୨.୫ ଡିଗ୍ରୀ ଥିଲା ।…

ପଶ୍ଚିମ ଓଡ଼ିଶା ସମେତ ୧୪ ଜିଲ୍ଲାରେ ଭିଏଚପିର ବନ୍ଦ ଡାକରା; ସନ୍ଧ୍ୟାରେ ବିଜେଡିର ଶାନ୍ତି ଶୋଭାଯାତ୍ରା

ସମ୍ବଲପୁର/ସୁବର୍ଣ୍ଣପୁର:ହନୁମାନ ଜୟନ୍ତୀରେ ହିଂସାକାଣ୍ଡକୁ ନେଇ ତେଜୁଛି ପଶ୍ଚିମଓଡ଼ିଶା ରାଜନୀତି । ଘଟଣାର ପ୍ରତିବାଦରେ ଆଜି ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ବିଶ୍ୱ ହିନ୍ଦୁ ପରିଷଦର ଏହି ବନ୍ଦ ଡକରାକୁ ସମର୍ଥନ ଜଣାଇଛି ଭାରତୀୟ ଜନତା ପାର୍ଟି । ବନ୍ଦର…

ଭାଷା ଭାଗବତ : ଅନୁଭୂତ ସତ୍ୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ସ୍ବାନୁଭୂତିରୁ ଜାତ ସତ୍ୟ ଯୋଗୁଁ ସଭିଏଁ ଉପକୃତ ସବୁଠି ନ ହେଲେ ସଂପୃକ୍ତ ମୁକୁଳା ହୁଏ ସିଧା ପଥ ଅନ୍ୟ ଲୋକଂକ ମତାମତ ପଢ଼ି ନ ହେଲେ ବିଚଳିତ ଚିଂତା ହୋଇବ ବ୍ୟବସ୍ଥିତ ବ୍ୟକ୍ତି ବି ହେବ ସୁନିଶ୍ଚିତ ମଥାରେ ଭରି ଆବର୍ଜନା ସର୍ବଦା ହେଲେ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା କରିବା ବା ତାଙ୍କରି ସେବକ ରୂପେ ନିଜକୁ ପ୍ରସ୍ତୁତ କରିବା ନିଶ୍ଚିତ ଭାବରେ ଏକ ଦୁର୍ଲଭ ଅନୁଭବ, ଆଉ ସେହି ଅନୁଭବକୁ ସାଉଁଟି ଆଜି ଯେଉଁ ସେବକମାନଙ୍କ କଥା ଆଲୋଚନା…

ଅତ୍ୟଧିକ ମୋଟାପଣ ଗର୍ଭପାତର ମୁଖ୍ୟ କାରଣ….

ବିବାହ ପରେ ମା ହେବା ଦାମ୍ପତ୍ୟ ଜୀବନର ସବୁଠାରୁ ବଡ଼ ଖୁସି ଓ ସୌଭାଗ୍ୟର କଥା ହୋଇଥାଏ । ସନ୍ତାନଟିଏ ପାଇଁ ସ୍ୱାମୀ ସ୍ତ୍ରୀ ଯେତିକି ଉତ୍ସାହିତ ହୋଇଥାଆନ୍ତି ତା’ଠୁ ଅଧିକ ଉତ୍ସାହିତ ଥାଆନ୍ତି ପରିବାର ଲୋକେ । କିନ୍ତୁ ଏହି ଖୁସି ଗର୍ଭପାତ କାରଣରୁ ଦୁଃଖରେ ପାଲଟି ଯାଏ । ପୂରା ପରିବାର…

ଶହେ ଫୁଟ ଉଚ୍ଚରେ ସାଇକେଲ ଚଳାଇ ଷ୍ଟଣ୍ଟ ଦେଖାଇଲେ ଯୁବକ

ସୋସିଆଲ ମିଡିଆରେ ଆପଣ ପ୍ରାୟତଃ ଅନେକ ଷ୍ଟଣ୍ଟର ଭିଡିଓ ଦେଖିଥିବେ, ଯେଉଁଥିରେ ଲୋକମାନେ ଗୋଟିଏ ପରେ ଗୋଟିଏ ଚମତ୍କାର ଷ୍ଟଣ୍ଟ୍ ପ୍ରଦର୍ଶନ କରୁଥିବା ଦେଖାଯାଏ । ବେଳେବେଳେ ଷ୍ଟଣ୍ଟଗୁଡିକ ଏତେ ବିପଜ୍ଜନକ ହୋଇଥାଏ ଯେ, ଏହାକୁ ଦେଖିବା ପରେ ଦର୍ଶକଙ୍କ ନିଶ୍ୱାସ ମଧ୍ୟ ଅଟକି ଯାଏ । କିନ୍ତୁ…

ରାଘବଙ୍କ ସହ ହେଲା ପରିଣୀତିଙ୍କ ନିର୍ବନ୍ଧ: ଭିଡିଓ ହେଲା ଭାଇରାଲ

ମୁମ୍ବାଇ: ଆମ୍ ଆଦମୀ ପାର୍ଟି ନେତା ତଥା ସାଂସଦ ରାଘବ ଚଢ଼ା ଓ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ନିର୍ବନ୍ଧ ଶେଷ ହୋଇଥିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ପରିଣୀତି ଆଙ୍ଗୁଠିରେ ପିନ୍ଧିଥିବା ମୁଦି ସାମ୍ନାକୁ ଆସିବା ପରେ ଏହି ଗୁଜବ ଉଠିଛି । ସୋମବାର ପରିଣୀତି ସେଲିବ୍ରିଟି ମ୍ୟାନେଜରଙ୍କ…

ଗ୍ରୀଷ୍ମ ପ୍ରବାହ ପାଇଁ ପୁଣି ଦୁଇଦିନ ବନ୍ଦ ରହିବ ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଆସନ୍ତା ଦୁଇଦିନ ପୁଣି ବନ୍ଦ ରହିବ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସ୍କୁଲଗୁଡ଼ିକ ଛୁଟି ରହିବ । ଏଥି ସହିତ ଅଙ୍ଗନବାଡ଼ିଗୁଡ଼ିକ ମଧ୍ୟ ବନ୍ଦ ରଖାଯିବ । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ…

‘ଫିୟର ଫ୍ୟାକ୍ଟର’ରେ ଯାଆଁଳା ଭଉଣୀ ପିଇଲେ ଗଧର ପରିସ୍ରା : ଶୋ ହୋଇଗଲା ବାତିଲ୍

ମୁମ୍ବାଇ: ଆଜିର ସମୟରେ ଫିଲ୍ମ ଅପେକ୍ଷା ଟିଭି ଶୋ ଅଧିକ ପ୍ରସିଦ୍ଧ । ଫିଲ୍ମ ଦେଖିବା ପାଇଁ ଆପଣଙ୍କୁ ଥିଏଟର ଯିବାକୁ ପଡିବ । ହେଲେ ଅନେକ ଅଭିନେତା ଅଭିନେତ୍ରୀ ଟିଭି ଶୋ ମାଧ୍ୟମରେ ଘରେ ଘରେ ପରିଚିତ ହେବାକୁ ଚାହାଁନ୍ତି । ରିଅଲିଟି ଶୋ ‘ଖତ୍‌ରୋ କେ ଖିଲାଡି’ରେ ସାମିଲ ହେବାକୁ ବହୁ…