Latest Odisha News

BREAKING NEWS

ବାଂଲାଦେଶ କୂଳରେ ମାରାତ୍ମକ, ବିଷାକ୍ତ ଜାହଜକୁ ଛାଡି ଦେଉଛି ୟୁରୋପୀୟ କମ୍ପାନୀ

ଢ଼ାକା: ହ୍ୟୁମାନ ରାଇଟ୍ସ ୱାଚ ଗୁରୁବାର ବାଂଲାଦେଶର ସମୂଦ୍ରକୂଳରେ ୟୁରୋପୀୟ କମ୍ପାନୀ ଛାଡି ଦେଉଥିବା ଜାହଜକୁ ନେଇ ଚିନ୍ତା ବ୍ୟକ୍ତ କରିଛି । ଏହି ଜାହଜଗୁଡିକ ମାରାତ୍ମକ ଓ ବିଷାକ୍ତ କହିଲେ ଭୁଲ ହେବନି । ଏହି ଜାହଜ ସଂସ୍ପର୍ଶରେ ଆସିଲେ କ୍ୟାନସର ପରି ମାରାତ୍ମକ ରୋଗ ହେବା ଆଶଙ୍କା ରହିଛି ।…

୧୯୮୩ ବିଶ୍ୱକପ : ଆରମ୍ଭ ହେଲା ଭାରତୀୟ କ୍ରିକେଟର ସ୍ୱର୍ଣ୍ଣିମ କ୍ଷଣ

୧୯୭୫ ଓ ୧୯୭୯ ବିଶ୍ୱକପ କ୍ରିକେଟରେ ଭାରତର ପ୍ରଦର୍ଶନ ପ୍ରଶଂସକଙ୍କ ମନ ଜିଣି ପାରି ନ ଥିଲା । ଏପରିକି ୧୯୮୩ ବିଶ୍ୱକପରେ କ୍ରିକେଟପ୍ରେମୀମାନେ ଭାରତ ଚାମ୍ପିୟନ ହେବେ ବୋଲି ଆଶା କରି ନ ଥିଲେ । କପିଳ ଦେବଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ସ୍ମରଣୀୟ ପ୍ରଦର୍ଶନ କରି ସ୍ୱର୍ଣ୍ଣିମ କ୍ଷଣ ଆରମ୍ଭ…

ଜନଜାତିଙ୍କ ନିଜସ୍ୱ ଲିଖନ ଓ ଲେଖକଙ୍କ ପାଇଁ ନୂତନ ଦିଗନ୍ତ; ଡିଜିଟାଲାଇଜେସନ୍ ହେବ ଅନନ୍ୟ ମାଧ୍ୟମ

ଭୁବନେଶ୍ବର: ଜନଜାତିଙ୍କ ନିଜସ୍ବ ଲେଖନ ଓ ଲେଖକଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ। ଡିଜିଟାଲାଇଜେସନ୍ ମାଧ୍ୟମରେ ଆଦିବାସୀଙ୍କୁ ଯୋଡିବାର ପ୍ରୟାସ ଆରମ୍ଭ ହୋଇଛି। ସେମାନଙ୍କ କଥା କାହାଣୀକୁ ହାତ ପାପୁଲିରେ ପାଇ ପାରିବେ ପାଠକ। ଅନୁସୂଚିତ ଜନଜାତି ଓ…

Happy Birthday Ranveer Kapoor: ଜନ୍ମଦିନରେ ଫ୍ୟାନ୍ସଙ୍କୁ ମିଳିଲା ବଡ ଊପହାର

ମୁମ୍ବାଇ: ଆଜି ବଲିଉଡ ଅଭିନେତା ରଣବୀର କପୁରଙ୍କ ଜନ୍ମଦିନ। ୪୧ ବର୍ଷରେ ପଦାର୍ପଣ କରିଛନ୍ତି ଅଭିନେତା । ଏ ଅବସରରେ ତାଙ୍କ ପାଖକୁ ଫ୍ୟାନ୍ସ ଓ ସେଲିବ୍ରେଟିଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି ।  ୧୯୮୨ ମସିହା ୨୮ ସେପ୍ଟେମ୍ବରରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ରଣବୀର ।  ଅଭିନେତା ଋଷି କପୁର ଓ…

ଓଡ଼ିଶା ପୋଲିସ ବିଭିନ୍ନ ବ୍ୟାଙ୍କର ସହଭାଗୀତାରେ ରାଜ୍ୟସ୍ତରୀୟ ସାଇବର ସୁରକ୍ଷା ଅଭିଯାନ ଆୟୋଜିତ

ଭୁବନେଶ୍ୱର: ସଚେତନତା ଅଭାବରେ ସାଇବର କ୍ରାଇମ ମାମଲା ବୃଦ୍ଧି ପାଉଛି। ସାଇବର ଠକମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସତ୍ତ୍ୱେ ତଥାପି ସାଇବର ଅପରାଧ ବୃଦ୍ଧି ପାଉଛି। ବିଭିନ୍ନ ପ୍ରକାରର ସାଇବର ଅପରାଧ ଏବଂ ଡିଜିଟାଲ ଦୁନିଆରେ ଆପଣମାନେ କିପରି ସୁରକ୍ଷିତ ରହିବେ ସେ…

ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ଚାଲିଗଲା ୯ଜଣଙ୍କ ଜୀବନ

ପାକିସ୍ତାନ: ପାକିସ୍ତାନର ସିନ୍ଧ୍‌ ପ୍ରଦେଶରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ଚାଲିଗଲା ଗୋଟିଏ ପରିବାରର ୯ ଜଣଙ୍କ ଜୀବନ । ଘରବାହାରୁ ମିଳିଥିବା ରକେଟ ସେଲରେ ଖେଳୁଥିବା ସମୟରେ ଘଟିଛି ଏହି ବିସ୍ଫୋରଣ । ୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ…

ମହାପୁରୁଷ ମହମ୍ମଦଙ୍କ ଜନ୍ମଜୟନ୍ତୀ, ଜାମା ମସଜିଦ ପକ୍ଷରୁ ଆୟୋଜିତ ହୋଇଛି ବିଶେଷ କାର୍ଯ୍ୟକ୍ରମ

ପାରାଦୀପ: ଆଜି ମହାପୁରୁଷ ମହମ୍ମଦଙ୍କ ୧୪୪୫ତମ ଜନ୍ମଜୟନ୍ତୀ । ମହାପୁରୁଷ ମହମ୍ମଦଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ପାରାଦୀପ ଜାମା ମସଜିଦ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମୁସଲମାନ ଭାଇମାନେ ମସଜିଦ ପରିସରରେ ସମୂହ ପ୍ରାର୍ଥନା କରି ଏକ ଶାନ୍ତି ଶୋଭାଯାତ୍ରା କରି ମଧୁବନ କବରଖାନା…

ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣା: ଏଚଆରପିସିକୁ ତଦନ୍ତ ଭାର ହସ୍ତାନ୍ତର କଲେ ରାଉରକେଲା ଏସ୍ପି

ରାଉରକେଲା: ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣା । ମୃତ୍ୟୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର । ସୁସ୍ମିତା ମିଞ୍ଜଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ଦାୟିତ୍ୱ ପୁଲିସ୍‌ ବିଭାଗର  ମାନବଧିକାର ସୁରକ୍ଷା…

ସରକାରଙ୍କୁ ଜବାବ ମାଗିଲେ ନରସିଂହ,ଜୟ ନାରାୟଣ: ଅରୁଣ କହିଲେ, ବିରୋଧୀଙ୍କ ମାନସିକ ସ୍ଥିତି ଭଲ ନାହିଁ

ଭୁବନେଶ୍ୱର: ପୁଣି କମ୍ପିଲା  ବିଧାନସଭାର ଶୂନ୍ୟକାଳ । ପୁଣି ସରକାରଙ୍କୁ ଘେରିଲେ ବିରୋଧୀ। ବିଜେପି-କଂଗ୍ରେସର ପ୍ରଶ୍ନବାଣରେ କମ୍ପିଲା ଗୃହ । ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତିକୁ ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ପୁଣି ପ୍ରଶ୍ନ କରିଥିଲେ । ଅନ୍ୟପକ୍ଷେ  କଂଗ୍ରେସ ବିଧାୟକ ଦଳ ନେତା…

‘ଜମ୍ବୁଲୋକ’ ଉପନ୍ୟାସ ପାଇଁ ଭୀମ ପୃଷ୍ଟି ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର : ବିଶିଷ୍ଟ ଉପନ୍ୟାସିକ ଭୀମ ପୃଷ୍ଟି ଚଳିତ ବର୍ଷ ପାଇଁ ମର୍ଯ୍ୟାଦାଜନକ ଶାରଳା ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି ଇ ବହୁ ଚର୍ଚ୍ଚିତ ଉପନ୍ୟାସ 'ଜମ୍ବୁଲୋକ' ପାଇଁ ଏକ ବର୍ଣ୍ଣାଢ଼୍ୟ ସାରସ୍ୱତ ସମାବେଶରେ ଶ୍ରୀ ପୃଷ୍ଟିଙ୍କୁ ସମ୍ମାନପତ୍ର, ଫଳକ ସହିତ ୫ ଲକ୍ଷ ଟଙ୍କାର ଅର୍ଥରାଶି…