ରାଜଧାନୀ ଉପକଣ୍ଠ ରସୁଲଗଡରେ ଥିବା ମା’ କୋଚିଲେଇ ହାଟ ହେବ ପ୍ଲାଷ୍ଟିକ ମୁକ୍ତ
ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ରସୁଲଗଡରେ ଥିବା ମା' କୋଚିଲେଇ ହାଟ ହେବ ପ୍ଲାଷ୍ଟିକ ମୁକ୍ତ। ଏଣିକି ଯିଏ ଆସିବେ ସିଏ ବ୍ୟାଗ ଧରି ଆସିବେ। ନଚେତ ଦୋକାନୀ ପଲିଥିନ କିମ୍ବା ପ୍ଲାଷ୍ଟିକ ଜିନିଷରେ ଜିନିଷ ଦେବେ ନାହିଁ। ଶନିବାର ଦିନ ମାର୍କେଟର ବ୍ୟବସାୟୀମାନେ ଏକକ ବ୍ୟବହାର ପଲିଥିନ ବ୍ୟବହାର…