ସାଇକେଲ ଆରୋହୀଙ୍କୁ ପିଟିଲା କାର: ୨ ମୃତ
ସୁନ୍ଦରଗଡ: ସକାଳୁ ସକାଳୁ ଦୁର୍ଘଟଣା । ଚାଲିଗଲା ଦୁଇ ଜୀବନ । ଏହି ଘଟଣାରେ ସୁନ୍ଦରଗଡ ଜିଲ୍ଲା ବଡଗାଁ ଅନ୍ତର୍ଗତ ଝାରମୁଣ୍ଡା ଗାଁରେ ଖେଳି ଯାଇଛି ଶୋକର ଲହରୀ ।
ଝାରମୁଣ୍ଡା ଗାଁର ୨ ଜଣ ବ୍ୟକ୍ତି ସକାଳୁ ସକାଳୁ ସାଇକେଲରେ ଶୌଚ ହେବାକୁ ଯାଉଥିଲେ । ସେମାନେ ରାସ୍ତା ପାର ହେଉଥିବା ସମୟରେ…