Latest Odisha News

BREAKING NEWS

ମାହାଙ୍ଗା ଡବଲ ମର୍ଡର ଘଟଣାରେ କୋର୍ଟଙ୍କ ନିର୍ଦ୍ଦେଶ, ପ୍ରତାପ ଜେନା କହିଲେ ମୋ ବିରୋଧରେ ଷଡଯନ୍ତ୍ର

ଭୁବନେଶ୍ୱର: ମାହାଙ୍ଗା ଡବଲ ମର୍ଡର ମାମଲାରେ ଜେଏମଏଫସି କୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ପ୍ରତାପ ଜେନା। ସେ କହିଛନ୍ତି, ବିରୋଧୀ ରାଜନୀତି କରି ତାଙ୍କୁ ଫସାଇବାକୁ ଉଦ୍ୟମ କରୁଛନ୍ତି। ମର୍ଡର ପରେ ହତ୍ୟାର କାରଣ ମିଡିଆ ଆଗରେ ଅଭିଯୁକ୍ତ କହିସାରିଛନ୍ତି।…

ଦିନିକିଆ ବିଶ୍ୱକପ କ୍ରିକେଟ: ପାକିସ୍ତାନ ଟିମକୁ ମିଳିଲା ଭିଜା

ନୂଆଦିଲ୍ଲୀ: ଭାରତରେ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ କ୍ରିକେଟ ପାଇଁ ସୋମବାର ରାତିରେ ପାକିସ୍ତାନ ଟିମକୁ ଭିଜା ମିଳିଛି । ଫ୍ଲାଇଟର ୪୮ ଘଂଟା ପୂର୍ବରୁ ପାକିସ୍ତାନ ଖେଳାଳିଙ୍କୁ ଭାରତର ଭିଜା ମିଳିଛି । ଏଥିରେ ବିଳମ୍ବ ହେଉଥିବାରୁ ପାକିସ୍ତାନ କ୍ରିକେଟ ବୋର୍ଡ ଲିଖିତ ଭାବେ…

ଓଡ଼ିଶା ସମେତ ୫ ରାଜ୍ୟରେ ଇଏମଆରଏସ ପାଇଁ ‘ଆମାଜନ ଫ୍ୟୁଚର ଇଞ୍ଜିନିୟର ପ୍ରୋଗ୍ରାମ’ର ୨ୟ ପର୍ଯ୍ୟାୟ ଆରମ୍ଭ

ଭୁବନେଶ୍ୱର/ନୂଆଦିଲ୍ଲୀ: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଅଧୀନ ଜାତୀୟ ଆଦିବାସୀ ଛାତ୍ର ସୋସାଇଟୀ (ଏନଇଏସଟିଏସ୍) ଆନ୍ଧ୍ରପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ, ଓଡ଼ିଶା, ରାଜସ୍ଥାନ ଏବଂ ତେଲଙ୍ଗାନାରେ ଥିବା ୫୪ଟି ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (ଇଏମଆରଏସ)ରେ 'ଆମାଜନ ଫ୍ୟୁଚର…

ଟ୍ରାଫିକ୍ ଆଇନ ଉଲ୍ଲଂଘନ: ତିନି ବର୍ଷରେ ଟ୍ବିନ୍ ସିଟିରୁ ୧୮୬ କୋଟିରୁ ଅଧିକ ଟଙ୍କା ଆଦାୟ

ଭୁବନେଶ୍ୱର: ରାଜ୍ୟ ସରକାର ଗତ ୩ ବର୍ଷ ମଧ୍ୟରେ ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ୧୮୬ କୋଟିରୁ ଅଧିକ ଟଙ୍କା ଟ୍ରାଫିକ୍ ଆଇନ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କଠୁ ଫାଇନ୍ ଆଦାୟ କରିଛନ୍ତି। ସୋମବାର ଓଡ଼ିଶା ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା ଦେଇଛନ୍ତି।…

ଏସିଆନ ଗେମ୍ସ: ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ଫାଇନାଲରେ ପ୍ରଣତୀ

ଭୁବନେଶ୍ୱର: ଓଡିଶାର ଏଏମ/ଏନଏସ ଇଣ୍ଡିଆ ଏଚପିସି ଜିମ୍ନାଷ୍ଟ ପ୍ରଣତୀ ନାୟକ ହାଙ୍ଗଝୋଉରେ ଚାଲିଥିବା ଏସିଆନ ଗେମ୍ସର ଫାଇନାଲରେ ପ୍ରବେଶ କରିଛନ୍ତି । ଝାରଗ୍ରାମର ଏହି ୨୮ ବର୍ଷୀୟା ପ୍ରତିଭାବାନ ଜିମ୍ନାଷ୍ଟ ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସର ଉଭୟ ଭଲ୍ଟ ଏବଂ ଅଲ ରାଉଣ୍ଡ ଫାଇନାଲକୁ ଉନ୍ନୀତ…

ଡ୍ରେନ୍ ପାଣିରେ ସୁନ୍ଦର ସୁନ୍ଦର ରଙ୍ଗିନ ମାଛ, ଦୃଶ୍ୟ ଆକ୍ୱାରିୟମଠାରୁ କମ୍ ନୁହେଁ

ଜାପାନ: ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳେ । ଯେଉଁଥିରେ ଆମକୁ ଅନେକ କିଛି ଶିକ୍ଷଣୀୟ ଜିନିଷ ଦେଖିବାକୁ ମିଳୁଥିବା ବେଳେ ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ କରିଥାଏ । ସେହିଭଳି ଏବେ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।…

ପ୍ରତିଶ୍ରୁତି ରଖିଲେ ରେଳମନ୍ତ୍ରୀ, ବିଶାଖାପାଟନମ୍ ଯାଏଁ ସମ୍ବଲପୁର-ବାରଣାସୀ ଏକ୍ସପ୍ରେସର ସମ୍ପ୍ରସାରଣକୁ ମଞ୍ଜୁରି

ଭୁବନେଶ୍ୱର: ଓଡ଼ିଶାର ଦକ୍ଷିଣ ଏବଂ ପଶ୍ଚିମ ଜିଲ୍ଲାରେ ରେଳ ସେବା ବୃଦ୍ଧି ଦିଗରେ ଆଉ ଏକ ପଦକ୍ଷେପ ନେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ସମ୍ବଲପୁର-ବାରଣାସୀ ଏକ୍ସପ୍ରେସକୁ ଟିଟିଲାଗଡ଼ ଏବଂ ରାୟାଗଡା ଦେଇ ବିଶାଖାପାଟନମ୍ ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ଅନୁମୋଦନ କରିଛନ୍ତି। ରେଳମନ୍ତ୍ରୀଙ୍କ…

ଡେଙ୍ଗୁରେ ପ୍ରାଣ ହରାଇଲେ କ୍ଷତିପୂରଣ ଦେବାକୁ କୌଣସି ବ୍ୟବସ୍ଥା ନାହିଁ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ଏହି ରୋଗରେ ଆକ୍ରାନ୍ତଙ୍କ ପରିବାରକୁ କ୍ଷତିପୂରଣ ଦେବା ପାଇଁ କୌଣସି ସରକାରୀ ବ୍ୟବସ୍ଥା ନାହିଁ। ସୋମବାର ବିଧାନସଭାରେ ବିଧାୟକ…

ବିପର୍ଯ୍ୟସ୍ତ ଜାତୀୟ ରାଜପଥ କଥା ଉଠାଇଲା ବିଜେଡି, ବିଜେପି କହିଲା କେଉଁ ଆଧାରରେ କେନ୍ଦ୍ରକୁ ୧୦ରୁ ୮ ଦେଲେ…

ଭୁବନେଶ୍ୱର: ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରର ମୋଦୀ ସରକାରକୁ ୧୦ରୁ ୮ ମାର୍କ ଦେଇଛନ୍ତି। ଅନ୍ୟପଟେ ତାଙ୍କ ଦଳର ବିଧାୟକ ବିରୋଧୀ ବିଜେପିକୁ କାଉଣ୍ଟର କରିବାକୁ ଯାଇ ୫୫ ନମ୍ବର ଜାତୀୟ ରାଜପଥର ବିପର୍ଯ୍ୟୟ କଥା ଦୋହରାଇଛନ୍ତି। ଯାହା କଟକରୁ ସମ୍ବଲପୁରକୁ ସଂଯୋଗ…

ଟ୍ରେନ୍ ଭିତରେ କୁସ୍ତି , ଉପଭୋଗ କଲେ ଯାତ୍ରୀ

ଜାପାନ: ଟ୍ରେନ୍ ଭିତରେ କୁସ୍ତି । ଦୁଇ ପେସାଦାର କୁସ୍ତି ଯୋଦ୍ଧାଙ୍କ କଳାକୌଶଳ ଉପଭୋଗ କରିଛନ୍ତି ଯାତ୍ରୀ । ଏହାର ଏକ ଭିଡ଼ିଓ ଓ ଫଟୋ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଜାପାନର ଟୋକିଓରୁ ନାଗୋୟା ଯାଉଥିବା ସିଂକାଂସେନ୍ ବୁଲେଟ୍ ଟ୍ରେନ୍‌ର ଏକ ବଗି ଭିତରେ ଦୁଇ ଜଣ…