ଭାଇରାଲ ଜ୍ୱର ହେଲେ ମନଇଚ୍ଛା ଔଷଧ ଖାଇବା ବିପଜ୍ଜନକ: ଡା. ଶୁଭ୍ରାଂଶୁ ପାତ୍ର
ଭୁବନେଶ୍ୱର: ଭାଇରାଲ ଜ୍ୱର ହେଲେ ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ନ ଖାଇବାକୁ କିମ୍ସ ମେଡିକାଲ କଲେଜ ଉପାଧ୍ୟକ୍ଷ ତଥା ବିଶିଷ୍ଟ ଭେଷଜ ବିଶେଷଜ୍ଞ ପ୍ରଫେସର ଡା. ଶୁଭ୍ରାଂଶୁ ପାତ୍ର ସତର୍କ କରାଇଛନ୍ତି । ଏହା ସହ କୌଣସି ପ୍ରକାର ଚିକିତ୍ସା କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା…