ଲେମ୍ବୁ ଓ ହଳଦୀ ଦୂର କରିବ ଏହିସବୁ ରୋଗ….
ଦିନକୁ ଦିନ ବଢ଼ିଲାଣି ତାତି । ଏହି ସମୟରେ ପ୍ରାୟତଃ ଅସୁସ୍ଥତା ଅନୁଭବ ହୋଇଥାଏ । ହେଲେ କିଛ ଘରୋଇ ଉପଚାର କରିବା ଦ୍ୱାରା ଆପଣ ସୁସ୍ଥ ରହିପାରିବେ। ତେବେ ହଳଦୀ ସହ ଲେମ୍ବୁ ବ୍ୟବହାର କରିବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ହଳଦୀ ଓ ଲେମ୍ବୁରେ ଆଣ୍ଟିଇନଫ୍ଲାମେଟ୍ରୀ, ଆଣ୍ଟି…