Latest Odisha News

BREAKING NEWS

ରହସ୍ୟମୟୀ ମନ୍ଦିର : ବନବାସ ସମୟରେ ଏଠାରେ ସୂର୍ଯ୍ୟ ଦେବତାଙ୍କୁ ଉପାସନା କରିଥିଲେ ପ୍ରଭୂ ରାମଚନ୍ଦ୍ର

ନୂଆଦିଲ୍ଲୀ : ଭାରତରେ ସବୁ ଧର୍ମାବଲମ୍ବୀ ର ଲୋକ ବସବାସ କରନ୍ତି । ଏଠାରେ ଅନେକ ମଠ ମନ୍ଦିର ରହିଛି  । ଯେଉଁଠାକୁ ପ୍ରତ୍ୟେକ ଦିନ ଶହ ଶହ ଲୋକ ବୁଲିବାକୁ ଆସନ୍ତି  । କିନ୍ତୁ ଏସବୁ ମନ୍ଦିର ସହିତ ରହିଛି ଏକ ରହସ୍ୟମୟୀ କାହାଣୀ  । ଯାହା ଅନେକ ଲୋକଙ୍କୁ ଅଛପା । ଝାଡଖଣ୍ଡ ରାଞ୍ଚି ଠାରୁ…

ଦିନିକିଆ ବିଶ୍ୱକପରେ ଭାରତର ସେମିଫାଇନାଲ ଯାତ୍ରା

ମୁମ୍ବାଇ: ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ସେମିଫାଇନାଲରେ ପ୍ରବେଶ କରିଛି । ଓଭରାଲ ୭ମ ଥର ପାଇଁ ଟିମଇଣ୍ଡିଆ ସେମିକୁ ଉନ୍ନୀତ ହୋଇଛି । ଏହା ମଧ୍ୟରୁ ୩ଥର ବିଜୟ ସହ ଫାଇନାଲରେ ପ୍ରବେଶ କରିଥିବା ବେଳେ ୨ ଥର ଚାମ୍ପିୟନ ହୋଇଛି । ୧୯୮୩ରେ ଭାରତ ୬ ୱିକେଟରେ ଇଂଲଣ୍ଡକୁ ହରାଇ ଫାଇନାଲରେ…

ୱାଙ୍ଖେଡରେ ଭାରତ ଜିତିନି ସେମିଫାଇନାଲ ମୁକାବିଲା

ମୁମ୍ବାଇ: ୨୦୨୩ ଦିନିକିଆ ବିଶ୍ୱକପ କ୍ରିକେଟର ସେମିଫାଇନାଲ ମ୍ୟାଚ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯିବ । ଏହା ଭାରତ ପାଇଁ କିଛି ମାତ୍ରାରେ ଚିନ୍ତାର କାରଣ ସାଜିଛି । ଟିମ ଇଣ୍ଡିଆ ଏଠାରେ କେବେ ହେଲେ ସେମିଫାଇନାଲ ମୁକାବିଲା ଜିତିନି । ଅବଶ୍ୟ ଏହି ଷ୍ଟାଡିୟମରେ ଭାରତ ୨୦୧୧ରେ…

ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ଲେମ୍ବୁ ? ଆସନ୍ତୁ ଜାଣିବା…

ନୂଆଦିଲ୍ଲୀ : ଆମେ ସାଧାରଣତଃ ଆମ ଦୈନନ୍ଦିନ ଜୀବନରେ ଲେମ୍ବୁ କୁ ବ୍ୟବହାର କରିଥାଉ  ।  କେହି କେହି ପ୍ରତିଦିନ ଖାଦ୍ୟରେ ଲେମ୍ବୁ ଖାଇଥାନ୍ତି  । କିନ୍ତୁ ଆପଣମାନେ ଜାଣନ୍ତି କି ଲେମ୍ବୁ ଆମ ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ । ଆସନ୍ତୁ ଜାଣିବା  । ଲେମ୍ବୁରେ ସାଧାରଣତଃ କ୍ୟାଲସିୟମ୍ ,…

ଆସୁଛି ଲଘୁଚାପ: ନଭେମ୍ବର ୧୬ରେ ଅବପାତ,ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନଶ୍ୱର:ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା ରହିଛି ।  ନଭେମ୍ବର ୧୫ ତାରିଖରୁ ଓଡ଼ିଶାରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ ସୂଚନା ଦେଇଛି । ଭାରତୀୟ ପାଣିପାଗ ବିଭାଗ ଆଇଏମଡିର…

ଛକାରେ ୱେଷ୍ଟଇଣ୍ଡିଜ ରେକର୍ଡ ଭାଙ୍ଗିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ଶେଷ ଲିଗ ମ୍ୟାଚରେ ନେଦରଲାଣ୍ଡକୁ ୧୬୦ ରନରେ ପରାସ୍ତ କରିଛି । ଏଥିସହ ଅପରାଜେୟ ଭାବେ ଭାରତ ଗ୍ରୁପ ପର୍ଯ୍ୟାୟ ଶେଷ କରିଛି । ୧୫ ନଭେମ୍ବରରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ ମୁମ୍ବାଇରେ ଖେଳାଯିବ । ଏହି ଅବସରରେ ଭାରତ…

ଉତ୍ତରାଖଣ୍ଡରେ ସୁଡଙ୍ଗ ଭୁଶୁଡିବା ଘଟଣା: ଫସିିଥିବା ୪୦ ଶ୍ରମିକଙ୍କ ଭିତରେ ୫ ଓଡ଼ିଆ,ସମସ୍ତେ ସୁରକ୍ଷିତ

ନୂଆଦିଲ୍ଲୀ:ଉତ୍ତରାଖଣ୍ଡର ଉତ୍ତରକାଶୀରେ ରବିବାର ହୋଇଥିବା ସୁଡଙ୍ଗ ଭୁଶୁଡି ପଡିବା ଯୋଗୁ ଭିତରେ ୪୦ ଜଣ ଶ୍ରମିକ ଫସି ରହିଛନ୍ତି । ସେମାନଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ଥିବା ଜଣାଯାଇଛି । ସମସ୍ତେ ସୁରକ୍ଷିତ ଅଛନ୍ତି ।  ବ୍ରହ୍ମଖାଲ-ଯମୁନେତ୍ରୀ ରାଷ୍ଟ୍ରୀୟ ରାଜମାର୍ଗରେ ଏକ ନିର୍ମାଣାଧୀନ…

ତେଲେଙ୍ଗାନା ନିର୍ବାଚନ: ୧୧୯ ଆସନ ପାଇଁ ୪,୭୯୮ ପ୍ରାର୍ଥୀପତ୍ର:ଗଜବେଲ ଆସନରୁ ସର୍ବାଧିକ ୧୪୫ ଜଣ ଭରିଲେ ନାମାଙ୍କନ

ନୂଆଦିଲ୍ଲୀ:ତେଲେଙ୍ଗେନାରେ ନଭେମ୍ବୀର ୩୦ ହେବ ବିଧାନସଭା ନିର୍ବାଚନ । ୧୧୯ଟି ଆସନ ପାଇଁ ହେବ ମତଦାନ । ଏଥାପାଇଁ ୪,୭୯୮ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ୧୦ ନଭେମ୍ବର ଥିଲା ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ  ।ଶେଷ ତାରିଖରେ ଅଧା ପ୍ରାର୍ଥୀପତ୍ର ଦାଖଲ ହୋଇଛି । ନଭେମ୍ବର ୩…

ବଦଳିବ ପୁରୀ ବଡଦାଣ୍ଡର ରଙ୍ଗ: ସବୁ କୋଠା ଦିଶିବ ଫିକା ଗୋଲାପି

ପୁରୀ: ବଦଳିପାରେ ପୁରୀ ବଡଦାଣ୍ଡର ରଙ୍ଗ । ଯୁଆଡେ ଚାହିଁବ ଦିଶିବ ଗୋଟିଏ ରଙ୍ଗ । ପୂର୍ବରୁ ବଡଦାଣ୍ଡର ସବୁକୋଠା,ଘରର ରଙ୍ଗ ଥିଲା ଆଇଭରି । ହେଲେ ଏବେ ଏହି ରଙ୍ଗ ବଦଳିବ । ହେଲେ କେଉଁ ରଙ୍ଗ ଲାଗିବ ତାହା ସ୍ଥିର ହୋଇନାହିଁ । ୧୪ଟି ରଙ୍ଗକୁ ଅନୁଧ୍ୟାନ କରାଯାଇଛି । ତା ମଧ୍ୟରୁ ଫିକା…

କବିତା : କଣ୍ଟା

ରାମକୃଷ୍ଣ  ଯେଉଁ ଦିନ ମୁଁ କଣ୍ଟା ମାଡିଲି ସେଦିନ ଜାଣିଲି ଯେ କୌଣସି ରାସ୍ତା ନିରାପଦ ନୁହେଁ ପାଦର କଣ୍ଟା ହିଁ ସୂଚନାଦିଏ ଯେ ରାସ୍ତାବୋଲି କିଛି ନାହିଁ ଚାଲୁ ଚାଲୁ ପାଦ ହିଁ ତିଆରି କରେ ନିଜର ରାସ୍ତା। ମୁଁ କଣ୍ଟା କଥା କହୁଥିଲି ଯଦିଓ କଣ୍ଟା କଥା ପଡୁ ପଡୁ ରାସ୍ତା ଆପେ…