Latest Odisha News

BREAKING NEWS

ନିୟମିତ ହେବେ ୧୮ ହଜାରରୁ ଉର୍ଦ୍ଧ୍ବ ଚୁକ୍ତିଭିତ୍ତିକ ଶିକ୍ଷକ, ବିସ୍ତୃତ ରିପୋର୍ଟକୁ ଅପେକ୍ଷା: ସଙ୍ଘ ସଭାପତି

ଭୁବନେଶ୍ୱର: ଗୁରୁବାର ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାଦ୍ୱାରା ୧୮ ହଜାରରୁ ଉର୍ଦ୍ଧ୍ୱ ଚୁକ୍ତିଭିତ୍ତିକ ଶିକ୍ଷକ ଉପକୃତ ହେବେ। ନିୟମିତ ହେବା ଦାବିରେ ୧୩ ଦିନ ହେବ ଧାରଣାରେ ବସିଥିଲେ। …

୭୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ/କଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୪୫ ଗୋଟି ସ୍ଥାନରେ ଆୟୋଜିତ ହେଇଥିବା କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୩ ଏପ୍ରିଲ ୨୦୧୩ ରେ ପ୍ରାୟ ୭୧,୦୦୦ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତ…

କୋଟିଆ ରାଜନୀତି: ଧର୍ମେନ୍ଦ୍ରଙ୍କ ‘ଗୋ ବ୍ୟାକ ଆନ୍ଧ୍ର’ ନାରାକୁ ବିଜେଡିର ଉପହାସ, ମଧ୍ୟସ୍ଥତା ଦାବି

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ 'ଗୋ ବ୍ୟାକ୍ ଆନ୍ଧ୍ର' ସ୍ଲୋଗାନକୁ 'ବ୍ୟର୍ଥ' କହି ଉପହାସ କରିଥିଲା ବିଜୁ ଜନତା ଦଳ। ଏବେ ଏହାର କଡା ଜବାବ ଦେଇଛନ୍ତି ଧର୍ମେନ୍ଦ୍ର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଶାସକ ଦଳ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ସହ କୋଟିଆ…

ଝାରସୁଗୁଡା ଉପନିର୍ବାଚନ: ‘କିଏ ସ୍ଥାନୀୟ ବାସିନ୍ଦା, କିଏ ଜିଲ୍ଲା ବାହାର’ ତେଜିଲା ବୟାନବାଜି

ଝାରସୁଗୁଡା: ଗୁରୁବାର ଝାରସୁଗୁଡା ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଉ ନିମାଙ୍କନ ଦାଖଲ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାପୂର୍ବରୁ ତିନି ଦଳ ପ୍ରାର୍ଥୀ ମଧ୍ୟ ଘୋଷଣା କରିଛନ୍ତି। ଏବେ ଝାରସୁଗୁଡାରେ ନିର୍ବାଚନ ମୈଦାନ କମ୍ପୁଛି। ଏହି ସମୟରେ ଆଗ ମାଟି ପରେ…

ବିସ୍ଫୋରଣରେ ୧୮ ହଜାରରୁ ଊର୍ଦ୍ଧ୍ୱ ଗାଈଙ୍କ ମୃତ୍ୟୁ

ଟେକ୍ସାସ: ଆମେରିକାର ଟେକ୍ସାସରେ ଏକ ଦୁଃଖଦ ଖବର ହସ୍ତଗତ ହୋଇଛି । ଏଠାରେ ଏକ ଡେୟରୀ ଫାର୍ମରେ ବଡ ଧରଣର ବିସ୍ଫୋରଣ ଘଟିବା ଫଳରେ ୧୮,୦୦୦ରୁ ଊର୍ଦ୍ଧ୍ୱ ଗାଈଙ୍କ ମୃତ୍ୟୁ ଘଟିଛି । ଏହାର ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । ଡିମିଟରେ ଥିବା ସାଉଥ ଫୋର୍କ ଡେୟରୀରେ…

ଶ୍ରମିକ ନେତା ସୌରୀବନ୍ଧୁ କରଙ୍କ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ

ଭୁବନେଶ୍ଵର: ଏ.ଆଇ.ଟି.ୟୁ.ସି.ର ପ୍ରାକ୍ତନ ସାଧାରଣ ସମ୍ପାଦକ ସି.ପି.ଆଇ. ପ୍ରାକ୍ତନ ଜାତୀୟ ପରିଷଦ ସଭ୍ୟ, ସୁସାହିତ୍ୟିକ, ପ୍ରଗତିଶୀଳ ଲେଖକ ସାମ୍ମୁଖ୍ୟର ପ୍ରବକ୍ତା ସାଥୀ ସୌରୀବନ୍ଧୁ କରଙ୍କ ତୃତୀୟ ରାଜ୍ୟସ୍ତରୀୟ ସ୍ମୃତି ସମାରୋହ ଏ.ଆଇ.ଟି.ୟୁ.ସି. ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ କାର୍ଯ୍ୟକାରୀ…

ସୋଆରେ ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କିତ କର୍ମଶାଳା, ଯୋଗ ଦେବେ ୮ ଟି ଦେଶର ପ୍ରତିନିଧି

ଭୁବନେଶ୍ୱର: ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସମ୍ପର୍କରେ ଅଧିକ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ୮ଟି ବିଭିନ୍ନ ଦେଶର ପ୍ରତିନିଧିମାନେ ଏପ୍ରିଲ ୧୫ ତାରିଖରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏ ସମ୍ପର୍କରେ ଆଲୋଚନା ନିମନ୍ତେ ଏକ କର୍ମଶାଳାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।…

ଗୁଜରାଟ ବୋଲରଙ୍କ କଞ୍ଜୁସ ବୋଲିଂ, ବଡ ସ୍କୋର କରିପାରିଲା ନାହିଁ ପଞ୍ଜାବ

ମୋହାଲୀ: ଚଳିତ ଆଇପିଏଲରେ ଗୁରୁବାର ଅନୁଷ୍ଠିତ ମୁକାବିଲାରେ ପଞ୍ଜାବ କିଙ୍ଗସ ୧୫୪ ରନର ବିଜୟ ଲକ୍ଷ୍ୟ ଗୁଜରାଟ ଟାଇଟାନ୍ସ ସମ୍ମୁଖରେ ରଖିଛି । ଗୁଜରାଟ ବୋଲରଙ୍କ କଞ୍ଜୁସ ବୋଲିଂ ଯୋଗୁ ପଞ୍ଜାବ ୨୦ ଓଭରରେ ୮ ୱିକେଟ ହରାଇ ୧୫୩ ରନ କରିବାକୁ ସକ୍ଷମ ହୋଇଥିଲା । ପଞ୍ଜାବର କୌଣସି ବ୍ୟାଟ୍ସମ୍ୟାନ ବଡ…

ୱାଇ-୨୦ କନ୍‍ସଲ୍‍ଟେସନ୍‍: କିସ୍‍ ବୁଲିଲେ ୨୦ ଦେଶର ସାଂସଦ

ଭୁବନେଶ୍ୱର: ଅପ୍ରେଲ୍‍ ୧୪ ତାରିଖରେ କିଟ୍‍ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେବାକୁ ଥିବା ସମ୍ମାନଜନକ ୟୁଥ-୨୦ କନସ୍‍ ଲ୍‍ଟେସନରେ ଯୋଗ ଦେବାକୁ ଆସିଥିବ । ଆମେରିକା, ବ୍ରିଟେନ, ଜର୍ମାନ, ୟୁକ୍ରେନ, ସୁଇଜରଲାଣ୍ଡ, ପୋଲାଣ୍ଡ, ଆର୍ମେନିଆ, ସ୍ଲୋଭାକିଆ, ବୁଲଗେରିଆ, କଙ୍ଗୋ, ଆଇଭେରି କୋଷ୍ଟ ଆଦି ୨୦…

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ସୁକିନ୍ଦାର ଦୁଇଟି କଲେଜକୁ ଲାଇବ୍ରେରୀ ବିଲ୍ଡିଂ ଉତ୍ସର୍ଗ

ସୁକିନ୍ଦା/ଡୁବୁରୀ: ଗୋଷ୍ଠୀ ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଯାଜପୁର ଜିଲ୍ଲା ଡୁବୁରୀରେ ଏକ ସର୍ବସାଧାରଣ ଶୌଚାଳୟ ଏବଂ ସୁକିନ୍ଦା କଲେଜ ଓ ହରିପୁର ସ୍ଥିତ ଭାରତୀ ବିହାର ଡିଗ୍ରୀ ମହାବିଦ୍ୟାଲୟରେ ଦୁଇଟି ଲାଇବ୍ରେରୀ ବ୍ଲକକୁ ଉତ୍ସର୍ଗ କରିଛି । ଏହି…