ଦୀପାବଳି ଅଘଟଣ:କ୍ୟାପିଟାଲ ହସ୍ପିଟାଲରେ ୧୦୦ରୁ ଅଧିକ ଭର୍ତ୍ତି: ସମ୍ବଲପୁରରେ ଜଳିଗଲା ଆପାର୍ଟମେଣ୍ଟ
ଭୁବନେଶ୍ୱର:ସରିଛି ଦୀପାବଳି । ଅନେକ ସତର୍କ ସୂଚନା ସତ୍ତ୍ୱେ ଲୋକେ ଚେତିନାହାନ୍ତି । ଫୁଟାଇଛନ୍ତି ବାଣ । ଖାଲିପରିବେଶ ପ୍ରଦୂଷିତ ହୋଇନି, ବରଂ ସାରା ରାଜ୍ୟରେ ବାଣ ନିଆଁ ପଡି ଶତାଧିକ ଆହତ ହୋଇଥିବା ସୂଚନା ଆସିଛି । କେବଳ ରାଜଧାନୀ କ୍ୟାପିଟାଲ ହସ୍ପିଟାଲରେ ବାଣପଡି ୧୦୦ରୁ ଅଧିକ ଭର୍ତ୍ତି…