ଆୟାର, ଗିଲଙ୍କ ବିସ୍ଫୋରକ ଶତକ : ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବ ବୃହତ ଦିିନିକିଆ ସ୍କୋର କଲା ଟିମ ଇଣ୍ଡିଆ
ଇନ୍ଦୋର: ସ୍ଥାନୀୟ ହୋଲକର ଷ୍ଟାଡିୟମରେ ଶ୍ରେୟାଶ ଆୟାର ଓ ଶୁଭମନ ଗିଲଙ୍କ ବିସ୍ଫୋରକ ଶତକ ବଳରେ ଭାରତ ୪୦୦ ରନର ବିଜୟ ଲକ୍ଷ୍ୟ ଅଷ୍ଟ୍ରେଲିଆ ସମ୍ମୁଖରେ ରଖିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଏହା ସର୍ବ ବୃହତ ଦିନିକିଆ ସ୍କୋର । ଏହା ପୂର୍ବରୁ ବାଙ୍ଗାଲୋରରେ ଭାରତ ୧୦ ବର୍ଷ ତଳେ ୩୮୩/୬ ରନ…