କମିବ ଜନସଂଖ୍ୟା; ଶତାବ୍ଦୀ ଶେଷ ସୁଦ୍ଧା ୮୦୦ରୁ ୬୦୦ କୋଟିକୁ ହ୍ରାସ ପାଇବ
ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ଚମକାଇ ଦେଲା ପରି ତଥ୍ୟ । ଜନସଂଖ୍ୟା ବୃଦ୍ଧିକୁ ନେଇ ମଣିଷର ଚିନ୍ତା ଏଣିକି ଦୂର ହେବ । କାରଣ ବିଶ୍ୱର ଜନସଂଖ୍ୟା ଆଗକୁ ବଢିବନି ବରଂ କମିବ ।ପ୍ରକୃତରେ ବିଶ୍ୱ ଜନସଂଖ୍ୟା ବୃଦ୍ଧି ଏବେ ଚିନ୍ତାଜନକ ସ୍ଥିତିରେ । ୧୨୫ ବର୍ଷର ଲାଗିଥିଲା ଲୋକସଂଖା ୧୦୦ରୁ ୨୦୦…