ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ: ଆପ୍, ଛାତ୍ର କଂଗ୍ରେସ ଚିତ୍, ବାଜି ମାରିନେଲା ଏବିଭିପି
ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଶନିବାର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ୪ଟି ପଦବୀ ମଧ୍ୟରୁ ୩ଟିରେ ବିଜୟୀ ହୋଇଛି। ଛାତ୍ର କଂଗ୍ରେସକୁ କେବଳ ଉପ ସଭାପତି ପଦରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।
ସଭାପତି ଭାବେ ଏବିଭିପିର ତୁଷାର ଡେଢ଼ା, ସମ୍ପାଦକ…