ସାଇବର ଅପରାଧ ରୋକିବାକୁ ପ୍ରୟାସ, କର୍ମଶାଳା ଜରିଆରେ ଗୁଣୁପୁର ପୋଲିସର ସଚେଚନତା
ରାୟଗଡ଼ା: ଆଜି ଗୁଣୁପୁର ମହାବିଦ୍ୟାଳୟରେ ସାଇବର ଅପରାଧ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୁଣୁପୁର ଉପଜିଲ୍ଲାପାଳ ଲଳିତ କହଁର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଇବର ଅପରାଧକୁ କିପରି ରୋକାଯାଇ ପାରିବ ତାଉପରେ ଉପସ୍ଥିତ କଲେଜ ଛାତ୍ରଛାତ୍ରୀଙ୍କୁ ବୁଝାଇ ଥିଲେ।
ଅନ୍ୟମାନଙ୍କ…