Latest Odisha News

BREAKING NEWS

ଭାଇ ହେଲା ଭଗାରୀ : ପାରିବାରିକ କଳହକୁ କେନ୍ଦ୍ର କରି ଭାଇକୁ ଏସିଡ୍ ମାଡ କଲା ଭାଇ

ଭୁବନ: ଭାଇ ହେଲା ଭଗାରୀ  । ପାରିବାରିକ କଳହକୁ କେନ୍ଦ୍ର କରି ଭାଇକୁ ଭାଇ ଏସିଡ୍ ମାଡ କରିଛି  । ଏମିତି କିଛି ଘଟଣା ଘଟିଛି  ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଗଡ଼ଗଁପୁର ଗାଁର ଲତାବିଲ ସାହିରେ  । ସୂଚନା ଅନୁସାରେ ଜମି ବାଡିକୁ କେନ୍ଦ୍ର କରି ଗଡଗହଁପୁର ଗାଁରେ ରହୁଥିବା ଭାଗିରଥୀ ନାୟକ ଏବଂ…

ଆଜି ଆଲୋକର ପର୍ବ ଦୀପାବଳି , ଉତ୍ସବମୂଖର ଗାଁଠୁ ସହର: ପୁରୀରେ ମହାପ୍ରଭୂଙ୍କୁ ଦର୍ଶନ ସହ ବଡବଡୁଆ ଡାକିଲେ ଶ୍ରଦ୍ଧାଳୁ

ପୁରୀ : ଆଜି ଆଲୋକର ପର୍ବ ଦୀପାବଳୀ  । ଏଥିଲାଗି ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର  । ସବୁଠି ଭକ୍ତମୟ ପରିବେଶ  । ମାଆ କାଳୀଙ୍କ ଆବାହନ ଲାଗି ସବୁଠି ଚାଲିଛି ପ୍ରସ୍ତୁତି । ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ଘରଠୁ ଅଫିସ୍ । ଆଜି ପୁରୀରେ ମହାପ୍ରଭୂଙ୍କୁ ଦର୍ଶନ କରିବା ସହ ବଡବଡୁଆଙ୍କ…

ଶ୍ରୀ ଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ : ମହାପ୍ରଭୁଙ୍କ ଆରାଧନା

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରସନ୍ନତା ପାଇଁ ପ୍ରତ୍ୟେକ ବ୍ୟକ୍ତି ସଂସାରର ଆସକ୍ତି ବା ମୋହ, ରାଗ,ତଥା ଆକର୍ଷଣ (ସାଂସାରିକ ବନ୍ଧନ )ରହିତ ହୋଇ ନିଜର ଶରୀର, ଇନ୍ଦ୍ରିୟ, ମନ ଓ ବାଣୀକୁ ସମର୍ପିତ…

ଦୀପାବଳିରେ ରହିଛି ବଡବଡୁଆ ଡାକର ପରମ୍ପରା, ଜାଣନ୍ତୁ ଏହାର ମହତ୍ଵ

ଭୁବନେଶ୍ଵର: ଆଜି ଆଲୋକର ପର୍ବ ଦୀପାବଳି । ଅନ୍ଧାର ଉପରେ ଆଲୋକର ବିଜୟ । ଅସତ୍ୟ ଉପରେ ସତ୍ୟର ବିଜୟ । ଅଧର୍ମ ଉପରେ ଧର୍ମର ଜୟ । ସାରା ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପାଳନ ହେଉଛି ଦୀପାବଳି । ଲୋକେ ଘରେ ଘରେ ଦୀପ ଜାଳିବା ସହ ଇଷ୍ଟ ଦେବୀଙ୍କୁ ପୂଜା କରିଛନ୍ତି । ଉତ୍ତର ଭାରତରେ…

ମଦ ପିଇଛନ୍ତି କି ନାହିଁ କହିବ ମୋବାଇଲ

ନୂଆଦିଲ୍ଲୀ: ମଦ୍ୟପାନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହା ପ୍ରତ୍ୟେକ ମଦ ବୋତଲରେ ଲେଖାଯିବା ସହ ବିଭିନ୍ନ ପ୍ରକାର ବିଜ୍ଞାପନରେ ମଧ୍ୟ ଦର୍ଶାଯାଇଥାଏ । ଏସବୁ ପରେ ବି ଲୋକମାନେ ମଦ୍ୟପାନ କରନ୍ତି । କିନ୍ତୁ ଏବେ ଆପଣ ମଦ୍ୟପାନ କରିଛନ୍ତି କି ନାହିଁ ତାହା ଫୋନରେ କଥା ହେବାବେଳେ ଜଣାପଡିଯିବ ।…

ଭାଷା ଭାଗବତ : ପୁନରଭ୍ୟୁଦୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ସଂଖ୍ୟାରେ ଚଳେ ରାଜନୀତି ଶିକ୍ଷାରେ ଚଳଇ ସଂସ୍କୃତି ସଭିଏଁ ନୁହଂତି ସମାନ ଜଣେ ହିଁ କରେ ସମାଧାନ ତ୍ରୁଟ୍ୟାଦି କରିଲେ ଉପେକ୍ଷା ଭାଷାକୁ ମିଳେନି ସୁରକ୍ଷା ପରାନ୍ନଭୋଜୀ ହେଲେ ଲୋକ ଦିଶେନି ଶୁଦ୍ଧ ଜ୍ଞାନାଲୋକ ତ୍ରୁଟିମୁକ୍ତ…

ଦିଲ୍ଲୀରେ କିଆରାଙ୍କ ସହ ପ୍ରଥମ ଦୀପାବଳି ପାଳିବେ ସିଦ୍ଧାର୍ଥ

ମୁମ୍ବାଇ: ବିବାହ ପରେ ପ୍ରଥମ ଥର ଅଭିନେତ୍ରୀ କିଆରା ଆଡ଼ଭାନୀଙ୍କ ସହ ଦୀପାବଳି ପାଳନ କରିବେ ସିଦ୍ଧାର୍ଥ ମାଲହୋତ୍ରା । ଚଳିତବର୍ଷ ଦୀପାବଳି ସବୁଠୁ ପ୍ରିୟ କପଲ ସିଦ୍ଧାର୍ଥ ଏବଂ କିଆରାଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର । କାରଣ ଏହି ବର୍ଷ ଏହି ଦମ୍ପତି ବିବାହ ପରେ ପ୍ରଥମ ଦୀପାବଳି ପାଳନ କରିବାକୁ…

ବାଘକୁ ଆଲିଙ୍ଗନ କରିବାରୁ ଯୁବକଙ୍କୁ ଦେଲା କାମୁଡ଼ି

ଆଜିକାଲି ଯୁବପିଢି ସୋସିଆଲ ମିଡ଼ିଆରେ ଲୋକପ୍ରିୟ ହେବା ପାଇଁ କୌଣସି ବି କାମ କରିବାକୁ ପଛାଉ ନାହାନ୍ତି । ଏମିତି କି କିଛି ପିଲା ନିଜ ଜୀବନକୁ ବାଜି ଲଗାଇ ଭିଡ଼ିଓ ବନାଉଛନ୍ତି । ନିକଟରେ ଜଣେ ଯୁବକ ବାଘକୁ ଆଲିଙ୍ଗନ କରିବା ମହଙ୍ଗା ପଡ଼ିଛି । ଏହି ଭିଡ଼ିଓ ଭାଇରାଲ ହେବା ଲୋକେ ଦେଖି ଆଶ୍ଚର୍ଯ୍ୟ…

ଇଂଲଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ଦୀପାବଳି ପାଳିଲେ ବଲିଉଡର ୩ ଷ୍ଟାର

ମୁମ୍ବାଇ: ଇଂଲଣ୍ଡର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଦୀପାବଳି ପାଳିଲେ ବଲିଉଡ ୩ ଷ୍ଟାର । ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀ ନିଜ ସରକାରୀ ବାସଭବନରେ ଏକ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ହିନ୍ଦୁ ସମ୍ପ୍ରଦାୟର ଅନେକ ଲୋକ ଯୋଗ ଦେଇଥିବା ବେଳେ ବଲିଉଡ ଷ୍ଟାର…

କର୍କଟ ରୋଗର ଶିକାର ହେଲେ ଡ଼ଲି ସୋହି

ମୁମ୍ବାଇ: କର୍କଟ ରୋଗର ଶିକାର ହେଲେ ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଡ଼ଲିି ସୋହି । ସେ ଧାରାବାହିକ ‘ଭାବି’ରେ କାମ କରି ଲୋକପ୍ରିୟ ହୋଇଛନ୍ତି । କିଛି ବର୍ଷର ବ୍ୟବଧାନ ପରେ ଧାରାବାହିକ ‘ପରିଣୀତି’ ସହିତ ଛୋଟ ପରଦାକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଡଲି । କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା…