ଗୋ ମୂତ୍ର ପାନୀୟ ମାନବ ପାଇଁ ଉପଯୁକ୍ତ ନୁହେଁ: ଆଇଭିଆରଆଇ
ବରେଲି: ଭାରତୀୟ ପଶୁ ଚିକିତ୍ସା ଅନୁସନ୍ଧାନ ସଂସ୍ଥା (ଆଇଭିଆରଆଇ) ପକ୍ଷରୁ କରାଯାଇଥିବା ଗବେଷଣାରେ ଗୋ ମୂତ୍ର ପାନୀୟ କରିବା ମଣିଷ ପକ୍ଷେ ଉପଯୁକ୍ତ ନୁହେଁ । ଏଥିରେ ହାନିକାରକ ବ୍ୟାକ୍ଟେରିଆ ଥାଇପାରନ୍ତି ବୋଲି ଉକ୍ତ ଗବେଷଣାରେ ସ୍ପଷ୍ଟ କରାଯାଇଛି । ୩ଜଣ ପିଏଚଡି ଛାତ୍ର ଭୋଜରାଜ ସିଂଙ୍କ…