Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଭାଦ୍ରବ ମାସର ପର୍ବପର୍ବାଣୀ

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବାର୍ଷିକ ପର୍ବପର୍ବାଣୀର ବିବରଣୀ ପ୍ରଦାନ କ୍ରମରେ ଆମେ ଶ୍ରାବଣ ମାସ ବିଷୟରେ ଜାଣିଲେ। ଏବେ ଜାଣିବା ସବୁଠାରୁ ଅଧିକ ପର୍ବପର୍ବାଣୀ ପାଳିତ ହେଉଥିବା…

ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ: ଗାଜା ଆକାଶରୁ ଲଗାତାର ବର୍ଷୁଛି ବୋମା, ୨,୧୦୦ଙ୍କ ମୃତ୍ୟୁ

ନୂଆଦିଲ୍ଲୀ:ଭୟଙ୍କର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । ଛାତି ଥରି ଗଲା ପରି ଦୃଶ୍ୟମାନ ସାମ୍ନାକୁ ଆସୁଛ । ଯୁଦ୍ଧ ଶେଷ ହେବାର  କୌଣସି ଆଭାସ ମିଳୁନି । ଦିନକୁ ଦିନ ଭୟଙ୍କର ହେଉଛି ସ୍ଥିତି । ପାଲେଷ୍ଟାଇନ ଓ ଇସ୍ରାଏଲ କେହି କାହାକୁ ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି । ୫ଦିନର ଯୁଦ୍ଧ ଭିତରେ ୨୧୦୦…

ବଲାଙ୍ଗୀରରେ ଲୁଗା ଦୋକାନ ଓ ଗୋଦାମରେ ଜିଏସଟି ରେଡ୍

ବଲାଙ୍ଗୀର: କଣ୍ଟାବାଞ୍ଜିରେ ଥିବା ଏକ ଲୁଗା ଦୋକାନ ଡିଲରଙ୍କ ଘରେ ବୁଧବାର ଜିଏସଟି ଅଧିକାରୀଙ୍କ ଟିମ୍ ଚଢ଼ଉ କରିଛନ୍ତି। ଟିକସ ଫାଙ୍କି ଅଭିଯୋଗରେ ବଲାଙ୍ଗୀର ଜିଏସଟି ଡେପୁଟି କମିସନର କିଶୋର ଚନ୍ଦ୍ର ମେହେରଙ୍କ ନେତୃତ୍ୱରେ କଣ୍ଟାବାଞ୍ଜିର 9 ନମ୍ବର ଓ୍ୱାର୍ଡରେ ଥିବା ରୋହିତ ଖୁଆଡ଼ର ଖୁଆଡ଼…

ରାଜସ୍ଥାନରେ ବିଧାନସଭା ନିର୍ବାଚନର ତାରିଖ ବଦଳିଲା

ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୨୩ ତାରିଖ ବଦଳରେ ନଭେମ୍ବର ୨୫ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ନଭେମ୍ବର ୨୩ ତାରିଖରେ ରାଜ୍ୟରେ ଅନେକ ବିବାହ ରହିଛି ତେଣୁ ମତଦାନ ପ୍ରଭାବିତ ହେବାର ସମ୍ଭାବନାକୁ ଦେଖି ରାଜନୈତିକ ଦଳ ଓ ସାମାଜିକ ସଂଗଠନର ପ୍ରତିନିଧିମାନେ ଉଦବେଗ…

ସହଭାଗୀ ମୂଲ୍ୟବୋଧ ଏବଂ ରଣନୈତିକ ସ୍ୱାର୍ଥ ଉପରେ ଆଧାରିତ ଭାରତ-ଜାପାନ ଦ୍ୱିପାକ୍ଷିକ ସମ୍ପର୍କ : ଶୁଭ୍ରକାନ୍ତ ପଣ୍ଡା

ଭୁବନେଶ୍ୱର: ଭାରତ-ଜାପାନ ଦ୍ୱିପାକ୍ଷିକ ସମ୍ପର୍କରେ ଅଗ୍ରଗତି ନିମନ୍ତେ ଭାରତର ପ୍ରମୁଖ ଶିଳ୍ପ ସଂଗଠନ ଫେଡେରେସନ୍ ଅଫ ଇଣ୍ଡିଆନ୍ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ଫିକି-ଫୋରମ୍ ସାଂସଦଙ୍କ ଏକ ପ୍ରତିନିଧି ଦଳ ଟୋକିଓ ଗସ୍ତରେ ଯାଇଛନ୍ତି । ମାନ୍ୟବର ସାଂସଦ ଶ୍ରୀ ରାଜୀବ ପ୍ରସାଦ…

କିମ୍‍ସରେ ଆଲେଚନାଚକ୍ର, ଅତ୍ୟାଧୁନିକ ସିଆଲୋଏଣ୍ଡୋସ୍କୋପି ପଦ୍ଧତିରେ ଲାଳ ଗ୍ରନ୍ଥି ରୋଗ ଚିକିତ୍ସା

ଭୁବନେଶ୍ୱର: କେବଳ ଯେ କିଡନୀରେ ଷ୍ଟେନ୍ ସମସ୍ୟା ଦେଖା ଦେଇଥାଏ ତା ନୁହେଁ; ଏଭଳି ସମସ୍ୟା ଆମ ଲାଳ ଗ୍ରନ୍ଥିରେ ମଧ୍ୟ ପଥର ହୋଇଥାଏ। ଏଣିକି ଅତ୍ୟାଧୁନିକ ପଦ୍ଧତିରେ ଲାଳ ଗ୍ରନ୍ଥିରୁ ପଥର ବାହାର କରାଯାଇପାରୁଛି। କିମ୍‍ସରେ ପ୍ରଥମ ଥର ପାଇଁ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏହି…

ମ୍ୟାଚ ବେଳେ ଦର୍ଶକଙ୍କ ହୃଦୟ ଜିତିଲା କୋହଲିଙ୍କ ଭାବଭଙ୍ଗୀ, ତୁଟିଲା ନବୀନଙ୍କ ସହ କଳି!

ନୂଆଦିଲ୍ଲୀ: ଆଇପିଏଲ ୨୦୨୩ ପରଠାରୁ ବିରାଟ କୋହଲି ଏବଂ ଆଫଗାନିସ୍ତାନର ନବୀନ ଉଲ ହକ ମଧ୍ୟରେ ବିବାଦ ଲାଗି ରହିଥିଲା। ଟୁର୍ଣ୍ଣାମେଣ୍ଟରେ କିଛି ଘଟଣା ଘଟିଥିଲା, ଯାହା ପରେ ସୋସିଆଲ ମିଡିଆରେ ଏହି ଦୁଇ ଖେଳାଳିଙ୍କ ବିଷୟରେ ଅନେକ ସମୟରେ ଚର୍ଚ୍ଚା ହୋଇଆସୁଛି। ଚଳିତ ବିଶ୍ୱକପରେ ମଧ୍ୟ ବୁଧବାର…

ଜମାଖାତାରେ କେତେ ଟଙ୍କା ଅଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଅକ୍ଷୟ

ମୁମ୍ବାଇ: ବଲିଉଡ଼ର ଖିଲାଡ଼ି ଅକ୍ଷୟ କୁମାର ତାଙ୍କ ଆଗାମୀ ଫିଲ୍ମ ମିସନ ରାଣୀଗଞ୍ଜ: ଦ ଗ୍ରେଟ ଭାରତ ରେସକ୍ୟୁକୁ ନେଇ ପୂରା ବ୍ୟସ୍ତ । ଏହି ଫିଲ୍ମଟି ପ୍ରକୃତ ଘଟଣାକୁ ନେଇ ନିର୍ମାଣ କରାଯାଇଛି । ରାଣୀଗଞ୍ଜ କୋଇଲା ଖଣି ଭିତରେ କିଛି ଶ୍ରମିକ ଫସି ରହିଥିଲେ । ଏତିକି ବେଳେ ଦିବଂଗତ ଯଶୱନ୍ତ ସିଂହ…

ନର୍ଥ ଇଷ୍ଟ ଏକ୍ସପ୍ରେସ ଦୁର୍ଘଟଣାର ଶିକାର, ଅନେକ ଯାତ୍ରୀ ଫସି ରହିଥିବା ସୂଚନା

ନୂଆଦିଲ୍ଲୀ: ଦିଲ୍ଲୀରୁ କାମାକ୍ଷାକୁ ଯାଉଥିବା ନର୍ଥ ଇଷ୍ଟ ଏକ୍ସପ୍ରେସ ବିହାରର ବୁକ୍ସରରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଟ୍ରେନର ଅନେକ ବଗି ଟ୍ରାକରୁ ଲାଇନଚ୍ୟୁତ ହୋଇଛି। ଏହି ଘଟଣା ଡିଡିୟୁ ପାଟନା ରେଳ ବିଭାଗର ରଘୁନାଥପୁର ଷ୍ଟେସନରେ ଘଟିଛି। ଆହତଙ୍କ…

୧୨୯ ବର୍ଷ ହେଲାଣି ଏହି ପରିବାର ତିଆରି କରୁଛନ୍ତି କ୍ରିକେଟରଙ୍କ ପସନ୍ଦର ବ୍ୟାଟ୍

ଏବେ ଚାରିଆଡେ ଆଇସିସି ବିଶ୍ୱକପ୍ ୨୦୨୩ର କ୍ରେଜ୍ । କ୍ରିକେଟର ଏହି ମହାକୁମ୍ଭରେ ବ୍ୟାଟ୍ସମ୍ୟାନମାନେ ପସନ୍ଦର ବ୍ୟାଟ୍‌ଗୁଡ଼ିକୁ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ହେଲେ ଏହିସବୁ ବ୍ୟାଟ୍‌କୁ ୧୨୯ ବର୍ଷ ହେଲାଣି ଏମିତି ଏକ ପରିବାର ତିଆରି କରୁଛନ୍ତି । ୧୮୯୪ରେ ଜୈସି ସାମୁଏଲ ରାଇଟ୍…