Latest Odisha News

BREAKING NEWS

ସାଇ ବାବା ଭଗବାନ ନୁହେଁ କହି ଫସିଲେ ବାଗେଶ୍ବର ବାବା, ଥାନାରେ ମାମଲା

ମୁମ୍ବାଇ: ମଧ୍ୟପ୍ରଦେଶର ଛତ୍ରପୁର ବାଗେଶ୍ୱର ଧାମର ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମୁମ୍ବାଇର ବାନ୍ଦ୍ରା ଥାନାରେ ତାଙ୍କ ବିରୋଧରେ ଏତଲା ହୋଇଛି। ନିକଟରେ ଧୀରେନ୍ଦ୍ର ଶାସ୍ତ୍ରୀ ସାଇ ବାବାଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇଥିଲେ। ଏହପରେ ସାଇବାବାଙ୍କ…

ବଦଳିବ ଏନସିଆରଟିର ଦଶମରୁ ଦ୍ୱାଦଶ ଶ୍ରେଣୀ ପୁସ୍ତକ: ହଟିଯିବ ଏହି ସବୁ ବିଷୟ

ନୂଆଦିଲ୍ଲୀ: ନାଶନାଲ କାଉନସିଲ ଅଫ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (NCERT) ର ଦଶମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିଲାବସ ବଦଳିଛି। ଦ୍ୱାଦଶ ଶ୍ରେଣୀର ପୁସ୍ତକରୁ ଅନେକ ବିଷୟକୁ ହଟାଇ ଦିଆଯାଇଛି । ବିଶେଷ କରି ଇତିହାସ, ନାଗରିକ ବିଜ୍ଞାନ, ହିନ୍ଦୀ ସିଲାବସରେ ପରିବର୍ତ୍ତନ କରାଯାଇଛି ।…

ଶିକାର କରିବାରେ ମାତିଛି ବାଘ ; ପୁଣି ଗୋଟିଏ ବାଛୁରୀକୁ ମାରି ଖାଇଲା 

ନୂଆପଡ଼ା: ଶିକାର କରିବାରେ ମାତିଛି ବାଘ। ଗୋଟିକ ପରେ ଗୋଟିଏ ବାଛୁରୀ କରୁଛି ଶିକାର । ଗୁହାଳେ ରଖେଇ ଦେଉନି ବାଛୁରୀ । ଭୟରେ ଦିନ କାଟୁଛନ୍ତି ଗ୍ରାମବାସୀ । ନୂଆପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ବାଘ ଆତଙ୍କ । ମଣିଷ ପରେ ଏବେ ବାଘ ଟାର୍ଗେଟରେ ବାଛୁରୀ । ଗତକାଲି ରାତିରେ ଚିଟିରାମ…

ପଶ୍ଚିମବଙ୍ଗରେ ପୁଣିଥରେ ହିଂସା: ଟ୍ରେନ ଉପରେ ପଥରମାଡ, ପ୍ରଭାବିତ ହେଲା ରେଳସେବା

କୋଲକାତା: ପଶ୍ଚିମବଙ୍ଗର ହାଓ୍ୱାଡାରେ ହିଂସା ହୋଇଥିଲା। ଏବେ ଏହି ହିଂସାକୁ ନେଇ ବିବାଦ ଉପୁଜିଥିବା ବେଳେ ଗତକାଲି ହୁଗୁଳି ଜିଲ୍ଲାର ରିସରାଠାରେ ଆଉ ଏକ ହିଂସା ଦେଖିବାକୁ ମିଳିଛି। ରିସରା ଥାନାରୁ କିଛି ଦୂରରେ ଥିବା ରେଳ ଫାଟକ ନମ୍ବର ୪ରେ ଏକ ପୋଲିସ୍ ଭ୍ୟାନରେ ନିଆଁ ଲାଗିଯାଇଥିଲା। ସେହି…

ବଲାଙ୍ଗୀରରେ ଶିକ୍ଷକ ଚାକିରିରେ ବି ଜାଲ୍ ସାର୍ଟିଫିକେଟ!

ବଲାଙ୍ଗୀର: ଜିଲ୍ଲାରେ ଜାଲ୍ ସାର୍ଟିଫିକେଟକୁ ନେଇ ଧରପଗଡ ଜୋରଦାର ଚାଲିଛି। ଡାକଘର ପରେ ସମବାୟ ବ୍ୟାଙ୍କ ଆଉ ଏବେ ଶିକ୍ଷକ ଚାକିରିରେ ବି କିଛି ବ୍ୟକ୍ତି ଜାଲ୍ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ସୂଚନା ରହିଛି। ଯାହା ସମସ୍ତଙ୍କୁ ହତବାକ କରିଦେଇଛି। ମିଳିଥିବା ସୂଚନା ଅନୁସାରେ ଜିଲ୍ଲାରେ…

ରିଚାର୍ଡ କିସ୍‌ ମାମଲାରେ ଶିଳ୍ପାସେଟ୍ଟୀଙ୍କୁ ମିଳିଲା ଆଶ୍ୱସ୍ତି

ମୁମ୍ବାଇ : ବହୁଚର୍ଚ୍ଚିତ ଅଭିନେତ୍ରୀ ଶିଳ୍ପାସେଟ୍ଟୀ । ନିଜର ଷ୍ଟାଇଲ୍‌ ଏବଂ ଗ୍ଲାମର ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ସେ ନିଜର ଫିଟ୍‌ନେସ ପାଇଁ ସାନ ଅଭିନେତ୍ରୀ ମାନଙ୍କୁ ପଛରେ ପକାଇ ଦିଅନ୍ତି । ବର୍ତ୍ତମାନ ତାଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ୨୦୦୭ରେ ହଲିଉଡ ତାରକା…

ମ୍ୟାଚ ଜିତିବା ପରେ ଖୁସିନଥିଲେ ଧୋନୀ, ଡ୍ରେସିଂ ରୁମରେ ଖେଳାଳିଙ୍କୁ କଲେ ତାଗିଦ!

ଚେନ୍ନାଇ: ଯଦିଓ ଚେପକରେ ଚେନ୍ନାଇ ସୁପର କିଙ୍ଗସ ପ୍ରତିପକ୍ଷ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୧୨ ରନରେ ପରାସ୍ତ କରିଛି ହେଲେ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଦଳର ଖେଳାଳିଙ୍କ ଉପରେ ଅସନ୍ତୋଷ ଥିବା ସୂଚନା ରହିଛି। ମ୍ୟାଚରେ ଯେଉଁଭଳି ଭାବେ ଓ୍ୱାଇଡ୍ ଏବଂ ନୋ ବଲ୍ ଦେଇଥିଲେ ବୋଲର ତାକୁ…

ଝାରସୁଗୁଡାରେ କଂଗ୍ରେସର ଚୟନ କମିଟି, ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା

ଝାରସୁଗୁଡା: ଝାରସୁଗୁଡା ବିଧାନସଭା ଉପନିର୍ବାଚନରେ କିଏ କଂଗ୍ରେସ ପ୍ରାର୍ଥୀ ହେବେ ସେ ନେଇ ଆରମ୍ଭ ହୋଇଛି କସରତ। କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ନେତୃତ୍ବରେ ଗଠିତ ୫ ଜଣିଆ କମିଟି ଏ ନେଇ ଝାରସୁଗୁଡାରେ ପହଁଚିଛନ୍ତି। ସାଲୁଜାଙ୍କ ରିପୋର୍ଟ ଆଧାରରେ ବିଧାୟକ ପ୍ରାର୍ଥୀ କିଏ…

ଜାପାନରେ ପହଁଚିଲେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ

ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ପହଁଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୋକିଓରେ ପହଁଚିବା ପରେ ତାଙ୍କୁ ଭାରତର ରାଷ୍ଟ୍ରଦୂତ ସିବି ଜୋର୍ଜ ଏବଂ ଦୂତାବାସ ଅଧିକାରୀ ସ୍ବାଗତ କରିଥିଲେ। ସୋମବାରଠୁ ୬ ଦିନିଆ ଜାପାନ ଗସ୍ତରେ ଯାଇଛନ୍ତି ନବୀନ। ଗତକାଲି ଏକ ଚାଟାର୍ଡ ବିିମାନ ଯୋଗେ…

ସାବଧାନ : ଜଙ୍ଗଲ ନିଆଁ ଏକ ଘାତକ ଚକ୍ର

ବିଶ୍ୱ ବନ୍ୟ ସପ୍ତାହ ଉପଲକ୍ଷେ ବିଭୂତି ପତିଙ୍କ ଆଲେଖ୍ୟ  ଚଳିତ ବର୍ଷ ଅନ୍ୟ ବର୍ଷମାନଙ୍କ ତୁଳନାରେ ଯଥେଷ୍ଟ ପୂର୍ବରୁ ଗ୍ରୀଷ୍ମ ଋତୁ ଆସିଯାଇଛି, ଏବଂ ତା ସହିତ ଜଙ୍ଗଲ ନିଆଁ ମଧ୍ୟ ଆରମ୍ଭ ହୋଇଯାଇଛି । ନାସାର ଫାୟାର ଇନଫରମେସନ୍ ପର ରିସୋର୍ସ ମ୍ୟାନେଜମେଣ୍ଟ (ସମ୍ବଳ ପରିଚାଳନା ପାଇଁ…