ସୁଲତାନ ଜୋହର କପ ହକି: ଭାରତକୁ ବ୍ରୋଞ୍ଜ
ନୂଆଦିଲ୍ଲୀ: ସୁଲତାନ ଜୋହର କପ ଜୁନିୟର ହକିରେ ଭାରତ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛି । ଶନିବାର ଭାରତ ଓ ପାକିସ୍ତାନ ମଧ୍ୟରେ ତୃତୀୟ ସ୍ଥାନ ପାଇଁ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଉଭୟ ଦଳ ନିର୍ଦ୍ଧାରିତ ସମୟରେ ୩ଟି ଲେଖାଁଏ ଗୋଲ ସ୍କୋର…