‘ଷ୍ଟାର ଫିସ୍’ର ନାହିଁ ଗଣ୍ଡି , ରହିଛି କେବଳ ମୁଣ୍ଡ
ସାଧାରଣତଃ ଗଭୀର ସମୁଦ୍ର ଭିତରେ ବିଭିନ୍ନ ପ୍ରକାରର ସାମୁଦ୍ରିକ ଜୀବ ରହିଥାନ୍ତି । କେବେ କେବେ ଉପରକୁ ଉଠି ଆସୁଥିବା ବିରଳ ଜୀବ ମଧ୍ୟ ଦେଖିବାକୁ ମିଳେ । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେଥିମଧ୍ୟରୁ ‘ଷ୍ଟାର ଫିସ୍’ ଅନ୍ୟତମ । ଏବେ ଏହି ଷ୍ଟାର ଫିସ୍ ବିଷୟରେ ଏକ ନୂଆ ତଥ୍ୟ…