Latest Odisha News

BREAKING NEWS

ରେଳ ଯାତ୍ରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା, କେଉଁ ଟ୍ରେନ୍ ବାତିଲ, କେଉଁ ଟ୍ରେନ୍ ଆଂଶିକ ବାତିଲ ଜାଣନ୍ତୁ

ଭୁବନେଶ୍ବର : କୋଭିଡ ସଂକ୍ରମଣର ଚେନକୁ ଭାଙ୍ଗିବା ଲାଗି ରେଳ ବିଭାଗର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ସଂକ୍ରମଣକୁ ରୋକିବା ଲାଗି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ କିଛି ଟ୍ରେନକୁ ବାତିଲ କରାଯାଇଥିବା ବେଳେ, ଆଉ କିଛି ଟ୍ରେନକୁ ଆାଂଶିକ ବାତିଲ ପାଇଁ ନିଷ୍ପତ୍ତି ନେଇଛି ରେଳ ବିଭାଗ । ଜୁନ…

ମମତା ବାନାର୍ଜୀଙ୍କ ପୁତୁରାକୁ ଚାପୁଡା ମାରିଥିବା ବ୍ୟକ୍ତିଙ୍କ ରହସ୍ୟମୟ ଢ଼ଙ୍ଗରେ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲା…

କୋଲକାତା:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଚାପୁଡା ମାରିଥିବା ବ୍ୟକ୍ତିଜଣଙ୍କର ରହସ୍ୟମୟ ଢ଼ଙ୍ଗରେ ମୃତ୍ୟୁ ଘଟିଛି । ୨୦୧୫ରେ ଏକ କାର୍ଯ୍ୟକ୍ରମ ଅବସରରେ ବିଜେପି ସମର୍ଥକ ଦେବାଶିଷ ଆଚାର୍ଯ୍ୟ ଟିଏମସିର ବର୍ତମାନ ମହାସଚିବ ଅଭିଷେକଙ୍କୁ ଚାପୁଡା…

କଣ୍ଠଶିଳ୍ପୀ ତପୁଙ୍କ ଚିକିତ୍ସା ଲାଗି ଲକ୍ଷେ ଟଙ୍କା ମଞ୍ଜୁର କଲେ ଓଡ଼ିଶା ସରକାର

ଭୁବନେଶ୍ୱର: କିଛି ଦିନ ହେଲା କଣ୍ଠଶିଳ୍ପୀ ତପୁ ମିଶ୍ର କରୋନାରେ ଆ୍ରକାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଦିନକୁ ଦିନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡୁଛି । ଏଭଳି ସମୟରେ କଳାକାର କଲ୍ୟାଣ ପାଣ୍ଠିରୁ ୧ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ସଂସ୍କୃତି ବିଭାଗ। ତାଙ୍କ ଭଉଣୀ…

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ବି ବିଶ୍ୱର ଏକ ନମ୍ବର ଲୋକପ୍ରିୟ ନେତା

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁନର୍ବାର ବିଶ୍ୱର ଏକ ନମ୍ବର ଲୋକପ୍ରିୟ ନେତା ହୋଇଛନ୍ତି । ଆମେରିକାର ଡାଟା ଇଂଟେଲିଜେନ୍ସି ଫାର୍ମ ମର୍ଣ୍ଣିଂ କନସଲ୍ଟ ଦ୍ୱାରା କରାଯାଇଥିବା ସର୍ଭେରେ ମୋଦିଙ୍କ ଗ୍ଲୋବାଲ ଆପ୍ରୁଭାଲ ରେଟିଂ ସବୁଠାରୁ ଆଗରେ ରହିଛି । ମୋଦିଙ୍କ ରେଟିଂ ୬୬…

ଜୁନ୍ ଶେଷ ସୁଦ୍ଧା ଦୈନିକ ୩ ଲକ୍ଷ ଟିକାକରଣ ଟାର୍ଗେଟ: ମନ୍ତ୍ରୀ

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ପ୍ରବାହର ମୁକାବିଲା ପାଇଁ ଓଡିଶା ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଟୀକାକରଣର ମାତ୍ରା ବଢାଇବା ଓ ହସ୍ପିଟାଲରେ ଭିତ୍ତିଭୂମି ଅଧିକ ବଢାଇବା ଦିଗରେ କାର୍ଯ୍ୟ କରାଯାଉଛି ବୋଲି ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ।…

ସୁଇସ ବ୍ୟାଙ୍କରେ ଭାରତୀୟଙ୍କ ଧନ ବଢ଼ିଛି: ୨୦୨୦ରେ ୨୦,୭୦୦ କୋଟି ଛୁଇଁଲା

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ବି ସୁଇସ ବ୍ୟାଙ୍କରେ ଭାରତୀୟଙ୍କ ଧନ ବଢ଼ିବାରେ ଲାଗିଛି । ୨୦୨୦ରେ ଏହା ୨୦,୭୦୦ କୋଟି ଟଙ୍କାକୁ ଛୁଇଁଛି । ଗତ ୧୩ ବର୍ଷ ମଧ୍ୟରେ ଏହା ସର୍ବାଧିକ । ୨୦୧୯ ତୁଳନାରେ ଏହା ୨୧୨ ପ୍ରତିଶତ(୩.୧୨ ଗୁଣ) ବଢ଼ିଛି । ତେବେ କଷ୍ଟମର ଡିପୋଜିଟି ହ୍ରାସ ପାଇଛି ।…

୧୮-୪୪ ବର୍ଗଙ୍କ ପାଇଁ ୭ଟାରୁ ସ୍ଲଟ ବୁକିଂ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ରାଜଧାନୀରେ ୧୮-୪୪ ବୟସ ବର୍ଗଙ୍କ (ପ୍ରଥମ ଡୋଜ୍) ପାଇଁ ନୂଆ ସ୍ଲଟ୍ ଘୋଷଣା କରାଯାଇଛି। ଆଜି ରାତି ୭ ଟାରୁ ସ୍ଲଟ ବୁକିଂ ଆରମ୍ଭ ହେବ। ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛି ବିଏମସି।…

ଡ୍ରାଇଭ-ଇନ୍ ଭ୍ୟାକ୍ସିନେସନ୍: ୧୮-୪୪ ଓ ୪୫+ ବର୍ଗଙ୍କ ଲାଗି ଆଜି ସ୍ଲଟ ବୁକିଂ, ଜାଣନ୍ତୁ…

ଭୁବନେଶ୍ୱର: ରାଜଧାନୀର ସମସ୍ତ ୧୦ ଡ୍ରାଇଭ-ଇନ୍ ସ୍ଥାନରେ କରୋନା ଟୀକାକରଣ ପାଇଁ ଅନଲାଇନରେ ସ୍ଲଟ୍ ବୁକିଂ ଆଜି ୬.୩୦ରେ ଖୋଲିବ। ଏନେଇ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଟୁଇଟ୍ କରିଛି। ଏହି ସ୍ଲଟ୍ ଗୁଡିକ ଜୁନ୍ ୨୧ ରୁ ଜୁନ୍ ୨୬ ପର୍ଯ୍ୟନ୍ତ ୧୮-୪୪ (ପ୍ରଥମ ଡୋଜ୍) ଏବଂ…

ଆମ୍ବର ଦାମ୍‌ ୨.୭ ଲକ୍ଷ!

ଭୋପାଳ: ମଧ୍ୟପ୍ରଦେଶର ଜଣେ ଦମ୍ପତି ସେମାନଙ୍କର ଆମ୍ବ ବଗିଚାକୁ ସୁରକ୍ଷା ଦେବା ପାଇଁ ପ୍ରାୟ ଏକ ଡଜନ ସୁରକ୍ଷା କର୍ମୀ ଏବଂ କୁକୁରଙ୍କୁ ନିୟୋଜିତ କରିଛନ୍ତି। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ବଗିଚାରେ କେବଳ ଦୁଇଟି ଆମ୍ବ ଗଛ ଅଛି। ଏହି ୨ଟି ଆମ୍ବ ଗଛକୁ ସମ୍ପୂର୍ଣ୍ଣ ସୁରକ୍ଷା…

ଦୀପଗ୍ରେସ ଏକ୍କା: ଲୁଲକିଡିହି-ବାହାମିନିବାହଲରୁ ଟୋକିଓ

ରାଉରକେଲା: ସୁନ୍ଦରଗଡର ଲୁଲକିଡିହି-ବାହାମିନିବାହଲର ବାଲିସଙ୍କରା ବ୍ଲକର ଦୀପଗ୍ରେସ ଏକ୍କା ଆଗାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ମହିଳା ହକି ଦଳରେ ସ୍ଥାନ ପାଇଁ ଓଡିଶାକୁ ଗୌରାବନ୍ୱିତ କରିଛନ୍ତି । ଓଡିଶାର ପ୍ରଥମ ମହିଳା ଭାବେ ସେ ୨ଟି ଅଲିମ୍ପିକ୍ସ ଖେଳିବାକୁ ଯାଉଛନ୍ତି । ଏହା ପୂର୍ବରୁ…