Latest Odisha News

BREAKING NEWS

ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: ବସ୍ତି ଅଞ୍ଚଳର ଅଧିବାସୀମାନେ ପ୍ରାୟତଃ ସ୍ୱାସ୍ଥ୍ୟ ବିଷୟରେ ସଚେତନ ହୋଇ ନଥାନ୍ତି । ଏହି କଥାକୁ ଦୃଷ୍ଟିରେ ରଖି ବି.ଜି.ଭି.ଏସ୍‌.ର କଳାକାରମାନେ ନାଟକ ଓ ନୃତ୍ୟ ମାଧ୍ୟମରେ ସେମାନଙ୍କୁ ସଚେତନ କରିବା ପାଇଁ ପ୍ରୟାସ କରିଥିଲେ ।ଚାଇଲ୍ଡ ଫଣ୍ଡ ପକ୍ଷରୁ ଆୟୋଜିତ ଏହି ପଥପ୍ରାନ୍ତ ନାଟକ…

ଅମ୍ବାନୀ କଲଚରାଲ ସେଣ୍ଟରରେ ଚମକିଲା ଓଡ଼ିଶାର ବାଲୁକା କଳା

ମୁମ୍ବାଇ:ଓଡ଼ିଶା ବାଲୁକା କଳାର ଯାଦୁ ଦେଖୁଛି ସାରା ବିଶ୍ୱ । ପ୍ରଶଂସା ବି ସାଉଁଟଛି । ନିତା ମୁକେଶ ଅମ୍ବାନୀଙ୍କ କଲଚରାଲ ସେଣ୍ଟରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ବାଲୁକା କଳାର ଯାଦୁ ସାରା ବିଶ୍ୱର କଳାପ୍ରେମୀ ଦେଖୁଛନ୍ତି  । ଏହି ବାଲୁକା କଳାକୁ ଦେଖି…

ମୋଦିଙ୍କୁ କେଜ୍ରିୱାଲଙ୍କ ଚିଠି, କହିଲେ; ପୁଣି ଲାଗୁ ହେଉ ବରିଷ୍ଠ ନାଗରିକଙ୍କ ରେଳ ରିହାତି ବ୍ୟବସ୍ଥା

ନୂଆଦିଲ୍ଲୀ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏହି ଚିଠିରେ; ରେଳ ଯାତ୍ରାରେ ବରିଷ୍ଠ ନାଗରିକଙ୍କ ପାଇଁ ୫୦ ପ୍ରତିଶତ ରିହାତି ବ୍ୟବସ୍ଥା ପୁଣି ଲାଗୁ କରିବାକୁ ସେ  ଅନୁରୋଧ କରିଛନ୍ତି । କେଜ୍ରିୱାଲ ଚିଠିରେ ଲେଖିଛନ୍ତି…

୪ ଘଣ୍ଟାର ଅପରେଶନ ପରେ ମଳଦ୍ୱାରରୁ ବାହାରିଲା ଶାବଳ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡାରେ ନିର୍ମାଣ କାମ କରୁଥିବାବେଳେ ଛାତରୁ ଖସି ପଡିଥିଲା ନାବଳକ । ଏହି ସମୟରେ ତାର ମଳଦ୍ୱାରରେ ପଶି ଯାଇଥିଲା ଶାବଳ । ଗୁରୁତର ଅବସ୍ଥାରେ ତାକୁ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ଏମକେସିଜି ଡାକ୍ତରଖାନାରେ ୪ ଘଣ୍ଟାର ଅସ୍ତ୍ରୋପଚାର ପରେ ନାବାଳକର…

୬୮ ହଜାର ଟପିପାରେ ସୁନା

ନୂଆଦିଲ୍ଲୀ : ପୁଣି ଗ୍ରାହକଙ୍କୁ ଲାଗିପାରେ ଝଟ୍‌କା । ବଢ଼ିପାରେ ସୁନା ଦର । ୬୮ ହଜାର ଛୁଇଁପାରେ ସୁନା  । ୨୦୨୩-୨୪ ଆର୍ଥିକ ବର୍ଷ ଶେଷ ସୁଦ୍ଧା ସୁନା ଦାମ୍ ୬୮ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏନେଇ ଏଲ୍‌କେପି ସିକ୍ୟୁରିଟିଜ୍ ନାମକ ଏକ ସଂସ୍ଥା ଆକଳନ କରିଛି ।…

ଭୁବନେଶ୍ବର ଓ ରଙ୍ଗେଇଲୁଣ୍ଡା ମଧ୍ୟରେ ବିମାନ ଉଡ଼ାଣ ତାରିଖ ଓ ସମୟ ଧାର୍ଯ୍ୟ, ସପ୍ତାହକୁ ୨ଦିନ ଓ ମାସକୁ ଉଡ଼ିବ ୯ଦିନ

ଭୁବନେଶ୍ବର : ବିଜୁ ଜୟନ୍ତୀରୁ ରଙ୍ଗେଇଲୁଣ୍ଡାକୁ ବିମାନ ଉଡ଼ାଣର ଶୁଭାରମ୍ଭ ହୋଇସାରିଥିବା ବେଳେ ଏପ୍ରିଲ ମାସର ବିମାନ ଉଡ଼ାଣର ତାରିଖ ଓ ସମୟ ଧାର୍ଯ୍ୟ କରିଛନ୍ତି ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିର୍ଦ୍ଦେଶକ । ଏଥିସହ ଏସଟିଏ ପକ୍ଷରୁ ବିସ୍ତୃତ ଉଡ଼ାଣ ସୂଚୀ ଜାରି କରାଯାଇଛି। ଭୁବନେଶ୍ବର ଓ…

ହିନ୍ଦୋଳ ଏନଏସିର ୧୬ଟି ଓ୍ବାର୍ଡ ପାଇଁ ଚାଲିଛି ମତଦାନ, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ଢେଙ୍କାନାଳ ହିନ୍ଦୋଳର ୧୬ଟି ଓ୍ବାର୍ଡରେ ନିଜର ନେତା ବାଛୁଛନ୍ତି ୯ ହଜାର ୮୬୩ ଜଣ ଭୋଟର। ଏହି କ୍ରମରେ ଆଜି(ସୋମବାର) ସକାଳ ୮ରୁ ମତଦାନ ଜାରି ରହିଛି । ୧୬ଟି ମତଦାନ କେନ୍ଦ୍ରରୁ ୮ଟି ଉତ୍ତେଜନା ପ୍ରବଣ ଏବଂ ୪ଟି ଅତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ, ୨ଟି ପିଙ୍କ୍ ବୁଥ ରହିଛି। ସେପଟେ ଭୋଟିଂ…

ବେଲେଶ୍ୱର ମନ୍ଦିରରେ ବୁଲିଲା ବୁଲଡୋଜର; ଏଇ ମନ୍ଦିିର କୂଅରେ ପଡି ଯାଇଥିଲା ୩୬ ଜୀବନ

ଇନ୍ଦୋର: ଇନ୍ଦୋର ବେଲେଶ୍ୱର ମହାଦେବ ଝୁଲେଲାଲ ମନ୍ଦିରରେ ବୁଲିଲା ବୁଲଡୋଜର । ପବିତ୍ର ରାମନବମୀ ପରିସରରେ ଥିବା କୂଅର ଛାତ ଗଳି ପଡିବାରୁ ୨୧ ମହିଳାଙ୍କ ସମେତ ୩୬ ଜଣଙ୍କର ମୃତ୍ୟୁ ଘଟିଥିଲା ଏହି କୂଅ ବେଆଇନ ଭାବେ ନିର୍ମାଣ କରାଯାଇଥିଲା । ତେବେ ଏତେବଡ ଦୁର୍ଘଟଣା ଘଟିବା ପରେ ପ୍ରଶାସନର…

ଭାରତ ଠାରୁ କେତେ ପଛରେ ପାକିସ୍ତାନ ? ଆମର ୧ ଟଙ୍କାର ମୂଲ୍ୟ ସେଠି ୩ ଟଙ୍କା ଠାରୁ ବି ଅଧିକ

ନୂଆଦିଲ୍ଲୀ: ନିକଟରେ ଆର୍‌ଏସ୍‌ଏସ୍ ମୁଖ୍ୟ ମୋହନ ଭାଗବତ ପାକିସ୍ତାନକୁ ନେଇ ଏକ ଟିପ୍ପଣୀ କରିଥିଲେ। ସେ କହିଥଲେ ଯେ ଦେଶ ବିଭାଜନ ପରେ ପାକିସ୍ତାନ ଆଜି ଖୁସିରେ ନାହିଁ। ବିଭାଜନ ଏକ ଭୁଲ୍ ଥିଲା ବୋଲି ପାକିସ୍ତାନୀ ଭାବୁଛନ୍ତି। ମୋହନ ଭାଗବତଙ୍କ ଏ କଥା ଆଜି ସତ ପରି ମନେ ହେଉଛି। କାରଣ…

ଅତାବିରା ଏନଏସି ନିର୍ବାଚନ ପାଇଁ ମତଦାନ ଜାରି, ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ବରଗଡ଼ : ଅତାବିରା ଏନ୍‌ଏସି ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ୧୬ଟି ମତଦାନ କେନ୍ଦ୍ରରେ ସୋମବାର ସକାଳ ୮ ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ୧୬ଟି ମତଦାନ କେନ୍ଦ୍ର ଭିତରୁ ୭ଟି ସମ୍ବେଦନଶୀଳ ଓ ୩ଟି ଅତି ସମ୍ବେଦନଶୀଳ କେନ୍ଦ୍ର ରହିଛି। ଅତାବିରା ବାଳିକା ହାଇସ୍କୁଲର ୨ ନମ୍ବର ବୁଥ୍‌କୁ…