Latest Odisha News

BREAKING NEWS

ବାପା ହେବେ ଅଭିନେତା ଅପାରଶକ୍ତି ଖୁରାନା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା-ରେଡିଓ ଜକି- ପୂର୍ବତନ ଭାରତୀୟ କ୍ରକେଟର ଅପାରଶକ୍ତି ଖୁରାନା ଖୁବ୍‌ ଶୀଘ୍ର ବାପା ହେବାକୁ ଯାଉଛନ୍ତି। ଏ ନେଇ ଅପାରଶକ୍ତି ନିଜେ ଘୋଷଣା କରିଛନ୍ତି। ସେ ଏବଂ ତାଙ୍କ ପତ୍ନୀ ଆକୃତି ଆହୁଜା ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ପ୍ରସ୍ତୁତ ହେଲେଣି।…

ଇସ୍ରାଏଲ ରାଜନୀତି: ହାର ମାନି ନାହାନ୍ତି ନେତ୍ୟାନେହୁ, ଏବେ ବି ୧୧ ଦିନ ସମୟ ଅଛି

ତେଲ ଅବିବ: ଇସ୍ରାଏଲର ଏବେ ରାଜନୈତିକ ସଙ୍କଟ ଦେଖାଦେଇଛି । ୮ ବିପକ୍ଷ ଦଳ ଏକତ୍ର ହୋଇ ସରକାର ଗଠନ କରିବା ପାଇଁ ଘୋଷଣା କରିଛନ୍ତି । ଯଦି ଏହା ସଫଳ ହୁଏ ତାହାହେଲେ ୧୨ ବର୍ଷ ପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନେହୁ ପଦଚ୍ୟୁତ ହେବେ । ଏ ସବୁ ସତ୍ୱେ ନେତ୍ୟାନେହୁ ହାର ମାନି ନାହାନ୍ତି ।…

୨ କୋଟି ଟଙ୍କାର ବ୍ରାଉନସୁଗର ଜବତ, ୩ ବେପାରୀ ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ କମୁନି ବ୍ରାଉନସୁଗର କାରବାର । ଲକଡାଉନ୍ ରାତିରେ ଧଳା ଜହର ବେପାର । ଗ୍ରାହକ ବେଶରେ ଯାଇ ଅଚାନକ ଚଢ଼ାଉ କଲା କ୍ରାମଇମବ୍ରାଞ୍ଚ ଏସଟିଏସ୍ । ଜଳେଶ୍ୱରରୁ ୨ କିଲୋରୁ ଅଧିକ ଓଜନର ବ୍ରାଉନସୁଗର ଜବତ ହୋଇଛି । ଏହି ଘଟଣାରେ ୩ ଜଣ ବେପାରୀଙ୍କୁ ଗିରଫ କରିଛି ଏସଟିଏଫ୍…

ବାଇଡେନଙ୍କ ବଡ଼ ଘୋଷଣା: ଭାରତ ସମେତ ଦକ୍ଷିଣ ଏସିଆ ରାଷ୍ଟ୍ରକୁ ୭୦ ଲକ୍ଷ ଡୋଜ୍ ଟିକା ଦେବ ଆମେରିକା

ନୂଆଦିଲ୍ଲୀ: କରୋନା ମହାମାରୀକୁ ନିପାତ କରିବା ପାଇଁ ଆମେରିକାର ବଡ଼ ପଦକ୍ଷେପ । ଟିକାକରଣ ଅଭିଯାନରେ ବଡ଼ ସହଯୋଗ ନେଇ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । ଭାରତ ସମେତ ଦକ୍ଷିଣ ଏସିଆ ଦେଶକୁ ୭୦ ଲକ୍ଷ ଡୋଜ୍ ଟିକା ଦେବ ଆମେରିକା । ହ୍ୱାଇଟ୍ ହାଉସ୍ ପକ୍ଷରୁ ଏନେଇ ଘୋଷଣା ହୋଇଛି ।…

ପଦାର୍ପଣ ଟେଷ୍ଟରେ କନୱେଙ୍କ ରେକର୍ଡ ବର୍ଷା

ଲଣ୍ଡନ: ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ଡେଭନ କନୱେ ଇଂଲଣ୍ଡ ବିପକ୍ଷ ପଦାର୍ପଣ ମ୍ୟାଚରେ ରେକର୍ଡ ବର୍ଷା କରିଛନ୍ତି । ୧୪୪ ବର୍ଷ ଟେଷ୍ଟ ଇତିହାସରେ ପଦାର୍ପଣ ମ୍ୟାଚରେ ଦ୍ୱିଶତକ ହାସଲ କରିବାରେ ସେ ନ୍ୟୁଜିଲାଣ୍ଡର ଦ୍ୱିତୀୟ ଏବଂ ଓଭରାଲ ୭ମ ବ୍ୟାଟ୍ସମ୍ୟାନ ପାଲଟିଛନ୍ତି ।…

ଆଜି ଓଡ଼ିଶାରୁ କରୋନା ନେଲା ୩୨ ଜୀବନ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ଗତକାଲି ଅପେକ୍ଷା ଆଜି ରାଜ୍ୟରେ ସାମାନ୍ୟ କମିଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୩୨ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୧୮ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣଙ୍କର ଜୀବନ ନେଇଛି କରୋନା ।…

ଓଡ଼ିଶାରେ ଖସୁଛି କରୋନା ଟ୍ରେଣ୍ଡ: ୨୪ ଘଣ୍ଟାରେ ୭୭୨୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟ ୮ହଜାର ତଳକୁ ଖସିଲା କରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭ହଜାର ୭୨୯ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୪ହଜାର ୩୩୧ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୩ହଜାର ୩୯୮ । ବିଭିନ୍ନ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଖସିଛି । ଖୋର୍ଦ୍ଧାରୁ ସର୍ବାଧିକ ୧୦୬୨…

କବିତା : ଅସମାପ୍ତ ନାଟକ

ମମତା ପ୍ରିୟଦର୍ଶିନୀ ସାହୁ  ଏ କ'ଣ ! ଏବେ ତ ରାତି ପାହିବାକୁ ବାକି ଥିଲା ଆହୁରି ସମୟ , ଶେଷ ଅଙ୍କ ପ୍ରସାରଣ ପାଇଁ ଢେର ସାରା ଦୃଶ୍ୟ ବଳକା ରହିଗଲା ! କେବଳ ମାତ୍ର ଅତିକ୍ରମିତ ହେଇଥିଲା ଅଳ୍ପ ପାହାଚ , ମଞ୍ଚ ଉପରକୁ ଉଠିବା ତ ଖୁବ୍ ଦୂରର କଥା , ଭଲ ରେ ପ୍ରଲେପ ବି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୪-୬-୨୦୨୧ ଶୁକ୍ରବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଜୁନ ତା ୪ ରିଖ ଶୁକ୍ରବାର ବୃଷ ୨୧ ଦିନ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଦଶମୀ ତିଥି ଉତ୍ତର ଭାଦ୍ର ନକ୍ଷତ୍ର ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-: ବିଛା ଧନୁ ଓ ମୀନ ରାଶିର ଘାତ ଚନ୍ଦ୍ର-: ଧନୁ ରାଶି ପୁରୁଷ ଓ…

କରୋନା ସଚେତନତା ରଥ ଏବଂ କରୋନା ମ୍ୟୁଜିକ ଭିଡିଓ ଉଦଘାଟିତ

ଭୁବନେଶ୍ୱର : ୟୁନିସେଫର ବୈଷୟିକ ଏବଂ ଆର୍ଥିକ ସହାୟତାରେ , ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଏବଂ ଲୋକସଂପର୍କ ବିଭାଗ ପକ୍ଷରୁ ମହାମାରୀ କରୋନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ କରୋନା ସଚେତନତା ରଥ ଏବଂ ଦୁଇଟି ନୂଆ କୋଭିଡ ସଚେତନତା ସଙ୍ଗୀତ ସହ ତିନିଗୋଟି…