Latest Odisha News

BREAKING NEWS

ନୟାଗଡ ଥାନା ଆକ୍ରମଣ ଘଟଣା: ମାଓ ନେତା ସବ୍ୟସାଚୀ ଓ ତାଙ୍କ ଦୁଇ ସହଯୋଗୀ ନିର୍ଦ୍ଦୋଷରେ ଖଲାସ

ନୟାଗଡ: ୨୦୦୮ ମସିହାରେ ନୟାଗଡ ଜିଲ୍ଲା  ପୋଲିସ  ଥାନା ଉପରେ ହୋଇଥିବା ମାଓ ଆକ୍ରମଣ ଘଟଣାରେ ମାଓନେତା ସବ୍ୟସାଚୀ ପଣ୍ଡା ଏବଂ ତାଙ୍କର ଅନ୍ୟ ଦୁଇ ସହଯୋଗୀଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ । ପ୍ରମାଣ ଅଭାବରୁ ତିନି ମାଓବାଦୀଙ୍କୁ ଛାଡ କରିଛନ୍ତି କୋର୍ଟ । ମାଓ ନେତାଙ୍କ…

ସାବତ ବାପାର ନିଷ୍ଠୁରତା: ୩ ବର୍ଷର ପୁଅକୁ କଫ ସିରଫ ବଦଳରେ ପିଆଇଦେଲା ବିଷ

ନବରଙ୍ଗପୁର: ସେ ଜନ୍ମକଲା ବାପା ନ ଥିଲା । ସେଥିପାଇଁ ବୋଧହୁଏ ଏତେ ନିଷ୍ଠୁର ହୋଇଗଲା । ୩ ବର୍ଷର ପୁଅ କାଶରେ ଛଟପଟ ହେଉଥିବାବେଳେ ତାକୁ କଫସିରଫ ବଦଳରେ ବିଷ ଦେଇଦେଲା । ଏମିତି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ । ରାଇଘର ବ୍ଲକ ଅନ୍ତର୍ଗତ କସକଙ୍ଗା ପଂଚାୟତର ଜଡ଼ାପାରା ଅଞ୍ଚଳରେ…

ରାହୁଲଙ୍କୁ ପୁଣି ଝଟକା: ମାସକ ଭିତରେ ସରକାରୀ ବାସଭବନ ଛାଡିବା ପାଇଁ ଆସିଲା ନୋଟିସ

ନୂଆଦିଲ୍ଲୀ: ଗୋଟିଏ ପରେ ଗୋଟିଏ ସମସ୍ୟାରେ ଛନ୍ଦି ହୋଇପଡୁଛନ୍ତି ରାହୁଲ । ବିବାଦୀୟ ମନ୍ତବ୍ୟ ପାଇଁ କୋର୍ଟଙ୍କ ଦଣ୍ଡାଦେଶ, ସଦସ୍ୟତା ରଦ୍ଦ ପରେ ଏବେ ଆଉ ଏକ ସମସ୍ୟାରେ ଛନ୍ଦି ହୋଇପଡିଛନ୍ତି ରାହୁଲ । ସଦସ୍ୟତା ପଦ ଯିବା ପରେ ଏବେ ତାଙ୍କୁ ସରକାରୀ ଘର ଛାଡିବା ପାଇଁ ନୋଟିସ ଆସିଛି…

ସ୍କୁଲ ଭିତରେ ଫାୟାରିଂ; ୩ ଶିଶୁଙ୍କ ସମେତ ୭ ଜଣଙ୍କର ମୃତ୍ୟୁ

ୱାଶିଂଟନ: ଆମେରିକାରେ ପୁଣି ଗୁଳିକାଣ୍ଡ । ଗୁଳିକାଣ୍ଡରେ ୩ ଜଣ ଶିଶୁଙ୍କ ସମେତ ୭ ଜଣଙ୍କର ମୃତ୍ୟୁ ଘଟିଛି । ଅନେକ ଲୋକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏପରି ହୃଦୟଥରା ଘଟଣା ଘଟିଛି ଟେନେସୀ ରାଜ୍ୟର ନୈଶବିଲେ ସ୍ଥିତି ଏକ ମିଶନାରୀ ସ୍କୁଲ ଭିତରେ । ସବୁଠୁ…

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୮୭)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’ ଶୋଇବା ଘର ବାରଣ୍ଡାରେ ପାଦ ଦେଉ ଦେଉ ରୋଷେଇ ଘରୁ କିଛିଟା ଶୁଣି ସେ ଭିତରକୁ ଗଲା । ସରୋଜ ଚୁଲି ଉପରେ କିଛି ବସାଇଛନ୍ତି । ପଦପାତ ଶୁଣି ସେ ମୁହଁ ଘୂରାଇଲେ । ସମ୍ପୂର୍ଣ୍ଣ ଶୁଷ୍କ ଏବଂ ମଳିନ ଚେହେରା ।…

କବିତା : ଆହୁତି

ପ୍ରିୟମ୍ବଦା ସାମଲ ଏ ଜୀବନ ଅବିରତ ଯଜ୍ଞବେଦୀ ସାଧନା ପଥେ ଧାବିତ କର୍ମର ଘୃତରେ ଆହୁତି ଦେଇଣ ସର୍ବଦା ଉଦଜୀବିତ। ତ୍ୟାଗ ସହିଷ୍ଣୁତା ଜୀବନ ଗୀତିକା ସନ୍ତୋଷ ଶାନ୍ତିର ପଥ ସ୍ଵାର୍ଥକୁ ସାରଥି ନକରି ଆହୁତି ଜୀବନ ହୁଏ ସୁଖଦ। କର୍ତ୍ତବ୍ୟ କର୍ମରେ ସଫଳତା ଆଣେ ଯୋଜନା ଅଟଇ ସାର…

ଭାଷା ଭାଗବତ : ପରିବର୍ତନ ନିରଂତର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ପରିବର୍ତନ ନିରଂତର ଘଟୁଛି, ତେଣୁ ଏ ସଂସାର ହୋଇଛି ପ୍ରାଣୀଂକର ଘର କରି ହୁଏନି ଅସ୍ବୀକାର ଭାଷା, ସଂସ୍କୃତି, ବିଧି, ପ୍ରଥା କେଉଁଠି ନାହିଁ ସ୍ଥିରାବସ୍ଥା ବିଭିନ୍ନ ଅଦଳ ବଦଳ ପ୍ରକ୍ରିୟା ସକ୍ରିୟ ସଚଳ ଘୂରୁଥିବା ବିଶ୍ବରେ ରହି…

କୋଲଡ୍ରିଙ୍କସ୍‌ ପିଉଛନ୍ତି କି ?

ବଢ଼ିଲାଣି ତାତି । ଅସହ୍ୟ ହେଲାଣି ଖରା  । ଖରାଦିନ ଆସିବା ମାତ୍ରେ ପ୍ରାୟ ସମସ୍ତେ ଥଣ୍ଡାପାଣି ପିଇବାକୁ ଅଧିକ ପସନ୍ଦ କରିଥାଆନ୍ତି ।  ତେଣୁ ଅଧିକାଂଶ ଲୋକେ ଥଣ୍ଡା ପାଣି ପିଇଥାଆନ୍ତି । ଆଉ ବଜାରରେ ମିଳଥିବା କୋଲଡ୍ରିଙ୍କସ୍‌ ପିଇବାକୁ ପସନ୍ଦ କରିଥାଆନ୍ତି । କିନ୍ତୁ ଏହି କୋଲ୍ଡ…

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ, ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ପରମ୍ପରାର ଏକ ବିଶେଷ ସେବା ହେଲା ପଟ୍ଟଯୋଷି ମହାପାତ୍ର ବା ଛତିଶା ନିଯୋଗ ନାୟକ। ଏହା ଏକ ପ୍ରମୁଖ ସେବା କାରଣ ଛତିଶା…

କ୍ଷୀରରେ ପାଣି କିମ୍ବା ଆଉ କିଛି ମିଶିଥିଲେ ଘରେ ବସି ୩୦ ସେକେଣ୍ଡରେ ଜାଣିପାରିବେ

ଚେନ୍ନାଇ: କ୍ଷୀରରେ ପାଣି ମିଶିଥିଲେ ଜଣାପଡ଼େ। ହେଲେ କେତେ ପରିମାଣରେ ମିଶିଛି ତାହା ଅନୁମାନେ କରଯାଏ କିନ୍ତୁ ସଠିକ ଭାଗମାପ କହି ହୁଏ ନାହିଁ। ଏବେ ଏହି ସମସ୍ୟାର ସମାଧାନ ହୋଇଛି। ଚେନ୍ନାଇ ସ୍ଥିତି ମାଡ୍ରାସ ଆଇଆଇଟିର ଗବେଷକମାନେ ଏହି ସମସ୍ୟାର ସମାଧାନ କରିଛନ୍ତି। ଏକ କାଗଜ ଆଧାରିତ ଥ୍ରୀ…