କାନାରା ବ୍ୟାଙ୍କ ମ୍ୟାନେଜର ମାନସିକ ଅବସାଦ ପାଇଁ ନିଜ ଇଚ୍ଛାରେ ଗାଏବ ହୋଇଥିଲେ: ଏସପି
କଟକ: ତିନି ଦିନ ଧରି ନିଖୋଜ ଥିବା କାନାରା ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁରୁବାର ଗଞ୍ଜାମ ଜିଲ୍ଲା ଗିରିସୋଲା ଅଞ୍ଚଳରୁ ଉଦ୍ଧାର କରିଛି।
ମାନସିକ ଅବସାଦ ଯୋଗୁଁ ମ୍ୟାନେଜର ତପନ ସାହୁ ନିଜେ ନିଖୋଜ ହୋଇଯାଇଥିଲେ ବୋଲି କଟକ ଅତିରିକ୍ତ ଏସପି (ଗ୍ରାମୀଣ) ଦେବବ୍ରତ ବରାଳ ସୂଚନା ଦେଇଛନ୍ତି।…